ହ୍ରିତିକ ରୋଶନଙ୍କ ପତ୍ନୀଙ୍କ ଠୁ ବି ଅଧିକ ସୁନ୍ଦର ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ

ବଲିଉଡ ରେ ଗ୍ରୀକ୍ ଗଡ୍ ନାମରେ ପ୍ରସିଦ୍ଧ ଲୋକପ୍ରିୟ ଅଭିନେତା ହ୍ରିତିକ୍ ରୋଶନ୍ ହେଉଛନ୍ତି ବଲିଉଡ ର କିଛି ଚୟନୀୟ ଅଭିନେତା ମାନଙ୍କ ମଧ୍ୟରୁ ଜଣେ ଯିଏ ନିଜ ଦମଦାର୍ ଅଭିନୟରେ ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରିଛନ୍ତି । ଏହି ପ୍ରକାର ସେ ନିଜ କାର୍ଯ୍ୟକ୍ଷେତ୍ରରେ ସଫଳ ହେବା ପରେ ଫ୍ୟାସନ୍ ଡିଜାଇନର ସୁଜେନ୍ ଖାନ୍ ଙ୍କ ସହ ଘର ବସାଇ ଥିଲେ । ସେ ଦେଖିବାକୁ ଏତେ ସୁନ୍ଦର ଯେ ତାଙ୍କୁ ପ୍ରଥମ ନଜରରେ ଦେଖି ହ୍ରିତିକ୍ ହୃଦୟ ହାରି ବସିଥିଲେ ।

କିନ୍ତୁ ଆପଣ କଣ ଜାଣିଛନ୍ତି କି ହ୍ରିତିକ୍ ଙ୍କ ଏକ୍ସ୍ ଗାର୍ଲଫ୍ରେଣ୍ଡ ସୁନ୍ଦରତା ମାମଲାରେ ତାଙ୍କ ପତ୍ନୀ ସୂଜେନ୍ ଙ୍କ ଠୁ ମଧ୍ୟ ଦଶ ପାଦ ଆଗରେ । ବଲିଉଡ ଇଣ୍ଡଷ୍ଟ୍ରି ର ଦକ୍ଷ ଅଭିନେତା ହ୍ରିତିକ୍ ରୋଶନ୍ ଯେତେବେଳେ ପ୍ରଥମ ଥର ଫିଲ୍ମ୍ କହୋନା ପ୍ୟାର ହେ ରେ ଡ଼େବ୍ୟୁ କରୁଥିଲେ ସେହି ସମୟରେ ତାଙ୍କର ସାକ୍ଷାତ ସୂଜେନ ଖାନ୍ ଙ୍କ ସହ ହୋଇଥିଲା ।

ପ୍ରଥମ ନଜରରେ ହିଁ ହ୍ରିତିକ୍, ସୁଜେନ ଙ୍କୁ ଦେଖି ହଇରାଣ ହୋଇ ଯାଇଥିଲେ । ସୁଜେନ ଖାନ୍ ଏତେ ସୁନ୍ଦରୀ ଯେ ତାଙ୍କୁ ଦେଖିବା ଲୋକ ନିଶ୍ଚୟ ହଇରାଣ ହୋଇଯିବେ । ସେହି ପ୍ରକାର ହ୍ରିତିକ୍ ମଧ୍ୟ ସୁଜେନଙ୍କ ସୁନ୍ଦର ଓ ଆକର୍ଷଣୀୟ ଚେହେରା ଦେଖି ହୃଦୟ ଦେଇ ବସିଥିଲେ ଓ ଦୁହେଁ କିଛି ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଶୀଘ୍ର ବିବାହ ମଧ୍ୟ କରିଥିଲେ ।

କିନ୍ତୁ ବିବାହର ୧୩ବର୍ଷ ପରେ ସେମାନଙ୍କର ବିବାହ ଭାଙ୍ଗିଗଲା । ସୁଜେନ ସ୍ବାମୀ ହ୍ରିତିକ୍ ଙ୍କ ସହ ରହୁ ନ ଥିଲେ ମଧ୍ୟ ଆଜି ବି ନିଜ ସୁନ୍ଦରତା ପାଇଁ ଚର୍ଚ୍ଚାରେ ରୁହନ୍ତି । କେବେ ନିଜ ଷ୍ଟାଇଲ ଡ୍ରେସ୍ କୁ ନେଇ ମାଗାଜିନ୍ ର କଭର୍ ପେଜ୍ ରେ ରହୁଛନ୍ତି ତ କେବେ ନିଜ ସୁନ୍ଦର ଚେହେରାକୁ ନେଇ ଚର୍ଚ୍ଚାରେ ରହୁଛନ୍ତି । କିନ୍ତୁ ହ୍ରିତିକ୍ ଙ୍କ ପତ୍ନୀ ସୁଜେନ ଙ୍କ ସୁନ୍ଦରତା ମଧ୍ୟ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଙ୍କ ଆଗରେ ଫିକା ପଡି ଯାଏ ।

