ସବୁଠୁ ଅଧିକ ମୋଟି ଅଟନ୍ତି South ସିନେମା ର ଏହି 3 ଜଣ ହିରୋଇନ, 2 ନମ୍ବର ହିରୋଇନ ଙ୍କ ପାଇଁ ତ ପୁରା ଦୁନିଆ ଦିବାନା

ଆଜିକାଲି ଝିଅ ମାନେ ନିଜର ଫିଗରକୁ ବେଶ ସତର୍କ ରହିବାକୁ ଚାହୁଛନ୍ତି । ବଲିଉଡରେ ଅଭିନେତ୍ରୀ ମାନେ ସ୍ଲିମ ଓ ଫିଟ ହୋଇଥିବା ବେଳେ ସାଉଥ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନେ ନିଜର ଫିଗାରକୁ ନେଇ ମେଣ୍ଟେନ କରି ନ ଥାନ୍ତି ।

ସେଥି ପାଇଁ ସାଉଥ ଜଗତର ଅଭିନେତ୍ରୀ ମାନଙ୍କର ଓଜନ ଯେତିକି ରହିଛି ସେଥିରେ କିଛି ବି ପରିବର୍ତ୍ତନ ହୁଏ ନାହି । ସାଉଥର ଜଣେ ଅଭିନେତ୍ରୀର ଓଜନ ବଲିଉଡର ଦୁଇ ଜଣ ଅଭିନେତ୍ରୀଙ୍କ ଓଜନ ସହ ସମାନ ହୋଇଥାଏ । ସାଉଥ ଇଣ୍ଡିଆନ ସିନେମାରେ କରା ଯାଉଅଥିବା ଫିଲ୍ମ ଲୋକ ମାନଙ୍କୁ ବେସ ପସନ୍ଦ ଆସୁଛି । ଯଦି ସାଉଥର ଅଭିନେତ୍ରୀ ମାନେ ନିଜ ଫିଗରକୁ ନେଇ ମେଣ୍ଟେନ କରିବେ ତେବେ ସାଉଥର ଫିଲ୍ମ ଗୁଡିକ ବେସ ହିତ ହୋଇ ପାରିବ ।

ଆଜି ଆମେ ଆପଣ ମନକୁ ଏହି ଆର୍ଟିକଲରେ ସାଉଥର ଏମିତି ୩ଜଣ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଅଧିକ ମୋଟା ଅଟନ୍ତି । ବଲିଉଡ ଭଳି ସାଉଥ ଜଗତର ଅଭିନେତ୍ରୀ ମାନେ ଦେଖିବାକୁ ସୁନ୍ଦର ହୋଇଥାନ୍ତି । କିନ୍ତୁ ସାଉଥର ଏହି ୩ ଜଣ ଅଭିନେତ୍ରୀଙ୍କର ଓଜନ ପାଇଁ ବହୁତ ସମସ୍ଯା ହେଉଛି । ଏହା ପରେ ମଧ୍ୟ ଏହି ଅଭିନେତ୍ରୀ ମାନେ ଇଣ୍ଡଷ୍ଟ୍ରିରେ ସଫଳ ହୋଇଛନ୍ତି । ଏହା ସହ ଦର୍ଶକ ମାନେ ଏମାନଙ୍କୁ ବେସ ପସନ୍ଦ କରୁଛନ୍ତି ।

“ନାମିଥା” : ସାଉଥ ଇଣ୍ଡଷ୍ଟ୍ରିରେ ସବୁଠାରୁ ରୋମାଣ୍ଟିକ ଓ ବୋଲ୍ଡ ଅଭିନେତ୍ରୀ ବହବେ ନାମିତ ପରିଚିତ ଅଟନ୍ତି । ନାମିଥା ସ୍ମିଥାର ମାର୍ଗଦର୍ଶନକୁ ଆଧାର କରି ଚାଲିଥାନ୍ତି । ସେଥିପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଓଜନ ୬୬ କିଲୋ ମଧ୍ୟ ଦାସରକ ମଏ ନାମିଥାଙ୍କୁ ବେସ ପସନ୍ଦ କରିଥାନ୍ତି ଓ ତାଙ୍କର ଫିଲ୍ମ ମଧ୍ୟ ବେସ ଚର୍ଚ୍ଚାରେ ରହିଥାଏ ।

“ଅନୁଷ୍କା ସେଠୀ” : ଭାରତୀୟ ସିନେମାର ବଡ ଫିଲ୍ମ “ବାହୁବଲି” ରେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଅନୁଷ୍କା ସେଠୀଙ୍କୁ କିଏ ନ ଜାଣିଛନ୍ତି । ଅନୁଷ୍କା ଟପ ଅଭିନେତ୍ରୀ ହେବା ସହ ସୁନ୍ଦରତାରେ ବଲିଉଡ ଅଭିନେତ୍ରୀଙ୍କୁ ମାତା ଦେଇଥାନ୍ତି । ତାଙ୍କର ଅଭିନୟ ପାଇଁ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି । ତାଙ୍କର ଓଜନ ୬୩ କିଲୋ ହେଲେ ମଧ୍ୟ ସେ ଅନ୍ୟ ଅଭିନେତ୍ରୀଙ୍କ ଅପେକ୍ଷା ବହୁତ ସୁନ୍ଦର ଅଟନ୍ତି ।

“ହଂସିକା ମୋଟବାନୀ”: ଶିଶୁ କଳାକାର ଭାବେ ନିଜର କ୍ଯାରିୟର ଅଭିନୟ କରିଥିବା ଅଭିନେତ୍ରୀ ହଂସିକା ୨୦୦୨ରେ ପାପୁଲର ସିରିଏଲ “କିୟୁଙ୍କି ଶାଶ ଭି କଭି ବହୁ ଥି” ରେ ୧୨ ବର୍ଷର ଝିଅ ଭୂମିକାରେ ନଜର ଆସିଥିଲେ । ଏହା ପରେ ସେ “ଶାକା ଲାକା ବୁମ ବୁମ” ସିରିଏଲରେ ନଜର ଆସିଥିଲେ । ସେ ବାଲିଦ ଅପେକ୍ଷା ସାଉଥ ଫିଲମରେ ଅଭିନୟ କରିବାର ନଜର ଆସିଛନ୍ତି । ହଂସିକାଙ୍କର ଓଜନ ତାଙ୍କର କ୍ଯାରିୟର ଭଳି ବଢି ବଢି ଯାଇ ବର୍ତ୍ତମାନ ୬୫ କିଲୋ ରହିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।