ଶିଲ୍ପା ଶେଟ୍ଟୀ କାହିଁକି ଚୁମିଲେ ‘ସୁପର ଡାନ୍ସର ୩’ ର ବିଜେତା ଝିଅଟିର ପାଦ, ସାମନାକୁ ଆସିଲା ବଡ କାରଣ

ଶିଲ୍ପା ଶେଟ୍ଟୀ ସବୁବେଳେ କୌଣସି ନା କୌଣସି କାରଣରେ ମିଡିୟାରେ ଚର୍ଚାର ବିଷୟ ହୋଇ ଯାଆନ୍ତି । ବର୍ତ୍ତମାନ ଶିଲ୍ପା ଫିଲ୍ମରେ କମ ଓ ଟିଭି ସିରିୟଲର ଶୋ ‘ସୁପର ଡାନ୍ସ’ରେ ଅଧିକ ନଜର ଆସନ୍ତି । କହିବାକୁ ଗଲେ କିଛି ଦିନ ହିଁ ତଳେ ସୁପର ଡାନ୍ସର ୩ର ଫାଇନାଲ ହୋଇଥିଲା । ଏହି ଫାଇନାଲ ଓ ଅନ୍ତିମ ଏପିସୋଡରେ ସମସ୍ତ କଂଟେସ୍ଟେଂଟ ପିଲାମାନେ ଗୋଟିଏରୁ ବଢି ଗୋଟିଏ ଧାଶୂ ପରଫରମେଂସ ଦେଇଥିଲେ ।

ଏହି ଶୋଟି ଯେବେଠୁ ଷ୍ଟାର୍ଟ ହୋଇଥିଲା ସେବେଠୁ ହିଁ କୋଲକାତାର ରୁପସା ବାଟାବ୍ୟାଲ ସମସ୍ତଙ୍କର ଧ୍ୟାନ ନିଜ ଆଡକୁ ଆକର୍ଷିତ କରି ରଖି ଥିଲା । ଏହାର ସମସ୍ତ ଡାନ୍ସ  ପରଫରମେଂସ ଆଶ୍ଚର୍ଯ୍ୟକର ଥିଲା । ଏହା ପରେ ଏହି ଶିଶୁଟିର ଫେସ ଏକ୍ସପ୍ରେଶନ ଆହୁରି ଆକର୍ଷିତ ଥିଲା । କେବଳ ଶୋର ଜଜ ନୁହେଁ ଫିଲ୍ମ ପ୍ରମୋଶନ କରିବାକୁ ଆସିଥିବା ସ୍ପେଶଲ ଗେସ୍ଟମାନେ ବି ଏହି ଝିଅଟିର ଦିବାନା ହୋଇ ଯାଉଥିଲେ । ବୋଧେ ଏହି କାରଣ ଅଟେ କି ରୁପସା ସୁପର ଡାନ୍ସର ସିଜିନ ୩ର ଟ୍ରାଫୀ ନିଜ ନାମରେ କରିନେଲା ।

ଶୋ ଜିତିବା ପରେ ରୁପସାକୁ ଟ୍ରାଫୀ ଶାୟତ ୧୫ ଲକ୍ଷ ଟଙ୍କାର ପୁରଷ୍କାର ବି ଦିଆଗଲା । ଫାଇନଲ ଏପିସୋଡରେ ରୁପସା ଯେତେବେଳେ ଡାନ୍ସ ଫ୍ଲୋର ଉପରେ ନିଜର ଡାନ୍ସ ଦେଖାଇଲା ତେବେ ଏହି କଥାରେ ଶିଲ୍ପା ଏତେ ଅଧିକ ଇମ୍ପ୍ରେସ ହୋଇଗଲେ କି ସେ ସ୍ଟେଜ ଉପରେ ଆସି ରୁପସାର ପାଦକୁ ଚୁମିଲେ । ଶିଲ୍ପା ଓ ରୁପସାଙ୍କର ଏହି ଫଟୋ ସୋସିୟାଲ ମିଡିୟାରେ ବହୁତ ଜଲ୍ଦି ଭାଇରାଲ ବି ହେଉଛି । ଏହି ଫଟୋକୁ ଦେଖି କିଛି ଲୋକ ଚିନ୍ତା କରୁଛନ୍ତି କି କାହିଁକି ଶିଲ୍ପା ରୁପସାର ପାଦକୁ ଚୁମିଲେ ?

କହିବାକୁ ଗଲେ ଜଣେ ଡାନ୍ସର ପାଇଁ ତାହାର ପାଦ ସବୁଠୁ ମୁଖ୍ୟ ହୋଇଥାଏ । ପୁଣି ଯଦି ରୁପସାର କଥା କହିବା ତେବେ ସେ ପୁରା ସିଜିନରେ ଧାସୁ ପରଫରମେଂସ ଦେଇଛି । ଏମିତିରେ ଫାଇନଲ ଏପିସୋଡର ପରଫରମେଂସରେ ଶିଲ୍ପା ଅତ୍ୟଧିକ ଖୁସି ହୋଇ ରୁପସାର ଏହି ଟେଲେଂଟ କୋ ସମ୍ମାନ ଦେବା ପାଇଁ ତାର ପାଦକୁ ଚୁମି ଥିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।