ଆଜ୍ଞା ହଁ ହ୍ରିତିକ୍ ରୋଶନ୍ ଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଏତେ ସୁନ୍ଦର ଯେ ସୁନ୍ଦରତା ମାମଲାରେ ସେ ତାଙ୍କ ପତ୍ନୀ ସୁଜେନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ସେ ସୁନ୍ଦରୀ ଏକ୍ସ ଗାର୍ଲଫ୍ରେଣ୍ଡ ଜଣକ ହେଉଛନ୍ତି ବଲିଉଡର କୁଇନ୍ କଙ୍ଗନା ରାଣାୱତ୍ । ଯେପରିକି ଆପଣ ଜାଣିଥିବେ ଫିଲ୍ମ୍ କ୍ରିସ – ୩ ର ସୁଟିଂ ସମୟରେ ହ୍ରିତିକ୍ ଓ କଙ୍ଗନା ପରସ୍ପର ର ବହୁତ ନିକଟତର ହୋଇ ଯାଇଥିଲେ ଓ ଡେଟ୍ ମଧ୍ୟ କରୁଥିଲେ ।

ପରେ ତାଙ୍କର ବ୍ରେକ୍ ଅଫ୍ ହୋଇ ଯାଇଥିଲା । ଏହି ପ୍ରକାର କଙ୍ଗନା ହେଉଛନ୍ତି ହ୍ରିତିକ୍ ଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ । ଯିଏ ନିଜ ନିର୍ଭୀକ ବ୍ୟକ୍ତିତ୍ଵ ଠୁ ମଧ୍ୟ ଅଧିକ ନିଜ ସୁନ୍ଦରତା ପାଇଁ ଚର୍ଚ୍ଚା ରେ ରୁହନ୍ତି । ଯେଉଁଠି ହ୍ରିତିକ୍ ଙ୍କ ପତ୍ନୀ ସୁଜେନ୍ ଖାନ୍ ୱେଷ୍ଟର୍ନ ଡ୍ରେସ୍ ରେ ସୁନ୍ଦର ଲାଗନ୍ତି, ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ କଙ୍ଗନା ରାଣାୱତ୍ ଏକ ସାଧାରଣ ପାରମ୍ପରିକ କୁର୍ତ୍ତି ରେ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ ଓ ସୁନ୍ଦର ଦିଶନ୍ତି ।

କଙ୍ଗନାଙ୍କୁ ଆପଣ ବିନା ମେକ ଅଫ୍ ରେ ଦେଖିଲେ ମଧ୍ୟ ତାଙ୍କର ଦିୱାନା ହୋଇଯିବେ । ତାଙ୍କର ଏହି ସବୁ ବିଷୟ ତାଙ୍କୁ ସୁଜେନ୍ ଙ୍କ ଠୁ ମଧ୍ୟ ଅଧିକ ଷ୍ଟାଇଲିସ, ମର୍ଡନ ଓ ଆକର୍ଷଣୀୟ ବନେଇ ଥାଏ । ଆପଣ ଯଦି ସୁଜେନ୍ ଖାନ୍ ଓ କଙ୍ଗନା ରାଣାୱତ୍ ଙ୍କ ଫଟୋ ଏକାଠି ତୁଳନା କରିବେ ତେବେ ସୁଜେନ୍ ଖାନ୍ ଙ୍କ ସୁନ୍ଦରତା କଙ୍ଗନା ଙ୍କ ଠୁ ଫିକା ପଡୁ ଥିବାର ଦେଖି ପାରିବେ । ତେବେ ଆପଣଙ୍କୁ କଣ ଲାଗୁଛି କଙ୍ଗନା ରାଣାୱତ୍ ଅଧିକ ସୁନ୍ଦରୀ ନ ସୁଜେନ୍ ଖାନ୍?

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।