ବିବାହ ବନ୍ଧନ ରେ ବାନ୍ଧି ହେଲେ ଦିବ୍ୟଦ୍ରୁଷ୍ଟି ସିରିଏଲ ର ଅଭିନେତା ଦିବ୍ୟ, ଦେଖନ୍ତୁ କାହାକୁ କଲେ ସେ ବିବାହ

“ଜି ସାର୍ଥକ” ଚ୍ଯାନେଲ ବର୍ତ୍ତମାନ ସବୁଠାରୁ ଚର୍ଚ୍ଚାରେ ରହିଛି । ଏହି ଚ୍ୟାନେଲର ସମସ୍ତ ସିରିଏଲ ଦର୍ଶକ ମାନଙ୍କର ବହୁତ ପସନ୍ଦରେ ରହିଛି । ଦର୍ଶକ ମାନଙ୍କର ଅତି ପ୍ରିୟ ଚ୍ଯାନେଲ ଭାବେ “ଜି ସାର୍ଥକ” ଚ୍ଯାନେଲ ରହିଅଛି । ଏହି ଚ୍ୟାନେଲ ସବୁଠାରୁ ଲୋକପ୍ରିୟ ସିରିଏଲ ଭାବେ “ଦିବ୍ୟ ଦ୍ରୁଷ୍ଟି” ଖୁବ ଚର୍ଚ୍ଚାରେ ରହିଛି । ଏହି ସିରିଏଲରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସୁନ୍ଦର ଅଭିନୟରେ ଦର୍ଶକ ମାନଙ୍କର ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି ।

ସବୁ କଳାକାର ମାନେ ନିଜର ସାନଦାର ଅଭିନୟରେ ନିଜ ଦକ୍ଷତାର ସୁନ୍ଦର ପରିଦର୍ଶନ କରିଛନ୍ତି । ଆଜି ଆମେ “ଦିବ୍ୟ ଦ୍ରୁଷ୍ଟି” ସିରିଏଲର କିଛି ବିଶେଷ କଥା ଆପଣ ମାନଙ୍କୁ କହିବାକୁ ଯାଉଛୁ । “ଜି ସାର୍ଥକ”ରେ ଚାଲିଥିବା ସିରିଏଲ “ଦିବ୍ୟ ଦ୍ରୁଷ୍ଟି”ରେ ଅଭିନେତା ଭାବେ ଦିବ୍ୟ ଓ ଅଭିନେତ୍ରୀ ଭାବେ ଦ୍ରୁଷ୍ଟି ନିଜର ସୁନ୍ଦର ଅଭିନୟରେ ଲୋକପ୍ରିୟ ହୋଇ ପାରିଛନ୍ତି । ଦିବ୍ୟ ଓ ଦ୍ରୁଷ୍ଟିଙ୍କର ପ୍ରେମ ସମ୍ପର୍କ ଏହି ସିରିଏଲରେ ଏତେ ଦୃଢ ହୋଇ ପାରିଛି ଯେ ବାସ୍ତବ ଜୀବନର ପ୍ରେମ ସମ୍ପର୍କ ଭଳି ମନେ ହେଉଛି ।

“ଦିବ୍ୟ ଦ୍ରୁଷ୍ଟି” ସିରିଏଲଟି ଏତେ ଭାବପୂର୍ଣ୍ଣ ଓ ରୋମାଣ୍ଟିକ ସିରିଏଲ ହୋଇଛି ଯେ ପୁରା ଓଡିଶା ବାସୀ ବହୁତ ମାତ୍ରାରେ ପସନ୍ଦ କରୁଛନ୍ତି । ବର୍ତ୍ତମାନ ଦିବ୍ୟ ଓ ଦ୍ରୁଷ୍ଟି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କିନ୍ତୁ ଏହା ରିଅଲ ଲାଇଫ ରେ ନୁହେଁ ରିଲ ଲାଇଫ ରେ । କହି ଦେଉଛୁ କି ଦୁହିଙ୍କ ଭିତରେ ବହୁତ ଭଲ ସମ୍ପର୍କ ରହି ଆସିଛି । ସୁ-ଟି-ଙ୍ଗ ସେଟରେ ଦୁଇ ଜଣଙ୍କ ଭିତରେ ବହୁତ ଭଲ ରିଲେସନ ରହି ଆସିଛି । ଦୁହେ ପରସ୍ପର ସହ ଅଧିକ ସମୟ ସ୍ପେନ୍ଡ କରିଥାନ୍ତି ।

ଅଭିନେତ୍ରୀ ଦ୍ରୁଷ୍ଟି ଏହି ସିରିଏଲରେ ଖାଲି ଜଣେ ଭଲ ପ୍ରେମିକା ଭାବେ ନୁହେ ସେ ଭଲ ସ୍ତ୍ରୀ, ଭଲ ବୋହୁ ହେବାର ଅଭିନୟ ଖୁବ ଭଲ ଭାବରେ କରି ଚାଲିଛନ୍ତି । ନିଜର ଚମତ୍କାର ଅଭିନୟରେ ଦିବ୍ୟ ଓ ଦ୍ରୁଷ୍ଟି ଖୁବ ସୁନ୍ଦର ଅଭିନୟ କରି ଏହି ସିରିଏଲଟିକୁ ଆଗକୁ ନେବାରେ ମୁଖ୍ୟ ଭୂମିକାରେ ରହିଛନ୍ତି ।

ଦିବ୍ୟ ଓ ଦ୍ରୁଷ୍ଟି ଦୁହିଙ୍କ ଭିତରେ ଏମିତି ଏକ ବନ୍ଧନ ସୃଷ୍ଟି ହୋଇଛି ଯାହା ଆଗରୁ କେବେ କୌଣସି ସିରିଏଲରେ ହୋଇନ ଥିଲା । “ଜି ସାର୍ଥକ”ରେ ପ୍ରସାରିତ ହେଉଥିବା ଦିବ୍ୟ ଦ୍ରୁଷ୍ଟି ମେଗା ସିରିଏଲଟି ଅଭିନେତା ଦିବ୍ୟ ଓ ଅଭିନେତ୍ରୀ ଦ୍ରୁଷ୍ଟିଙ୍କ ପାଇଁ ଆଗାମୀ ଭବିଷ୍ୟତରେ ମଧ୍ୟ ଖୁବ ଚର୍ଚ୍ଚାରେ ରହିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।