ପ୍ରେମରେ ମିଳିଲା ଧୋକା ତ ନିଜ ଜୀବନ ଦେଇଦେଲେ Bollywood ର ଏହି ଫେମସ ହିରୋଇନ ମାନେ, ନମ୍ବର 1 ଙ୍କ ନାମ ଜାଣିଲେ ଚମକି ପଡିବେ ଆପଣ

ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରି ହେଉ କିମ୍ବା ଟିଭି ଇଣ୍ଡଷ୍ଟ୍ରି ଦୁଇ ସ୍ଥାନରେ ହିଁ ଷ୍ଟାରମାନଙ୍କର ଅଫେୟାର ଓ ବ୍ରେକଅପର ଖବର ପ୍ରାୟତଃ ଶୁଣିବାକୁ ମିଳିଥାଏ । ଏହା ମଧ୍ୟ ଆମେ ଶୁଣିଥାଉ କି ପ୍ରେମରେ ଧୋଖା ମିଳିବା ପରେ ଲୋକମାନେ ନିଜର ଜୀବନ ପର୍ଯ୍ୟନ୍ତ ବି ଦେଇ ଦିଅନ୍ତି । ଏହା ସାଧାରଣ ଲୋକମାନଙ୍କ ଜୀବନରେ ନୁହେଁ ଅଥବା ଫିଲ୍ମି ଦୁନିଆରେ କାମ କରୁଥିବା ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କୁ ପ୍ରେମରେ ସଫଳତା ନ ମିଳିବା ଦ୍ଵାରା ସେମାନେ ଶେଷରେ ନିଜ ଜୀବନକୁ ହରାଇ ଥିଲେ । ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନଙ୍କୁ ପ୍ରେମରେ ଧୋଖା ମିଳିବା କାରଣରୁ ନିଜର ଜୀବନ ଦେଇ ଦେଲେ ।

ପ୍ରତ୍ୟୁଷା ବନର୍ଜୀ

ଆପଣମାନେ ପ୍ରତ୍ୟୁଷା ବନର୍ଜୀଙ୍କୁ କଲର୍ସ ଟିଭି ଶୋ ବାଳିକା ବଧୁରେ ଆପଣ ସମସ୍ତେ ଆନନ୍ଦି ଭୂମିକାରେ ଦେଖି ଥିବେ । ଯେଉଁ କିରଦାର ଦ୍ଵାରା ସେ ବହୁତ ଅଧିକ ଲୋକପ୍ରିୟ ମଧ୍ୟ ହୋଇଥିଲେ । କିନ୍ତୁ ଖବର ଅନୁସାରେ ପ୍ରତ୍ୟୁଷା ବନର୍ଜୀଙ୍କୁ ତାଙ୍କର ବୟଫ୍ରେନ୍ଡ ଧୋଖା ଦେଇ ଦେଇ ଥିଲେ । ଏହା ପରେ ପ୍ରେମରେ ପ୍ରତାରଣ ମିଳିବା ପରେ ପ୍ରତ୍ୟୁଷା ବନର୍ଜୀ ନିଜ ଜୀବନ ଦେଇ ଦେଲେ । ଏମିତିରେ ଯେତେବେଳେ ତାଙ୍କର ପର -ଲୋକହେବାର ଖବର ଚାରିଆଡେ ବ୍ୟାପିଗଲା ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ଜିୟା ଖାନ

ବଲୀଉଡର ସୁପରଶାତର ଆମିର ଖାନଙ୍କ ସହ ଫିଲ୍ମ ଗଜନୀରେ ନଜର ଆସିଥିବା ଜିୟା ଖାନ ନିଜ ରୁମରେ ନିଜ ଜୀବନ ହରାଇ ଥିଲେ । ତାଙ୍କୁ ଯେତେବେଳେ ବୟଫ୍ରେନ୍ଡ ସୁରଜ ପଞ୍ଚୋଲିଙ୍କ ଠାରୁ ପ୍ରେମରେ ଧୋଖା ମିଳିଲା ତେବେ ସେ ଏହାକୁ ସହି ପାରିଲେ ନାହିଁ । ଏମିତିରେ ସେ ନିଜ ଜୀବନ ଦେବାକୁ ଉଚିତ ମଣିଲେ । ଏହା ପରେ ସମସ୍ତେ ସୁରଜ ପଞ୍ଚୋଲିଙ୍କୁ ସନ୍ଦେହ କରିବାକୁ ଲାଗିଲେ କିନ୍ତୁ ଯାଞ୍ଚରେ ତାଙ୍କ ବିରୁଦ୍ଧରେ କୌଣସି ବି ପ୍ରକାରର ପ୍ରମାଣ ମିଳିଲା ନାହିଁ ।

କୁଳଜୀତ ରନ୍ଧୱା

କୁଳଜୀତ ରନ୍ଧୱା ଟିଭି ଦୁନିଆର ଜଣା ଶୁଣା ଅଭିନେତ୍ରୀ ଥିଲେ । ଯିଏ କୁମ କୁମ ଓ କୁସୁମ ଭଳି ସିରିୟଲରେ କାମ କରି ଦର୍ଶକମାନଙ୍କର ହୃଦୟ ମଧ୍ୟ ଜିତି ଥିଲେ । ମିଡିଆ ରିପୋର୍ଟ ଅନୁସାରେ କୁଳଜୀତ ରନ୍ଧୱା କୌଣସି ପୁଅକୁ ପ୍ରେମ କରୁଥିଲେ । କିନ୍ତୁ ତାଙ୍କୁ ବି ପ୍ରେମରେ ଧୋଖା ମିଳିଲା । ଯାହାକୁ ସେ ସହି ପାରିଲେ ନାହିଁ ଓ ଶେଷରେ ସେ ନିଜ ଜୀବନକୁ ଗୁଡ ବାଏ କହିଦେଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।