ନାଗୀନ 3 ରୁ ଫେମସ ହେଇଥିବା ଏହି ହିରୋଇନଙ୍କ ରିଅଲ ଲାଇଫ ଫ୍ୟାମିଲି

ଆଜି ଆମେ ଟିଭି ଇଣ୍ଡଷ୍ଟ୍ରି ର ଏମିତି ଜଣେ ଅଭିନେତ୍ରୀ ଙ୍କ ବିଷୟରେ କଥା ହେବା ଯିଏ କେବେ ଯୋୟା ହୋଇ ସମସ୍ତଙ୍କ ହୃଦୟରେ ରାଜ କରୁଥିଲେ । ତ କେତେବେଳେ ସିରିଏଲରେ ବେଲା ହୋଇ ସତ୍ରୁଙ୍କ ସହିତ ଲଢ଼ିଛନ୍ତି । ତେବେ ସବୁଠୁ ପ୍ରଥମେ ଅଭିନେତ୍ରୀ ଅଟନ୍ତି ସୁରଭି ଯୋତି । ଯିଏ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶାଇ ଦେଇଛନ୍ତି କି ସେ କୌଣସି ଅଭିନେତ୍ରୀ ଙ୍କଠାରୁ କମ ନୁହନ୍ତି ।

କିନ୍ତୁ କଣ ଆପଣ ଜାଣିଛନ୍ତି ନିଜ ଅଭିନୟ ଦ୍ଵାରା ସମସ୍ତଙ୍କୁ ପାଗଳ କରିଦେଉଥିବା ଏହି ଅଭିନେତ୍ରୀ କେଉଁ ପରିବାରରୁ ଆସିଛନ୍ତି, ତାଙ୍କର ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ କଣ, ତାଙ୍କ ପରିବାରରେ କିଏ କିଏ ଅଛନ୍ତି ଏବଂ ସେ କଣ କରନ୍ତି । ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ଟିଭି ଇଣ୍ଡଷ୍ଟ୍ରିର ସୁନ୍ଦରୀ ନାୟିକା ସୁରଭି ଜ୍ୟୋତି ବ୍ରାହ୍ମଣ ଏବଂ ପଞ୍ଜାବୀ ମିଶ୍ରଣ ପରିବାରରୁ ଆସିଛନ୍ତି । ତାଙ୍କ ପରିବାରରେ ତାଙ୍କୁ ମିଶେଇ ପାଞ୍ଚ ଜଣ ରହୁଛନ୍ତି । ତାଙ୍କର ବାପା, ମା, ଦୁଇ ଭାଇ ଭଉଣୀ ଏବଂ ସେ ନିଜେ । ସୁରଭି ଙ୍କ ପିତା ମୁମ୍ବାଇ ର ଜଣା ଶୁଣା ବିଜନେସ ମ୍ୟାନ ଅଟନ୍ତି । ତାଙ୍କର ନିଜର ଫ୍ୟାକ୍ଟ୍ରି ରହିଛି । ତାଙ୍କ ମା ଜଣେ ଗୃହିଣୀ ଅଟନ୍ତି ଯିଏ ପ୍ରଥମରୁ ହିଁ ନିଜର ପରିବାରର ଧ୍ୟାନ ରଖିଛନ୍ତି ।

କିନ୍ତୁ ସୁରଭି ଙ୍କ ମାତା ପିତାଙ୍କ ବେଶି ତଥ୍ୟ ମିଳେନାହିଁ ଯେଉଁ କାରଣରୁ ସୋସିଆଲ ମିଡିଆରେ ତାଙ୍କର ବହୁତ କମ ଫଟୋ ଦେଖିବାକୁ ମିଳିଥାଏ । ସୁରଭି ଙ୍କର ଦୁଇଟି ଭାଇ ଭଉଣୀ ଅଛନ୍ତି । ତାଙ୍କ ଭାଇ ର ନାମ ସୁରଜ ଜ୍ୟୋତି ଅଟେ । ସେ ସୁରଭି ଙ୍କ ଠାରୁ ବଡ଼ ଅଟନ୍ତି । ସେ ଜଣେ ଇଞ୍ଜିନିୟର ଅଟନ୍ତି । ସୁରଭି ଜ୍ୟୋତି ଙ୍କ ଭଉଣୀ ଙ୍କ ନାମ ସାମୁ ଜ୍ୟୋତି ଅଟେ ଯିଏ ସୁରଭି ଙ୍କ ଠାରୁ ବଡ଼ ଅଟନ୍ତି ।

କିନ୍ତୁ ଏହି ତିନି ଜଣ ଭାଇ ଭଉଣୀ ନିଜ ଭିତରେ ଥିବା ପ୍ରେମରେ ଡୋରୀରେ ବନ୍ଧା ହୋଇଛନ୍ତି । ସୁରଭି ଙ୍କୁ ତାଙ୍କ ଭାଇ ଭଉଣୀ ସବୁ କ୍ଷେତ୍ରରେ ସପୋର୍ଟ କରିଛନ୍ତି । ଯଦି ସୁରଭି ଜ୍ୟୋତି ଙ୍କ ଲଭ ଅଫେଆର ବିଷୟରେ ତେବେ ସୁରଭି ଜ୍ୟୋତି ଙ୍କର ବହୁତ ଅଭିନେତା ଙ୍କ ସହିତ ଲଭ ଅଫେଆର ରହିଛି । କିନ୍ତୁ ସବୁଠୁ ବେଶୀ ତାଙ୍କର ଚର୍ଚ୍ଚା ପଲ ବି ପୁରୀ ଙ୍କ ସହିତ ରହିଥିଲା । ଯିଏ ସୁରଭି ଙ୍କ କୋ ଷ୍ଟାର ମଧ୍ୟ ରହିସାରିଛନ୍ତି ।

ଯିଏ ତାଙ୍କ ସହିତ ନାଗିନ ୩ ରେ ମାହିର ର ଅଭିନୟ କରିଥିଲେ । ଏହି ସିରିଏଲ ଭିତରେ ଦୁହିଁଙ୍କର ଲଭ ଅଫେଆର ଶୁଣିବାକୁ ମିଳିଥିଲା । କିନ୍ତୁ ସୁରଭି ଜ୍ୟୋତି ଏହି କଥାକୁ ରିଉମର କହିଥିଲେ ଏବଂ ସେ ଦୁହେଁ ଭଲ ସାଙ୍ଗ ବୋଲି କହିଥିଲେ । ବର୍ତମାନ ସୁରଭି ଜ୍ୟୋତି ଏବେ ସିଙ୍ଗଲ ଅଛନ୍ତି । ସୁରଭି ନିଜର ଅଭିନୟ ଦ୍ଵାରା ସମସ୍ତଙ୍କ ହୃଦୟକୁ କିଣିଛନ୍ତି ।

ତେବେ ଆପଣଙ୍କୁ ସୁରଭି ଜ୍ୟୋତି କେମିତି ଲାଗନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।