Sonu Sood ଙ୍କ ଆଲିଶାନ ଘର ଓ ସମ୍ପତ୍ତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ବଲିଉଡ ରେ ବହୁତ ଅଭିନେତା ଅଭିନେତ୍ରୀ ଅଛନ୍ତି । ସମସ୍ତଙ୍କ ପାଖରେ ବହୁତ ତାଙ୍କ ମଧ୍ୟ ଅଛି । ସମସ୍ତଙ୍କ ଘର ବହୁତ ସୁନ୍ଦର ଏବଂ ବଡ଼ ହୋଇଥାଏ । ତେବେ ଆଜି ଆମେ ବଲିଉଡ ର ଷ୍ଟାର ଏବଂ ଲୋକମାନଙ୍କର ରିଅଲ ହିରୋ ସୋନୁ ଶୁଦ ଙ୍କ ଘର ବିଷୟରେ କହିବୁ । ଅଭିନେତା ସୋନୁ ଶୁଦ ଆଜି ୧୫୦ କୋଟି ଟଙ୍କାର ମାଲିକ ଅଟନ୍ତି । ଏବଂ ସେ କହିଛନ୍ତି କି ଘର ଶାନ୍ତି ପାଇବାର ପ୍ରକୃତ ସ୍ଥାନ ଅଟେ ।

ତାଙ୍କର ମୁମ୍ବାଇ ର ଯମୁନା ୱେଷ୍ଟ ରେ ୨୬୦୦ sq ft ର ଆପାର୍ଟମେଣ୍ଟ ଅଛି । ଯେଉଁଠାରେ ସେ ନିଜ ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ରହୁଛନ୍ତି । ସୋନୁ ଙ୍କୁ ତାଙ୍କର ଏହି ଘର ବହୁତ ପସନ୍ଦ । ତେବେ ଚାଲନ୍ତୁ ଜାଣିବା ସୋନୁ ଶୁଦ ଙ୍କ ଏହି ଘର ବିଷୟରେ । ସୋନୁ ଶୁଦ ଙ୍କ ଘର ବାସ୍ତୁ ଶାସ୍ତ୍ର ଅନୁସାରେ ଅଛି । ଘର ସାମ୍ନାରେ ଏଣ୍ଟ୍ରି ଗେଟ ରହିଛି ଏହାକୁ ସୋନୁ ଶୁଦ ନିଜେ ଡିଜାଇନ କରିଥିଲେ ।

ଲିଭିଂ ରୁମ ରେ ଇଟାଲିଆନ ଫ୍ଲୋରିଂ ହୋଇଛି । କାନ୍ଥରେ ସିଲ୍କ ୱାଳ୍ପେପର ଲଗାହୋଇଛି । ଟିକଉଡ଼ ର ପଟିସନ ହୋଇଛି ଏବଂ ସୁନ୍ଦର ସୁନ୍ଦର କୁସନ ଏବଂ ମାଟିଆ ରଙ୍ଗର ଫର୍ଣିଚର ରହିଛି । ଏବଂ ଏହା ଲୀଭିଂ ରୁମ ର ସୌନ୍ଦର୍ଯ୍ୟ ରେ ଚାରିଚାନ୍ଦ ଲଗାଇଥାଏ । ସୁନ୍ଦର ସୁନ୍ଦର ମୂର୍ତ୍ତି ଏବଂ କ୍ୟାନ୍ଦେଲ ଷ୍ଟାଣ୍ଡ ଦ୍ଵାରା ଘର ର ସ୍ଵନ୍ଦର୍ୟ୍ଯ ବହୁତ ବଢ଼ିଥାଏ ।

ସୋନୁ ନିଜ ଘରେ କାଚ ର ବ୍ୟବହାର କରିଛନ୍ତି ଯାହା ତାଙ୍କ ଘରର ସ୍ୱନ୍ଦର୍ଯ୍ୟକୁ ୨ ଗୁଣ ଅଧିକ କରିଥାଏ । ତାଙ୍କର ଚାରୋଟି ବାଥରୁମ ଅଛି ଯାହା ମଧ୍ୟ ବହୁତ ବଢିଆ ଅଟେ । ଡାଇନିଂ ଏରିଆ ପାଖରେ ଗୋଟେ ମନ୍ଦିର ଅଛି । ଏବଂ ମନ୍ଦିର ବାହାରେ ପଥରରେ ଓମ ଲେଖା ହୋଇଛି । ବେଡ଼ରୁମ ରେ ଆଲମାରୀ ର ସଟର ମଧ୍ୟ କାଚରେ ହୋଇଛି ।

ରୁମ ରେ କାଠ ର ଫ୍ଲୋରିଂ ହୋଇଛି । ଆଊ ଗୋଟେ ରୁମ ର ସିଲିଂ ଦେଖି ଆଖି ଖୋଲା ହୋଇ ରହିଯିବ କାରଣ ତାହା ଏତେ ସୁନ୍ଦର ଯେ ଆପଣ ସେଠାକୁ ଦେଖି ରହିଯିବ । ସୋନୁ ଙ୍କ ପୁଅ ଙ୍କୁ ଫୁଟବଲ ବହୁତ ପସନ୍ଦ ଯେଉଁ କାରଣରୁ ତାଙ୍କ ପୁଅ ଙ୍କ ବେଡ଼ରୁମ ରେ ପ୍ରସିଦ୍ଧ ଫୁଟବଲ ଖେଲାଦି କ୍ରିଷ୍ଟିନୋ ରୋନାଲ୍ଡ ଙ୍କ ଫଟୋ ରହିଛି ।

ପୁରା ଘରେ ଭିନ୍ନ ଭିନ୍ନ ପ୍ରକାରର ଲାଇଟ ଲାଗିଛି । ସୋନୁ ଙ୍କ ଘର ବହୁତ ସୁନ୍ଦର । ସୋନୁ କହିଛନ୍ତି ତାଙ୍କୁ ତାଙ୍କ ଘର ବହୁତ ଭଲ ଲାଗେ କାରଣ ସେ ବହୁତ କଷ୍ଟରେ ଏହି ଘର କରିଛନ୍ତି । ଏବଂ ସେ ନିଜ ପରିଶ୍ରମ ଦ୍ବାରା ଏତେ ସଫଳତା ହାସଲ କରିଛନ୍ତି ।

ତେବେ ଆପଣଙ୍କ ପାଇଁ ସୋନୁ ରିଅଲ ହିରୋ କି ରିଲ ହିରୋ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।