Bollywood ରେ ବହୁତ ଜଲ୍ଦି ଡେବ୍ଯୁ କରିବା ପାଇଁ ଯାଉଛନ୍ତି Ananya Panday ଙ୍କ ସାନ ଭଉଣୀ Alanna Panday, ଶେୟାର କଲେ ବିକିନୀ ବାଲା ଫଟୋ

ଗୋଟିଏ ସମୟ ଥିଲା ଲୋକେ ଲୋକପ୍ରିୟତା ହାସଲ କରିବା ପାଇଁ ଟିଭି ସିରିୟଲ ନହେଲେ ଫିଲ୍ମ କରୁଥିଲେ କିନ୍ତୁ ଏବେ ଯୁଗ ବଦଳି ଗଲାଣି । ବର୍ତ୍ତମାନ ଲୋକମାନେ ସୋସିଆଲ ମିଡିଆରେ ଲୋକେ କମ୍ ସମୟରେ ଲୋକପ୍ରିୟତା ହାସଲ କରି ପାରୁଛନ୍ତି ।

କିଛି ଏମିତି ହୋଇଥିଲା ଅନନ୍ୟା ପାଣ୍ଡେଙ୍କ ଛୋଟ ଭଉଣୀ ଅଳାନା ପାଣ୍ଡେଙ୍କ ସହ । ବଲିଉଡ ଅଭିନେତା ଚଙ୍କି ପାଣ୍ଡେଙ୍କ ଛୋଟ ଝିଅ ତଥା ଅନନ୍ୟା ପାଣ୍ଡେଙ୍କ ଭଉଣୀ ଅଳାନା ପାଣ୍ଡେ ଏହି ସମୟରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ବିକିନି ଫଟୋ ଭରି ହୋଇଅଛି । ସେ ଏପର୍ଯ୍ୟନ୍ତ ବଲିଉଡରେ ପାଦ ରଖି ନାହାନ୍ତି କିନ୍ତୁ ବଲିଉଡରେ ତାଙ୍କର ଏହି ବୋଲ୍ଡ, ବିକିନି ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଛନ୍ତି ।

ଅଳାନା ସୋସିଆଲ ମିଡିଆ ଜରିଆରେ ଖୁବ୍ ତେହେଲ୍କା କରୁଛନ୍ତି । ଅଳାନା ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ ସେ ବିଦେଶରେ ରୁହନ୍ତି । ଚଙ୍କି ପାଣ୍ଡେଙ୍କ ଝିଅ ଅଳାନା ନିଜ ବୟଫ୍ରେଣ୍ଡ୍ ସହ ଲସ୍ ଆଞ୍ଜେଲେସ୍ ରେ ରୁହନ୍ତି ।

ଦୁଇଜଣ ସୋସିଆଲ ମିଡିଆରେ ଖୁବ୍ ଫଟୋ ସେୟାର କରନ୍ତି । ତାଙ୍କର ବିଦେଶୀ ଅନ୍ଦାଜ ବିଲକୁଲ ନିଆରା ଅଟେ । ତାଙ୍କୁ ଆଉଟଫିଟ ପିନ୍ଧିବାକୁ ବହୁତ ଭଲଲାଗେ । ଏହି ବୋଲ୍ଡ ଫଟୋ ସହିତ ସେ ସୋସିଆଲ ମିଡିଆରେ କୋହଳ ଉଠାଉଛନ୍ତି । ଅଳାନାଙ୍କ ଗ୍ଲାମରସ ଫଟୋ ଲୋକମାନଙ୍କୁ ତାଙ୍କ ଆଡ଼କୁ ଆକର୍ଷିତ କରୁଛି । ସେ ବିଭିନ୍ନ ମାଗାଜିନ୍ ରେ ମଧ୍ୟ ନଜର ଆସିଛନ୍ତି ।

ଅଳାନା ପାଣ୍ଡେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରୁହନ୍ତି ଖାସ୍ କରି ଇନ୍ସ୍ଟାଗ୍ରାମରେ । ସେ ଏବେ ଏବେ ସୋସିଆଲ ମିଡିଆରେ ଆକର୍ଷିତ କରୁଥିବା ଶୈଳୀରେ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଅନେକ ବୋଲ୍ଡ ଏବଂ ଗ୍ଲାମରସ ଅନ୍ଦାଜରେ ନଜର ଆସୁଛନ୍ତି । ଅଳାନା କିଛି ଦିନ ପୁର୍ବରୁ ତାଙ୍କ ବୟଫ୍ରେଣ୍ଡ୍ ସହ ମାଳଦୀପ ଯାଇଥିଲେ । ଦୁହେଁ ଦୁହିଁଙ୍କ ସହ ସମୟ ବିତାଉଥିବା ର ନଜର ଆସିଥିଲେ ।

ଏହାପରେ ସେ ନିଜର ଫ୍ୟାସନକୁ ନେଇ ଅନେକ ଫଟୋ ଉଠାଉ ଥିଲେ ଯାହାକୁ ନେଇ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ ଯାହା ଅନେକ ସୁନ୍ଦର ଏବଂ ବୋଲ୍ଡ ଦିଶୁଥିଲା । ଏହି ଫଟୋ ଗୁଡ଼ିକ ଖୁବ୍ ଜୋରରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ତାଙ୍କ ଫ୍ୟାନ୍ ଙ୍କ ମଧ୍ୟରେ ଖୁବ ଉଦବେଗ ସୃଷ୍ଟି ହେଉଛି । ତାଙ୍କର ଏହି ବୋଲ୍ଡ ଅନ୍ଦାଜ ଦେଖି ମାନନ୍ତୁ ଯେମିତି ବାଟବଣା ହୋଇ ଯାଇଛନ୍ତି ।

ଏହା ପ୍ରଥମ ଥର ନୁହେଁ ଯେ ଅଳାନା ଗ୍ଲାମରସ୍ ଡ୍ରେସ ପିନ୍ଧିଛନ୍ତି । ତାଙ୍କର ଏହି ବ୍ରାଣ୍ଡକୁ ଦେଖିଲା ପରେ ମନେ ହୁଏ ସେ ବହୁତ ଅଧିକ ଷ୍ଟାଇଲିସ୍ ଅଟନ୍ତି । ବିକିନି ଅଳାନାଙ୍କୁ ବହୁତ ବୋଲ୍ଡ ବନାଏ ଏବଂ ସେ ସୋସିଆଲ ମିଡିଆରେ ଏହିପରି ଫଟୋ ସେୟାର କରନ୍ତି । ଆପଣଙ୍କୁ ଦୁଇ ଭଉଣୀଙ୍କ ଭିତରୁ କିଏ ଭଲ ଲାଗନ୍ତି କମେଣ୍ଟ କରି ଜଣାନ୍ତୁ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