Avika Gorଙ୍କ ବୟଫ୍ରେଣ୍ଡ ବହୁତ ହ୍ୟାଣ୍ଡସମ ଓ ସ୍ମାର୍ଟ, ଆଗରୁ କେବେ ଦେଖି ନଥିବେ

ଅଭିନେତା ଆବିକା ଗୌର କିଛିଦିନ ହେଲା ବହୁ ଚର୍ଚ୍ଚା ରେ ଅଛନ୍ତି । କାରଣ ସେ ଏହି ଲକଡ଼ାଉନରେ ନିଜର ଓଜନ ୧୩ କିଲୋ ହ୍ରାସ କରିଛନ୍ତି । ଅଵିକା ଙ୍କୁ ଆପଣ ବାଲିକା ବଧୂ ସିରୀୟଲ ରେ ଆପଣ ମାନେ ଦେଖିଥିବେ । ସେ ପ୍ରାୟ ୩ ବର୍ଷ ଧରି ଏହି ସିରୀୟଲ୍ ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏବଂ ଏହା ପରେ ଅବିକାଙ୍କୁ ନୂଆ ସିରିୟଲ ଶଶୁରାଲ୍ ସିମାରକା ମଧ୍ୟ ଦେଖିବାକୁ ମିଳିଥିଲା । ସେଥିରେ ମଧ୍ୟ ଅବୀକା ଏକ ବୋହୂ ଭୂମିକାରେ ଅଭିନୟ କରିଥିଲେ ।

କେବଳ ସୀରୀୟଲ ନୁହେଁ ଅବୁକା ମଧ୍ୟ ଅନେକ ଫିଲ୍ମରେ ଦେଖିବାକୁ ମିଳିଥିଲେ । କିନ୍ତୁ ଏବେ ଅବିକା ନିଜ ପର୍ଶୋନାଲ୍ ଲାଇଫ କୁ ନେଇ ତାଙ୍କ ଫ୍ୟାନ ମାନଙ୍କୁ ଜଣାଇଛନ୍ତି । ସେ ଶେଷରେ ଜଣାଇଛନ୍ତି କି ସେ ରୋଡିଜ୍ ଫେମ୍ ମିଲେନ୍ଦି ଚନ୍ଦ୍ୱାୱାନି ଙ୍କୁ ଡେଟ୍ କରୁଛନ୍ତି । ଏହି କଥାର ସତ୍ୟତା ଅବିକା ନିଜେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ।

ସେ ତାଙ୍କ ସହ ବହୁତ୍ ଭଲ ଭଲ ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋ ରେ ଦୁଇ ଜଣଙ୍କର କେମେଷ୍ଟ୍ରୀ ଦେଖିବାକୁ ମିଳୁଛି । ଏବଂ ବର୍ତ୍ତମାନ ଗୋଆ ରେ ଅଛନ୍ତି । ଏବଂ ସେ ଫଟୋ ରେ ନିଜ ବୟ ଫ୍ରେଣ୍ଡ ହାତ ଧରି ସମୁଦ୍ର କୂଳରେ ଚାଲିଥିବାର ଦେଖିବାକୁ ମିଳୁଛି । ଏବଂ ଅନ୍ୟ ଫଟୋ ରେ ସେ ତାଙ୍କ ବାହୁରେ ଥିବାର ଦେଖିବାକୁ ମିଳିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋ ପ୍ରାଥନା ଏବେ ସ୍ବୀକାର ହୋଇଯାଇଛି । ମୋତେ ମୋର ସଚ଼ା ପ୍ରେମ ମିଳିଯାଇଛି ସେ କେବଳ ମୋର ଏବଂ ମୁଁ ତୁମର । କାରଣ ଆମକୁ ସେହି ଜୀବନସାଥୀ ରୂପେ ମିଳିବା ଦରକାର ଯିଏ ଆମକୁ ଏବଂ ଆମ ଭାବନାକୁ ବୁଝି ପାରୁଥିବା ଦରକାର । ଏବଂ ଆମକୁ ସବୁବେଳେ ଆଗକୁ ବଢିବା ପାଇଁ ପ୍ରେରିତ କରୁଥିବା ଦରକାର ।

 

ଆମ ମାନଙ୍କ ମଧ୍ୟରୁ ଅଧିକ ଜଣଙ୍କୁ ଲାଗୁଥିବ କି ଏମିତି ଜୀବନ ସାଥୀ ମିଳିବା ଅସମ୍ଭବ । ଏହା ସତରେ ହେବା ସ୍ବପ୍ନ ଭଳି । କିନ୍ତୁ ଏହା ସତ ଭାବେ ମୋ ସହ ଘଟିଛି । ଏବଂ ମୁଁ ଆପଣଙ୍କ ମାନଙ୍କ ପାଇଁ ଏହା ପ୍ରାର୍ଥନା କରୁଚି କି ଆପଣଙ୍କୁ ମଧ୍ୟ ଏହି ଭଳି ପାଟନର୍ ମିଳୁ । ମୋତେ ଏହିଭଳି ଅନୁଭବ ଦେବାପାଇଁ ମୁଁ ଭଗବାନ ଙ୍କୁ ଧନ୍ୟବାଦ୍ ଜଣାଉଚି । ଏହି ଅନୁଭବ ମୋ ଜୀବନର ଏକ ମହତ୍ତ୍ୱ ପୂର୍ଣ୍ଣ କଥା ଅଟେ ।

କିନ୍ତୁ ସେ ଏତେ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉନାହାନ୍ତି । ସେ ଏହି ବିଷୟରେ ଖୋଲାଖୋଲି ଭାବେ କଥା ହେବେ । କିନ୍ତୁ ଏତିକି ଆପଣଙ୍କୁ କହି ପାରିବି ସେ ମୋ ଜୀବନକୁ ଆସିବା ପରେ ମୋତେ ଖୁସିରେ ବଞ୍ଚିବାର ବାଟ ମିଳିଯାଇଛି । ଓ ଏ ଇଡିଏଟ୍ ମୋତେ ବହୁତ୍ ଖୁସିରେ ରଖିବ ମୋର ଆଶା । ଏହାତ ଥିଲା ଅବିକାଙ୍କ କଥା ।

ତାଙ୍କ କଥାର ପ୍ରତି ଉତ୍ତରରେ ଚନ୍ଦୱାନି କହିଛନ୍ତି ଅବିକା ବହୁତ୍ ଭଲ ଜୀବନସାଥୀ ସହ ଭଲ ହୃଦୟବାନ ଝିଅ ମଧ୍ୟ । ସେ ଦେଖିବାକୁ ଯେତିକି ସୁନ୍ଦର୍ ସେ ହୃଦୟରୁ ଅଧିକ ସୁନ୍ଦର । ସେ କେବେ ମୋତେ ନିଚା ଦେଖାନ୍ତି ନାହିଁ । ସେ ମୋତେ ମିଳିଥିବାରୁ ମୁଁ ବହୁତ୍ ଖୁସି । ଆମେ ବହୁ ଜଲ୍ଦୀ ବିବାହ କରିବାକୁ ଯାଉଛୁ । ଆପଣ ମାନଙ୍କୁ ଅବିକା ଓ ଚନ୍ଦୱାନୀ ଙ୍କ ଯୋଡ଼ି କିପରି ଲାଗୁଚି କମେଣ୍ଟ ମାଧ୍ୟମରେ ଜଣାଇବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।