ନିଜ ଝିଅ ବୟସର ଝିଅଙ୍କୁ ବିବାହ କରିନେଲେ Bollywood ର ଏହି 5 ଜଣ ଷ୍ଟାର, ନମ୍ବର 3 ତ ସବୁ ରେକର୍ଡ ହିଁ ଭାଙ୍ଗିଦେଲେ

ବଲିଉଡରେ ଯିଏବି ନିଜର ପାଦ ଥାପିଚି ସେ ଚର୍ଚ୍ଚାକୁ ଆସିଛି ତେବେ କିଛି ଅଭିନେତା,ସଙ୍ଗୀତ କାର,ମୁଜିକ ସିଆନ ଓ ଷପୋର୍ଟିଂ ଆକ୍ଟର ଏମାନେ ସବୁବେଳେ ଚର୍ଚ୍ଚାରେ । ଏଭଳି କିଛି ଖବର ଅଛି ଆମ ପାଖରେ କି ଆପଣ ମାନଙ୍କ ମଧ୍ୟରୁ ଅନେକ ଏହି ଖବର ଜାଣି ନଥିବେ । ଆସନ୍ତୁ ଜାଣିବା କଣ ସେସବୁ । ଆପଣ ଯାଣନ୍ତି ଏହି ଦୁନିଆରେ ବୟଷର ସୀମା ନାହିଁ । ତେବେ କିଛି ଅଭିନେତା ନିଜର ପ୍ରକୃତ ବୟସରେ ବିବାହ କରିଥିବା ବେଳେ କିଛି ଜଣ ଅଧିକ ଡେରିରେ ବିବାହ କରିଛନ୍ତି ମାତ୍ର ସେମାନଙ୍କ ପତ୍ନୀ ସେମାନଙ୍କ ଠାରୁ ଅଧିକ ସାନ ଅଟନ୍ତି ।

କହିବାକୁ ଗଲେ ସେମାନେ ତାଙ୍କ ଝିଅ ବୟସର ଅଟନ୍ତି ।  ଅକ୍ଷସୟେ କୁମାର ଟ୍ଵିକ୍ନିଲ ଖାନାଙ୍କୁ ପ୍ରେମ କରିବାର କିଛି ଦିନ ମଧ୍ୟରେ ବିବାହ କରିଥିଲେ । ସେହି ଭଳି ଅଜୟ ଦେବଗନ ବି କାଜୋଲଙ୍କୁ ଭଲ ପାଉଥିବା ସମୟରେ ବିବାହ କରି ନେଲେ କାରଣ ସେମାନେ ନିଜର ବୟଷ ଅନୁସାରେ ଉଚିତ ସମୟରେ ବିବାହ କରିନେଲେ ।

ଦେଖିବାକୁ ଗଲେ ସଲମାନ ଖାନ ଆଜି ଯାଏ ଅବିବାହିତ ଅଟନ୍ତି କାରଣ ସେ ଉଚିତ ସମୟରେ ବିବାହ କରିନଥିଲେ । ଏଭଳି ବି ଅଭିନେତା ଅଛନ୍ତି ଯେଉଁ ମାନେ ନିଜର ଝିଅ ବୟଷର ମହିଳାଙ୍କୁ ବିବାହ କରିଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ପ୍ରଥମେ ଦିଲୀପ କୁମାର ସେ ସାଇରା ବାନୋଙ୍କୁ ବିବାହ କରିଥିଲେ । ଦିଲିପଙ୍କୁ ଅନେକ ସୁନ୍ଦରୀ ଭଲ ପାଉ ଥିବା ବେଳେ ସେ ସାଇରା ଙ୍କୁ ଜୀବନ ସାଥି ଭାବେ ବାଛିଲେ । ଏହି ସମୟରେ ଦିଲୀପଙ୍କୁ ୪୪ ବର୍ଷ ଓ ସାଇରାଙ୍କୁ ୨୨ ବର୍ଷ ହୋଇଥିଲା । ରାଜେଶ ଖନ୍ନା ଓ ଡ଼ିମ୍ପଲ ଙ୍କ ଯୋଡିର କାହାଣୀ ସେତେବେଳେ ପେପର ରେ ହେଡ ଲାଇନ ଥିଲା ମାତ୍ର ବିବାହ ସମୟରେ ରାଜେଶଙ୍କୁ ୩୧ ବର୍ଷ ହୋଇଥିବା ବେଳେ ଡ଼ିମ୍ପଲ କେବଳ ୧୬ବର୍ଷର ଥିଲେ ।

ଦେଖିବାକୁ ଗଲେ ଏହା ବହୁତ ଅନ୍ତର ହୋଇ ଯାଉଛି । କବୀର ବେଦି ଓ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ଅନେକ ବର୍ଷର ଅନ୍ତର ଅଛି ଯତେବେଳେ ପରବୀନ ଦୋ ସାଞ୍ଜ ଙ୍କ ବୟସ ୪୨ ବର୍ଷର ଥିବା ବେଳେ କବିରଙ୍କ ବୟଶ ୭୨ ବର୍ଷ ଅଟେ । ଏମାନଙ୍କ ବୟସରେ ୩୦ ବର୍ଷର  ଫରକ ଅଟେ । ତାଙ୍କର ୪ର୍ଥ ପତ୍ନୀ ତାଙ୍କ ଝିଅଠୁ ମାତ୍ର ୪ବର୍ଷ ସାନ ଅଟନ୍ତି ।

କରିନା ଓ ସେଫଙ୍କୁ ଅଧିକ ଲୋକ ପସନ୍ଦ କରନ୍ତି କରିନା ସେଫଙ୍କ ଠାରୁ ୧୦ ବର୍ଷ ସାନ ଅଟନ୍ତି । ତେବେବି ତାଙ୍କର ଗୋଟେ ପୁଅ ଅଛି । ସଞ୍ଜୟ ଦତ୍ତଙ୍କ ସ୍ତ୍ରୀ  ମାନ୍ୟତାଙ୍କ ବୟଶ ତାଙ୍କ ଠାରୁ କମ ସେ ୩୯ବର୍ଷ ଥିବା ବେଳେ ସଞ୍ଜୟଙ୍କ ବୟଶ ୫୮ ଥିଲା ।

ଏମାନଙ୍କ ଦୁଇଟି ପିଲା ମଧ୍ୟ ଅଛନ୍ତି । ସାହିଦ କପୂର ଓ ମୀରା ରାଜ ପୂତ ଙ୍କୁ ବିବାହ କରିଥିଲେ । ମୀରା ମାତ୍ର ୨୦ ବର୍ଷ ବୟସରେ ବିବାହ କରିଥିଲେ ଜିଏକି ତାଙ୍କ ସ୍ବାମୀଙ୍କଠୁ ୧୩ବର୍ଷ ସାନ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।