ସ୍ଵର୍ଗରୁ ବନିକି ଆସିଥାଏ ଏହି ୨ଟି ନାମର ଯୋଡ଼ି -Jyotish Shastra

କୁହାଯାଏ କି ଯୋଡ଼ି ନିଜ ଭଗବାନ ବନେଇଥାନ୍ତି । ଏବଂ ଭଗବାନ ଙ୍କ ଇଚ୍ଛା ବିରୁଦ୍ଧରେ ତ ପତ୍ର ମଧ୍ୟ ହଲେ ନାହିଁ । ଆଜି ଆମେ ଏମିତି ଲକି ଯୋଡ଼ି ମାନଙ୍କ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ ଯାହା ବିଷୟରେ କୁହାଯାଏ କି ଏହି ଯୋଡ଼ି ଭଗବାନ ସ୍ଵୟଂ ନିଜ ହାତରେ ବନେଇ ଥାନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ୨ଟି ଯୋଡ଼ି ବିଷୟରେ । ଆପଣ ନିଶ୍ଚୟ ଶୁଣିଥିବେ କି ଭଗବାନ ଚାହିଁବେ ତ ରାଜା କୁ ଭିକାରୀ ଏବଂ ଭିକାରୀ କୁ ମଧ୍ୟ ରାଜା କରିପାରିବେ । ସେହି ପରି ଏହି ଯୋଡ଼ି ଯେତେବେଳେ ଏକା ସହିତ ମିଶନ୍ତି ଏମାନଙ୍କ ଜୀବନରେ ସବୁ କିଛି ଭଲ ହୋଇଥାଏ । ଏବଂ ଖୁସି ର ମାହୋଲ ସୃଷ୍ଟି ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ।

C ଏବଂ S ନାମର ଯୋଡ଼ି:- କୁହାଯାଏ କି ଯେତେବେଳେ ଏମାନେ ପରସ୍ପର ସହିତ ପାଟନର ସମ୍ପର୍କ ବ୍ୟତୀତ କରନ୍ତି ଏମାନେ ଦୁହେଁ ଦୁହିଁଙ୍କ ପାଇଁ ଜୀବନ ମଧ୍ୟ ଦେବାକୁ ରାଜି ହୋଇଯାନ୍ତି । ଏହି ନାମର ଯୋଡ଼ି ବହୁତ କମ ହୋଇଥାଏ । କିନ୍ତୁ ଯେତିକି ଥାଏ ସେମାନେ ଦୁନିଆର ନମ୍ବର ୱାନ ଯୋଡ଼ି ଅଟନ୍ତି । ଏହି ଯୋଡ଼ି କୁ ସ୍ଵୟଂ ଭଗବାନ ସୃଷ୍ଟି କରିଥାନ୍ତି । ଏବଂ ଏହି ଯୋଡ଼ି କୁ କେବେ ମଧ୍ୟ କୌଣସି ପ୍ରକାରର ସମସ୍ୟା ଆସିନଥାଏ । କୁହାଯାଏ ଏହି ଯୋଡ଼ି ସମସ୍ତଙ୍କ ପାଇଁ ଉଦାହରଣ ପାଲଟନ୍ତି । ଏହି ଯୋଡ଼ି ପରସ୍ପରକୁ ବହୁତ ଭଲ ପାଇଥାନ୍ତି ।

D ଏବଂ B ନାମର ଯୋଡ଼ି :- ଯୋତିଶ ଶାସ୍ତ୍ର ଅନୁସାରେ ଏହି ଯୋଡ଼ି ସବୁଠାରୁ ବେଷ୍ଟ ଯୋଡ଼ି ଅଟେ । ଏହି ଯୋଡ଼ି ଦୁନିଆର ସୁନ୍ଦର ଯୋଡ଼ି ଅଟେ । ଏମାନଙ୍କ ଭିତରେ ସବୁ ଗୁଣ ରହିଥାଏ । ଯେତେବେଳେ ଏହି ଯୋଡ଼ି ଏକାଠି ହୁଅନ୍ତି ସେତେବେଳେ ଏମାନେ ସବୁ କିଛି ହାସଲ କରିଥାନ୍ତି ।

ଏମାନଙ୍କ ସବୁ ସମସ୍ୟା ଦୂର ହୋଇଥାଏ କୌଣସି ଚିନ୍ତା ରହିନଥାଏ । ଏମାନେ ପୁରା ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଥାନ୍ତି । କୁହାଯାଏ କି ଏହି ନାମର ଯୋଡ଼ି ସବୁଠୁ ଭଲ ଏବଂ ପବିତ୍ର ହୋଇଥାଏ । ଏହି ଯୋଡ଼ି ପରସ୍ପର କୁ ବହୁତ ଭଲ ପାଇଥାନ୍ତି ଏବଂ କେହି କାହାକୁ ଛାଡିକି ରହିପାରନ୍ତି ନାହିଁ । ତେବେ ଏହି ସେହି ୨ଟି ଯୋଡ଼ି ଅଟେ ଯାହା ସ୍ଵୟଂ ଭଗବାନ ସ୍ଵର୍ଗରୁ ସୃଷ୍ଟି କରିଥାନ୍ତି ।

ତେବେ ଆପଣଙ୍କ ଜୀବନସାଥି ଙ୍କ ନାମ କେଉଁ ଅକ୍ଷରରୁ ଆରମ୍ଭ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।