Amitabh Bachchan ଙ୍କ ସହିତ Bollywood ର ଏହି ୬ ଜଣ ବୃଦ୍ଧ ଅଭିନେତା ନିଜ ଝିଅ ବୟସର ହିରୋଇନଙ୍କ ସହ କରି ସାରିଛନ୍ତି ରୋମାନ୍ସ

ବଲିଉଡ ଜଗତର ଅଭିନୟ କରୁଥିବା କଳାକାର ମାନେ ନିଜର ସୁନ୍ଦର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ଜାଗା ସୃଷ୍ଟି କରି ପାରିଛନ୍ତି । କେତେକ ଅଭିନେତା ଓ ଅଭିନେତ୍ରୀ ମାନେ ପରସ୍ପରକୁ ଭଲ ପାଇ ସବୁ ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଯାଇ ଛନ୍ତି । ଆଉ କେତେକ ଅଭିନେତା ମାନେ ନିଜ ଠାରୁ ଛୋଟ ବଯସର ଅଭିନେତ୍ରୀ ମାନଙ୍କ ସହ ପ୍ରେମ ସମ୍ପର୍କ ରଖୀ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି କଳାକାର ମାନଙ୍କ ବିଷୟରେ କିଛି ନୂଆ କଥା କହିବାକୁ ଯାଉଛୁ ଯାହା କେହି କେବେ ଶୁଣି ନ ଥିବେ ।

୧ – “ଗୁଲସନ ଗ୍ରୋବର”: ବଲିଉଡ ଇଣ୍ଡଷ୍ଟ୍ରିରେ ଛୋଟ ବୟସର ଅଭିନେତ୍ରୀ ମାନଙ୍କ ସହ ସବୁଠାରୁ ବୋଲ୍ଡ ଓ ହଟ ସିନ ଦେବାରେ ଅଭିନେତା ଗୁଲସନ ଗ୍ରୋବର ପ୍ରଥମରେ ରହିଛନ୍ତି । ୨୦୦୩ରେ ରିଲିଜ ହୋଇଥିବା ଫିଲ୍ମ “ବୁମ” ରେ ଛୋଟ ବୟସର ଅଭିନେତ୍ରୀ କ୍ୟାଟ୍ରିନାଙ୍କ ସହ ଅଭିନୟ କରିଥିଲେ ଯାହା ଫଳରେ ତାଙ୍କ ଫ୍ୟାନ୍ସ ମାନେ ତାଙ୍କ ଉପରେ ଅଭିମାନ କରିଥିଲେ ।

୨- “ନାସୀ ରୁଦ୍ଦିନ ଶାହା”: ବଲିଉଡ ଇଣ୍ଡଷ୍ଟ୍ରିରେ ଛୋଟ  ବୟସର ଅଭିନେତ୍ରୀ ମାନଙ୍କ ସହ ସବୁଠାରୁ ବୋଲ୍ଡ ସିନ ଦେବାରେ ଅଭିନେତା ନାସୀ ରୁଦ୍ଦିନ ସାହ ଦିତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ୬୭ବର୍ଷ ହୋଇଥିଲେ ମଧ୍ୟ ୨୦୧୭ରେ ରିଲିଜ ହୋଇଥିବା ଫିଲ୍ମ “ବେଗମ ଜାନ”ରେ ସବୁଠାରୁ ଛୋଟ ବୟସର ଅଭିନେତ୍ରୀ ମିଷ୍ଟ୍ରିଙ୍କ ସହ ହଟ ସିନ ଦେଇଥିଲେ । ଏହାଛଡା “ଦ ଡାର୍ଟି ପିକଚର” ଫିଲ୍ମରେ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ସହ କିଛି ହଟ ସିନ ଦେଇ ଥିବାରୁ ଦର୍ଶକ ମାନେ ତାଙ୍କର ଏହି ଅଭିନୟ ପାଇଁ ଖୁବ ଆଲୋଚନା କରିଥିଲେ ।

୩- “ଶକ୍ତି କପୁର” : ବଲିଉଡ ଇଣ୍ଡଷ୍ଟ୍ରିରେ ଛୋଟ  ବୟସର ଅଭିନେତ୍ରୀ ମାନଙ୍କ ସହ ସବୁଠାରୁ ବୋଲ୍ଡ ସିନ ଦେବାରେ ଅଭିନେତା ଶକ୍ତି କପୁର ତୃତୀୟ ସ୍ଥାନରେ ରହିଛନ୍ତି । ୯୦ ଦଶକର ଖଳନୟକ ଭାବେ ଅଭିନେତା ଶକ୍ତି କପୁର ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ “ଜର୍ନୀ ଅଫ କର୍ମା” ରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ସହ ଇଣ୍ଟିମେଟ ସିନ ଦେଇଥିବାରୁ ତାଙ୍କର ଫ୍ୟାନ୍ସ ମାନେ ଏହି କଥାକୁ ନେଇ ଅଭିମାନ କରିଥିଲେ ।

୪- “ରାଜେଶ ଖନା”: ବଲିଉଡ ଇଣ୍ଡଷ୍ଟ୍ରିରେ ଛୋଟ  ବୟସର ଅଭିନେତ୍ରୀ ମାନଙ୍କ ସହ ସବୁଠାରୁ ବୋଲ୍ଡ ସିନ ଦେବାରେ ଅଭିନେତା ରାଜେସ ଖନା ଚତୁର୍ଥ ସ୍ଥାନରେ ଅଛନ୍ତି । ୨୦୦୮ରେ “ୱଫା” ଫିଲ୍ମରେ ଅଭିନେତା ରାଜେସ ଖନା ଅଭିନେତ୍ରୀ ଲେଲା ଖାନଙ୍କ ସହ ଅନେକ ହଟ ଓ ବୋଲ୍ଡ ଦେଇଥିଲେ । ତାଙ୍କର ଏହି ସିନ ପାଇଁ  ସୋସିଆଲ ମିଡିଆରେ ମଧ୍ୟ ଆଲୋଚନା କରା ଯାଇଥିଲା ।

୫- “ଅମିତାଭ ବଚ୍ଚନ” : ବଲିଉଡ ଇଣ୍ଡଷ୍ଟ୍ରିରେ ଛୋଟ  ବୟସର ଅଭିନେତ୍ରୀ ମାନଙ୍କ ସହ ସବୁଠାରୁ ବୋଲ୍ଡ ସିନ ଦେବାରେ ଅଭିନେତା  ଅମିତାଭ ବଚ୍ଚନ ମଧ୍ୟ ସାମିଲ ଅଛନ୍ତି । “ନିଶବ୍ଦ” ଫିଲ୍ମରେ ସେ ଅଭିନେତ୍ରୀ ଜିଆ ଖାନଙ୍କ ସହ ବୋଲ୍ଡ ସିନ ଦେବା ସହ “ବୁମ” ଫିଲ୍ମରେ ମଧ୍ୟ ନଜର ଆସିଥିଲେ ।

୬- “ଓମ ପୁରୀ” : ବଲିଉଡ ଇଣ୍ଡଷ୍ଟ୍ରିର ମଲ୍ଟି ଟ୍ୟାଲେଣ୍ଡେଡ ଅଭିନେତା ଓମ ପୁରୀ ମଧ୍ୟ ୨୦୧୫ରେ “ଡାର୍ଟି ପଲଟିକ୍ସ” ଫିଲ୍ମରେ ଅଭିନେତ୍ରୀ ମଲ୍ଲିକା ସେରାବତଙ୍କ ସହ ଅନେକ ବୋଲ୍ଡ ଓ ହଟ ସିନ ଦେଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।