Bollywoodର ଏହି 4 ହିରୋଇନଙ୍କୁ ନିଜ ଡ୍ରେସ ପାଇଁ ହେବାକୁ ପଡିଥିଲା ସମସ୍ତଙ୍କ ସାମ୍ନାରେ ଲଜ୍ଜିତ

ବଲୀଉଡର ଅଭିନେତ୍ରୀମାନଙ୍କର ଷ୍ଟାଇଲିସ ଲୁକ ଓ ଗ୍ଲାମରସର ସମସ୍ତେ ଦିବାନା ଅଟନ୍ତି । କିନ୍ତୁ ବେଳେ ବେଳେ ନିଜକୁ ଅଧିକ ଷ୍ଟାଇଲିସ କରିବା ଚକ୍କରରେ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ବି ପଡିଥାଏ । କହିବାକୁ ଗଲେ ବଲୀଉଡ ଅଭିନେତ୍ରୀମାନେ ଦରକାର ଠାରୁ ଅଧିକ ଖରାପ ଡ୍ରେସ ଓ ଛୋଟ ଛୋଟ ଡ୍ରେସ ପିନ୍ଧିବାକୁ ନେଇ, ଏହା ସହିତ ଦରକାର ଠାରୁ ଅଧିକ ନିଜର କ୍ଳେଭେଜକୁ ଶୋ କରିବାକାଉ ନେଇ ପ୍ରାୟତଃ ଚର୍ଚାର ଅଂସ ହୋଇ ଯାଆନ୍ତି ।

ବେଳେ ବେଳେ ଏହି ଅଭିନେତ୍ରୀମାନେ କେତେକ ଇଭେଣ୍ଟ ଓ ଆୱାର୍ଡ ଫଙ୍କସନରେ ବି ନିଜର ଖରାପ ଡ୍ରେସକୁ ନେଇ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହୋଇଯାଆନ୍ତି । ଏହା ପରେ ସେହି ମୁହୂର୍ତର କିଛି ଭିଡିଓ ବି ଦେଖୁ ଦେଖୁ ସୋସିଆଲ ମିଡିଡାରେ ବହୁତ ଭାଇରାଲ ହୋଇଯାଏ ଓ ଆଜିର ଏହି ଆର୍ଟକୀଳରେ ଆଜି ଆମେ ଆପଣଙ୍କୁ ଏହିଭଳି କିଛି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ଯେଉଁମାନେ ସମସ୍ତଙ୍କ ସାମ୍ନାରେ ନିଜର ଡ୍ରେସକୁ ନେଇ ଲଜ୍ଜିତ ହୋଇଛନ୍ତି ।

ନେହା କକ୍କଡ

କହିବାକୁ ଗଲେ ଗୋଟିଏ ଶୋରେ ନେହା କକ୍କଡ ଶୋ ର ହୋସ୍ଟ ଆଦିତ୍ୟ ନାରାୟଣଙ୍କୁ ଡାନ୍ସ କରିବାର ଚ୍ୟାଲେଞ୍ଜ ଦେଉଛନ୍ତି । ଏହା ପରେ ନେହା କକ୍କଡ ଡାନ୍ସ କରିଲେ ଓ ଆଦିତ୍ୟ ବି ତାଙ୍କର ସାଥ ଦେଉଥିଲେ । କିନ୍ତୁ ଏହା ମଧ୍ୟରେ ଆଦିତ୍ୟ ନେହାଙ୍କର ହାତ ଧରୁଛନ୍ତି କିନ୍ତୁ ସେ ତାଙ୍କୁ ସମ୍ଭାଳିପାରୁ ନାହାନ୍ତି । ଯେଉଁ କାରଣରୁ ନେହା ସ୍ଟେଜ ଉପରେ ହିଁ ତଳେ ପଡି ଯାଉଛନ୍ତି । ଆପଣଙ୍କୁ କହିଦେଉଛୁ କି ନେହାଙ୍କର ଏହି ଭିଡିଓ ବହୁତ ଭାଇରାଲ ହୋଇଥିଲା ।

