Bollywood ର ଏହି top 10 ହିରୋଇନ ଲାଲ ଶାଢୀରେ ଲାଗନ୍ତି ପୁରା ସ୍ଵର୍ଗ ର ଅପ୍ସରା, 9 ନଂ ହିରୋଇନ ଙ୍କୁ ଦେଖିଲେ ତ ହେଇଯିବେ ଦିବାନା

ବଲିଉଡ ଅଭିନେତ୍ରୀ ମାନେ ସଦାବେଳେ ନିଜର ଲୁକ ଓ ଷ୍ଟାଇଲ ପାଇଁ ବେସ ଚର୍ଚ୍ଚାରେ ରହିଥାନ୍ତି । ବଲିଉଡ ଭିନଟେଇ ମାନେ ଗ୍ଲାମର ଓ ସୁନ୍ଦରତା ପାଇଁ ମଧ୍ୟ ଜଣାଶୁଣା ଅଟନ୍ତି । ଏହି ଅଭିନେତ୍ରୀ ମାନେ ଯାହା ପିନ୍ଧିଲେ ମହଦୀ ସୁନ୍ଦର ଲାଗନ୍ତି ।

କିନ୍ତୁ ଯେତେବେଳେ ଲାଲ ଶାଢୀ ପିନ୍ଧିଥାନ୍ତି ସେତେବେଳେ ସ୍ଵର୍ଗର ଅପସରି ପରି ଦେଖାଯାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଲାଲ ଶାଢୀରେ ବେସ ଗ୍ଲାମରିୟସ ଲାଗିଥାନ୍ତି । “କ୍ୟାଟ୍ରିନା କେଫ” : ବଲିଉଡର ମସୁର ଅଭିନେତ୍ରୀ କ୍ୟାଟ୍ରିନା କେଫଙ୍କ ଅଭିନୟ ଓ ସୁନ୍ଦରତା ପାଇଁ ଫ୍ଯାଂସମାନେ ଦିବାନା ହୋଇଥାନ୍ତି । କିନ୍ତୁ ଲାଲ ଶାଢୀରେ ସେ ଦେଖିବାକୁ ବହୁତ ସୁନ୍ଦର ଲାଗନ୍ତି ।

“ଜାହ୍ନବୀ କପୁର” : ଅଭିନେତ୍ରୀ ଜାହ୍ନବୀ କପୁର ଲାଲ ଶାଢୀରେ ନିଜ ମାଙ୍କ ପରି ଦେଖାଯାନ୍ତି । ଜାହ୍ନବୀଙ୍କ ମା ଅଭିନେତ୍ରୀ ଶ୍ରୀଦେବୀ ଗୋଟେ ସମୟରେ ସୁନ୍ଦର ଅଭିନେତ୍ରୀ ଭାବେ ଜଣାଶୁଣା ଥିଲେ ।

“ସାରା ଅଲ୍ଲୀ ଖାନ” : ବଲିଉଡରେ ୨୦୧୮ରେ ସାରା ଅଲ୍ଲୀ ଖାନ ଫିଲ୍ମ “କେଦାରନାଥ”ରେ ଡେବ୍ୟୁ କରିଥିଲେ । ସେ ଅଭିନେତା ଶେଫ ଅଲ୍ଲୀ ଖାନ ଓ ଅଭିନେତ୍ରୀ ଅମୃତା ସିଂଙ୍କର ଝିଅ ହେଲେ ମଧ୍ୟ ଲାଲୀ ଶାଢୀରେ ବହୁତ ପ୍ୟାରି ଲାଗନ୍ତି ।

“ମଲ୍ଲିକା ଅରୋଡା” : ଅଭିନେତ୍ରୀ ମଲ୍ଲିକା ଜଣେ ଅଭିନେତ୍ରୀ ହେବା ସହ ଡ୍ୟାନ୍ସର ଓ ମଡ଼େଲର ଅଟନ୍ତି । ତାଙ୍କୁ ୪୭ ବର୍ଷ ହୋଇଥିଲେ ମଧ୍ୟ ସେ ହଟନେସ ଓ ଫିଟ୍ଣେସ ପାଇଁ ଅନେକ ଅଭିନେତ୍ରୀଙ୍କୁ ମାତା ଦେଇଥାନ୍ତି । ଲାଲ ଶାଢୀରେ ମଲ୍ଲିକାଙ୍କର ଲୁକ ଦେଖିବା ଭଳି ଲାଜବବାବ ହୋଇଥାଏ ।

