SSR ମାମଲା- ଜେଲରୁ ବାହାରିଲା ପରେ ରିୟା ମିଡିଆ ସାମ୍ନାରେ କଣ କହିଲା ଦେଖନ୍ତୁ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ଡ୍ରଗ ମାମଲା ସାମ୍ନାକୁ ଆସିବା ପରେ ଏଥିରେ ରିୟା ଚକ୍ରବର୍ତୀଙ୍କୁ ଦୋଷୀ ସାବ୍ୟସ୍ତ କରି CBI ଜେଲ ପଠାଇ ଦେଇ ଥିଲା । କିନ୍ତୁ ବର୍ତ୍ତମାନ ଖବର ଆସୁଛି କି ରିୟା ଚକ୍ରବର୍ତୀଙ୍କୁ ଜାମିନ ମିଳିସାରିଛି ଓ ସେ ଜେଲରୁ ଘରକୁ ଚାଲି ଆସିଛନ୍ତି । ଏହା ପରେ ସେ ସମସ୍ତଙ୍କ ସାମ୍ନାରେ କହିଛନ୍ତି କି ଜେଲରେ ତାଙ୍କ ସହିତ କଣ ସବୁ ହେଉଥିଲା ।

ରିୟା କହିଲେ କି ଜେଲରେ ତାଙ୍କ ସହିତ ଯାହା ସବୁ ହୋଇଛି ସେ ଚାହୁଁଛନ୍ତି କି ତାହା ଅନ୍ୟ କାହା ସହିତ ନ ହେଉ । ମିଳିଥିବା ସୂଚନା ଅନୁସାରେ ଜେଲରେ ରିୟାଙ୍କ ସହିତ ବହୁତ ଟଚର ହୋଇଛି ।

ଏମିତିରେ ଆପଣ ଚିନ୍ତା କରୁଥିବେ କି ରିୟାଙ୍କୁ କାହିଁକି ଜାମିନ ମିଳିଲା । ଆପଣଙ୍କୁ କହିଦେଉଛୁ କି ରିୟା ଚକ୍ରବର୍ତୀଙ୍କୁ ଏଥିପାଇଁ ଛଡା ଯାଇଛି କାରଣ CBI ଦ୍ଵିତୀୟ ଚରଣର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । ସେମାନେ ପୁଣି ଥରେ ରିୟା ଚକ୍ରବର୍ତୀଙ୍କୁ କଡା ପୁଛତାଛ କରିବେ । ଏହା ପରେ ପୁଣି କିଛି ଦିନ ପରେ ତାଙ୍କୁ ଜେଲ ପଠାଇ ଦିଆଯିବ ।ଆପଣଙ୍କୁ କହିଦେଉଛୁ କି ରିୟା ଚକ୍ରବର୍ତୀ ଜେଲରେ ୨୫ ଦିନ ରହିଛନ୍ତି ଓ ଏହା ମଧ୍ୟରେ ରିୟା ଚକ୍ରବର୍ତୀଙ୍କ ସହ କଣ ସବୁ ହୋଇଛି ଆଜି ଆମେ ଆପଣଙ୍କୁ କହିବୁ ।

ଜେଲରୁ ବାହାରିବା ପରେ ରିୟା ଚକ୍ରବର୍ତୀ ଏକ ଇଣ୍ଟରଭିୟୁରେ କହିଲେ କି ଜେଲରେ ଏମିତି ବହୁତ ମହିଳା ଆରୋପି ଥିଲେ ଯେଉଁମାନେ ସୁଶାନ୍ତଙ୍କୁ ନିଜର ଫ୍ୟାନ ମାନୁଥିଲେ । ଏମିତିରେ ସେମାନେ ମୋତେ ବହୁତ ଟଚର କରୁଥିଲେ । ଏହା ଛଡା ଏହା ବି ଶୁଣିବାକୁ ମିଳୁଥିଲା କି କିଛି ମହିଳାମାନେ ତାଙ୍କୁ ମାରିବା ପାଇଁ ତାଙ୍କ ସେଲରେ ପସି ଯାଇ ଥିଲେ ।

ଜଣେ ନୁହେଁ ଚାରି ଜଣ ମହିଳା ଆରୋପି ତାଙ୍କ ସେଲ ମଧ୍ୟକୁ ପସି ଯାଇ ତାଙ୍କ ସହିତ ଖରାପ ବ୍ୟବହାର କରିବା ଆରମ୍ଭ କରିଥିଲେ ଓ ମାରିବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ । କୁହାଯାଉଛି କି ସେହି ଜେଲ ମଧ୍ୟରେ ୫୦ ରୁ ୬୦ ଜଣ ମହିଳା ଆରୋପି ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ ଥିଲେ । ଯେଉଁମାନେ ତାଙ୍କର ମୃତ୍ୟୁ ପରେ ବହୁତ ରାଗି ଯାଇ ଥିଲେ ।

ଆପଣଙ୍କୁ କହିଦେଉଛୁ କି ରିୟାଙ୍କୁ ଯେତେବେଳେ ଭିଆଇପି ୱାର୍ଡରୁ ସିଫ୍ଟ କରି ଜେନେରାଲ ୱାର୍ଡରେ ରଖଗଲା ତେବେ ସେହି ସମୟରେ ରିୟାଙ୍କ ସହ ଏହି ସବୁ ଘଟଣା ଘଟିଥିଲା । ଆପଣଙ୍କୁ କହିଦେଉଛୁ କି ରିୟା ଚକ୍ରବର୍ତୀ ଆଗକୁ କହିଲେ କି ତାଙ୍କୁ ରାତିରେ ମହିଳା ଆରୋପିଙ୍କ ଦ୍ଵାରା ମାରିବା ପାଇଁ ବି ଜଷଡଯନ୍ତ୍ର ହେଉଥିଲା ।

ଅନ୍ୟ ପଟେ ଯଦି ଜେଲର ପ୍ରଶାସନଙ୍କ ବିଷୟରେ କହିବା ତେବେ ସେମାନଏନକେ ଅନୁସାରେ ରିୟା ଏତେ ଡ୍ରଗ ନେଉଥିଲା କି ସେ ଡ୍ରଗ ବିନା ଜେଲରେ ଅସ୍ତ ବ୍ୟସ୍ତ ହୋଇ ଯାଉଥିଲେ । ଏହା ସହିତ ସେ ସେଠି ଥିବା ମହିଳା ଆରୋପିମାନଙ୍କୁ ବି ଡ୍ରଗ ଆଣିବା ପାଇଁ କହୁଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।