ଝିଅଟି ଭଗବାନଙ୍କୁ କହିଲା ମୋତେ ଗୋଟେ ବୁଦ୍ଧିମାନ ସ୍ୱାମୀ ମିଳୁ, ଆଉ ସେ ଯାହା ଉତ୍ତର ଦେଲେ ଆପଣ ହସି ହସି ଗଡିବେ

ହସିବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । ଏହା ତ ସମସ୍ତ ଜାଣିଛନ୍ତି । ହସିବାର କୌଣସି ବି ଚାନ୍ସ କିଏ ବି ଛାଡିବାକୁ ଚାହେଁ ନାହିଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହା ସହିତ ଆପଣଙ୍କ ସମସ୍ତ ସମସ୍ୟା ବି ଦୂର କରିଥାଏ । ଏହି ଛୋଟ ଜୀବନରେ ସମସ୍ତଙ୍କୁ ଖୁସିରେ ରଖିବା ବହୁତ ଜରୁରୀ ଅଟେ । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଏହା ଆସୁଛି କି ଖୁସିରେ କେମିତି ରହିବେ ? ଯଦି ଆପଣ ଖୁସିରେ ରହିବାକୁ ଚାହୁଁଛନ୍ତି ତେବେ ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଜୋକ୍ସ ନେଇ ଆସିଛୁ ।

୧ – ପପୁ – ପରିବାର ସହିତ ଗାଡ଼ିରେ ଯାଉଥିଲା ।

ଟ୍ରାଫିକ ପୋଲିସ -ବହୁତ ଭଲ ଆପଣ ତ ସିଟ ବେଲ୍ଟ ବାନ୍ଧି ଗାଡି ଚଳାଉଛନ୍ତି , ଆପଣଙ୍କୁ ୫୦୦ ଟଙ୍କା ପୁରସ୍କାର ମିଳୁଛି ।

ଆପଣ ଏହି ଟଙ୍କା କଣ କରିବେ ?

ପପୁ – ମୁଁ ପ୍ରଥମେ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବି ।

ଇନ୍ସପେକ୍ଟର ବେହୋସ ହେଉ ହେଉ ବଞ୍ଚିଗଲା ।


ପପୁ ର ମା : ଏହା କଥାକୁ ଜମା ଧ୍ୟାନ ଦିଅନ୍ତୁ ନାହିଁ ଏ ତ ମଦ ପିକି କିଛିବି କହିଦେଉଛି ।

ଇନ୍ସପେକ୍ଟର ର ହାଲତ ଖରାପ ।

ପପୁର ବାପା – ମୁଁ କହୁଥିଲି ନା ଚୋରି ଗାଡ଼ିରେ ଆମେ ବେସିଦୁର ଯାଇପାରିବା ନାହିଁ ।

ଇନ୍ସପେକ୍ଟର ବେହୋଦ ।

୨ – ଝିଅ ହେ ଈଶ୍ୱର ମତେ ଗୋଟେ ବୁଦ୍ଧିମାନ ସ୍ୱାମୀ ମିଳୁ ।

ଈଶ୍ୱର – ବୁଦ୍ଧିମାନ ବ୍ୟକ୍ତି କେବେ ବାହା ହୁଅନ୍ତି ନାହିଁ ।

୩ – ପପୁ ଥରେ ଜଙ୍ଗଲରେ ଯାଉଥିଲା ବେଳେ ଗୋଟିଏ ସାପ ତାର ଗୋଡ଼କୁ କାମୁଡି ଦେଲା ।

ପପୁ ରାଗି ଗଲା ଗୋଡ ଆଗକୁ ବଢ଼େଇ ସାପକୁ କହିଲା ନେ ତୋର ଯେତେ ଇଛା ସେତେଥର କାମୁଡ ।


ସାପ – ଆରେ ତୁ ମଣିଷ ନା ଭୂତ ?

ପପୁ – ମୁଁ ମଣିଷ କିନ୍ତୁ ମୋର ଗୋଡ଼ ନକଲି ।

୪ – ପୁଅ – ତମେ ସତରେ କେତେ ଶୁନ୍ଦର

ଝିଅ – ଚୁପ କର ,

ପୁଅ – ଟିକିଏ ଇଆଡକୁ ଅନା


ଝିଅ – ତମ ଘରେ କଣ ମା ଭଉଣୀ ନାହାନ୍ତି ।

ପୁଅ – ମୋର ମା ଭଉଣୀ ଅଛନ୍ତି । କିନ୍ତୁ ତମେ ଚିନ୍ତା କରନି ମୋର ଅଲଗା ରୁମ ଅଛି । ପୁଅ କୁ ହେଲା ଧୁମ ମାଡ଼

୫ – ସ୍ୱାମୀ – ତମେ ବାହାରକୁ ଗଲେ ମତେ ଡର ଲାଗୁଚି ।

ସ୍ତ୍ରୀ – କୁଆଡେ ନାହିଁ , ଜଲଦି ଆସିବି ।

ସ୍ୱାମୀ – ଏହି କଥାର ଡର ଲାଗୁଚି ।

୬ – ଘର ବାଲି ପଚାରିଲା – କଣ ଜେ ଶୁଣୁଛ , କୌଣସି ବି ଗ୍ରୁପ ରେ ୪୦ ରୁ ୫୦ ସଦସ୍ୟ ଅଛନ୍ତି ,

କିନ୍ତୁ ବଛା ବଛା ଲୋକ ହିଁ ମେସେଜ କରୁଛନ୍ତି ..

ଏମିତି କାହିଁକି ?

ସ୍ୱାମୀ କହିଲା

ଗୋଟିଏ ଶ୍ରେଣୀରେ ୪୦ ରୁ ୫୦ ପିଲା ରୁହନ୍ତି ‘

ସମସ୍ତେ କଣ ଚାଲାଖ ଥାଆନ୍ତି ।

୭ – ସ୍ୱାମୀ – ଆଜି ମୁଁ ବହୁତ ଟେନସନ ରେ ଅଛି , ମୁଡ଼ ଖରାପ ଅଛି , ମୁଣ୍ଡ ବିନ୍ଧୁଚି ।.


ସ୍ତ୍ରୀ – ଆଛା — ଠିକ ଅଛି ଏସବୁ ଛାଡ଼

ଦେଖ ମୁଁ ନୂଆ ପର୍ସ କିଣିଛି ।

୮ – ତାନ୍ତ୍ରିକ – ପୁଅ ତମ ଉପରେ ଡାହାଣୀ ବସା କରିନେଇଛି ।

ବାବାଜୀ ପଥର ମାରିଦେ… ସେ ମୋର ଗାର୍ଲ ଫ୍ରେଣ୍ଡ ଅଟେ ।

9- ସ୍ତ୍ରୀ ଦିନେ ନିଜ ସ୍ଵାମୀର ମୋବାଇଲ ଚେକ କଲା ତ

ସେଥିରେ କିଛି ଏହି ପ୍ରକାରରେ ନାଁ ସେଭ ଥିଲା ….

ଆଖିର ଚିକିତ୍ସା…

ଓଠର ଚିକିତ୍ସା….

ହୃଦୟର ଚିକିତ୍ସା

ସ୍ତ୍ରୀ ରାଗରେ ନିଜ ନାମ ଡାୟଲ କଲା ତ ନାମ ଆସିଲା ‘ବିନା-ଚିକିତ୍ସା’ !!!

ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।