“କିୟାରା ଆଡବାନୀ” : ବଲିଉଡରେ କବୀର ସିଂ ଫିଲ୍ମରେ ଅଭିନୟ କରି ଅଭିନେତ୍ରୀ କିୟାରା ଆଡବାନୀ ଭଉତ ଲୋକପ୍ରିୟ ହୋଇଥିଲେ । ସେ ଲାଲି ଶାଢୀରେ ବହୁତ ସୁନ୍ଦର ଲାଗନ୍ତି ।

“ଆଲିୟା ଭଟ୍ଟ” : ବଲିଉଡରେ ସୁନ୍ଦର ଅଭିନେତ୍ରୀଙ୍କ ଲିଷ୍ଟରେ ଆଲିୟା ଭଟ୍ଟ ସାମିଲ ଅଛନ୍ତି । ସେ ଅଙ୍କେ ଫିଲମରେ ନିଜର ସାନଦାର ଅଭିନୟ କରିବାର ନଜର ଆସିଛନ୍ତି । ସେ ଲାଲ ଶାଢୀରେ ବହୁତ କିୟୁଟ ଓ ସୁନ୍ଦର ଲାଗନ୍ତି ।

“କ୍ରୀତ୍ତି ସେନନ” : କ୍ରୀତ୍ତି ସେନନ ଲାଲ ଶାଢୀରେ ଦେଖିବାକୁ ଲାଜବାବବ ଲାଗନ୍ତି । ସେ “ହାଉସଫୁଲ-୪” ଫିଲ୍ମର ପ୍ରମୋଶନ ହେବା ସମୟରେ ଲାଲୀ ଶାଢୀରେ ନଜର ଆସିଥିଲେ ।

“କାଜୋଲ” : ବଲିଉଡରେ ଅନେକ ଫିଲ୍ମରେ ନଜର ଆସି ନିଜର ସୁନ୍ଦରତା ପାଇଁ ମଧ୍ୟ ଅଭିନେତ୍ରୀ କାଜୋଲ ଫ୍ୟାମ୍ସ ଅଟନ୍ତି । କାଜୋଲ ଲାଲ ଶାଢୀରେ ବେସ ଚର୍ଚ୍ଚାରେ ରହିଥାନ୍ତି କାରଣ ସେ ଲାଲ ଶାଢୀରେ ଦେଖିବାକୁ ବହୁତ ସୁନ୍ଦର ଲାଗୁଛନ୍ତି ।

“ମୋନୀ ରଏ” : ଅଭିନେତ୍ରୀ ମୋନୀ ରଏ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିରେ ଜଣାଶୁଣା ଅଟନ୍ତି । ସେ ତାଙ୍କର ଷ୍ଟାଇଲ ଓ ଲୁକ ପାଇଁ ବେସ ଚର୍ଚ୍ଚାରେ ରହିଥାନ୍ତି । ଘରେ ଘରେ “ନାଗିନ” ନାଁ ରେ ପରିଚିତ ହୋଇଥିବା ମୋନୀ ରାଏ ଲାଲ ଶାଢୀରେ ବେସ ସୁନ୍ଦର ଲାଗୁଛନ୍ତି ।

“ଶିଲ୍ପା ସେଠୀ” : ବଲିଉଡରେ ଅଭିନେତ୍ରୀ ଶିଲ୍ପା ସେଠୀ ନିଜର ଜବରଦସ୍ତ ଅଭିନୟ ପାଇଁ ପରିଚିତ । ସେ ପଲ୍ଲବୀ ଜୟପୁର ଦ୍ଵାରା ଏକ ଭବ୍ୟ ଲାଲ ଶାଢୀରେ ନଜର ଆସିଛନ୍ତି ଓ ଆସ୍ତିନ ସହ ବ୍ଳାଉଜରେ ବେସ ସୁନ୍ଦର ଲାଗୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।