ନରୋ ଫତେହୀ

ନରୋ ଫତେହୀ ଓ ବିକି କୌଶଳ ଥରେ ଗୋଟିଏ ସ୍ଟେଜ ଉପରେ ଗୋଟିଏ ଗୀତରେ ଡାନ୍ସ କରୁଥିଲେ ଓ ଆପଣ ଦେଖି ପାରିବେ କି ନୋରା ବିକିଙ୍କର ହାତ ଧରି ଡାନ୍ସ କରୁଛନ୍ତି । କିନ୍ତୁ ଏହି ସମୟରେ ନୋର ଯେତେବେଳେ ଅଳ୍ପ ତଳକୁ ଯାଉଛନ୍ତି ତେବେ ସେ ନିଜର ଶର୍ଟ ଡ୍ରେସ ପାଇଁ ଅଳ୍ପ ଅସୁବିଧା ମନେ କରୁଛନ୍ତି । ତେବେ ସେ ନିଜର ହାତ ଦ୍ଵାରା ନିଜର ଡ୍ରେସକୁ ଠିକ କରି ନେଉଛନ୍ତି ।

ପ୍ରିୟଙ୍କା ଚୋପଡା

ପ୍ରିୟଙ୍କା ଚୋପଡା ପ୍ରାୟତଃ ନିଜର ଡ୍ରେସ ଓ ଷ୍ଟାଇଲକୁ ନେଇ ଚର୍ଚାରେ ରହିଥାଟି । କହିବାକୁ ଗଲେ ଗୋଟିଏ ଆବର୍ଡ ଫଙ୍କସନରେ ପ୍ରିୟଙ୍କା ଚୋପଡା ଧଳା ରଙ୍ଗର ଏମିତି ଗୋଟିଏ ଗାଉନ ପିନ୍ଧିଥିଲେ ଯେଉଁଥିରେ ତାଙ୍କର ନେକରୁ ନାଭି ପର୍ଯ୍ୟନ୍ତ ସବୁ ଦେଖା ଯାଉ ଥିଲା । ଏମିତିରେ ତାଙ୍କର ଦରକାର ଠାରୁ ଅଧିକ ନିଜର କ୍ଳେଭେଜକୁ ସୋ କରିବା ତାଙ୍କୁ ବହୁତ ମହଙ୍ଗା ପଡିଲା । ବିଦେଶରେ ତାଙ୍କର ଏହି ଡ୍ରେସର ପ୍ରଶଂସା କରାଗଲା । କିନ୍ତୁ ଇଣ୍ଡିଆରେ ପ୍ରିୟଙ୍କା ଚୋପଡାଙ୍କ ଏହି ଡ୍ରେସକୁ ନେଇ ବହୁତ ହଙ୍ଗମା ହୋଇଥିଲା ।

ମଲାଇକା ଅରୋଡ଼ା

ମଲାଇକା ଅରୋଡ଼ା ପ୍ରାୟତଃ ନିଜର ଡ୍ରେସକୁ ନେଇ ବହୁତ ଅଧିକ ଟ୍ରୋଲର ଶିକାର ହୋଇଥାନ୍ତି । ଏମିତିରେ ଯେତେବେଳେ ମଲାଇକା ଅରୋଡ଼ା ମୁମ୍ବାଇର ଏକ ଷ୍ଟୋରର ଓପନିଙ୍ଗରେ ପହଞ୍ଚିଥିଲେ ତେବେ ସେ ସମସ୍ତଙ୍କ ସାମ୍ନାରେ ପୋଜ ଦେବାକୁ ଲାଗିଲେ । ଏହି ସ୍ଟୋରକୁ ସେ ଏକ ଡିପନେକ ବାଲା ଡ୍ରେସ ପିନ୍ଧି ଆସିଥିଲେ ।

ଫଟୋ ଉଠାଉଥିବା ସମୟରେ ତାଙ୍କର କ୍ଳେଭେଜ ଦରକାର ଅଧିକ ବାହାରକୁ ନଜର ଆସୁଥିଲା ଓ ଯେତେବେଳେ ମଲାଇକା ଅରୋଡ଼ାଙ୍କୁ ଏହା ବିଷୟରେ ଜଣା ପଡିଲା ତେବେ ସେ ସେଠୁ ଚାଲିଗଲେ ଓ ନିଜର ଡ୍ରେସ ଠିକ କରିବାକୁ ଲାଗିଲେ । କେବଳ ଏହି ଅଭିନେତ୍ରୀମାନେ ନୁହେଁ ବଲୀଉଡର ପ୍ରାୟତଃ ସବୁ ଅଭିନେତ୍ରୀମାନେ ନିଜକୁ ଅଧିକ ଚର୍ଚିତ କରିବା ପାଇଁ ଏହିଭଳି ଡ୍ରେସ ପିନ୍ଧିଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।