ନିଜର ଷ୍ଟାରଡମ ପାଇଁ ଟିକେ ବି ଗର୍ବ କରନ୍ତି ନାହିଁ Bollywood ର ଏହି 5 ଜଣ ହୀରୋ, କେଉଁଠି ବି କିଛି ବି ଖାଇ ନିଅନ୍ତି, ସାଧାରଣ ଲୋକଙ୍କ ପରି ବଞ୍ଚନ୍ତି ଜୀବନ

ଏହି ୫ ଅଭିନେତା ନିଜ ଷ୍ଟାରଡାମ ପାଇଁ କେବେ ବି ଗର୍ବ କରି ନଥାନ୍ତି। କିଛି ବି ଖାଇଥାନ୍ତି ଓ କେଉଁଠି ବି ବସି ଯାଇଥାନ୍ତି। ବଲିଉଡ ରେ ଏହିପରି କେତେ ସୁପରଷ୍ଟାର ଅଛନ୍ତି ବହୁତ ପଇସା ଏବଂ ଇଜ୍ଜତ କମେଇଛନ୍ତି। କିନ୍ତୁ ଏହି ଷ୍ଟାରଡାମ ର ଗର୍ବ ଟିକେ ହେଲେ ବି ନଥାଏ। ଆସନ୍ତୁ ଜାଣିବା ସେହି ୫ ଅଭିନେତା ଙ୍କ ବିଷୟରେ ଯିଏ ବଡ ସୁପରଷ୍ଟାର ହେଲେ ମଧ୍ୟ ନିଜର ଷ୍ଟାରଦମ ପ୍ରତି ଟିକେ ବି ଗର୍ବ କରନ୍ତି ନାହିଁ।

୧) ନାନା ପାଟେକର:- ଆଜିକ ଦିନରେ ନାନା ପାଟେକର କେତେ କୋଟିର ମାଲିକ ଅଟନ୍ତି। କିନ୍ତୁ ଆଜି ବି ସେ ଏକ ଛୋଟ ଘରେ ରହି ନିଜର ଦିନ ଅତିବାହିତ କରୁଛନ୍ତି। ଗରିବ ଓ ଅସହାୟ ଲୋକଙ୍କ ସାହାଜ୍ଯ କରିବା ପାଇଁ ନାନା ସବୁବେଳେ ଆଗରେ ରହିଥାନ୍ତି। ବଲିଉଡ ରେ ଏହିପରି କେହି ନଥିବେ ଯିଏ ନାନା ଙ୍କ ଭଳି ଜୀବନ ଅତିବାହିତ କରୁଥିବେ।  ସେ ସର୍ବଦା ସରଳ କପଡା ରେ ହିଁ ନଜର ଆସିଥାନ୍ତି। ଓ ଦେଖିବାକୁ ଏକ ସାଧାରଣ ମନ୍ୟୁସ ଭଳି ଦେଖା ଯାଇଥାନ୍ତି।

୨) ରଜନୀକାନ୍ତ:- ବଲିଉଡ ଏବଂ ସାଉଥ ଫିଲ୍ମ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଆଜି ପର୍ଯ୍ୟନ୍ତ ନିଜ ଷ୍ଟାରଦମ କୁ ନେଇ କେବେ ବି ଗର୍ବ କରି ନାହାନ୍ତି। ରଜନୀକାନ୍ତ ଏକ ସାଧାରଣ ମନ୍ୟୁଷ ପରି କେଉଁଠି ବି ବସି ଖାଇବା ଖାଇଥାନ୍ତି। ସତ କହିବାକୁ ଗଲେ, ଆଜି ବି ରଜନୀକାନ୍ତ ଏକ ସାଧାରଣ ଜୀବନ ଯାପନ କରୁଛନ୍ତି। ଓ ଏହା ଏକ ମହାନ ବ୍ୟକ୍ତି ର ଗୁଣ ହୋଇଥାଏ। କେବଳ ସାଉଥ ର ନୁହେଁ ପୁରା ଭାରତ ବର୍ଷ ର ରଜନୀକାନ୍ତ ଏକ ସୁପରଷ୍ଟାର ଅଟନ୍ତି।

୩) ଧର୍ମେନ୍ଦ୍ର:- ନିଜ ସମୟର ଏକ ଦିଗଜ କଳାକାର ଓ ସୁପରଷ୍ଟାର ଧର୍ମେନ୍ଦ୍ର ମଧ୍ୟ କେତେ କୋଟି ସମ୍ପତି ଥାଇ ମଧ୍ୟ ଆଜି ନିଜ ଗାଁ କ୍ଷେତ ରେ ଏକ ସାଧାରଣ ଚାଷୀ ଭଳି କାମ କରିଥାନ୍ତି। ଏହା ସହ ସେ ବହୁତ ପଶୁ ମଧ୍ୟ ପାଳୁଛନ୍ତି। ଧର୍ମେନ୍ଦ୍ର ବହୁତ ସରଳ ଜୀବନ ଯାପନ କରିଥାନ୍ତି। ଓ ସେ ନିଜର ଷ୍ଟାରଦମ କୁ ନେଇ କେବେ ବି ଗର୍ବ କରି ନାହାନ୍ତି।

୪) ଅକ୍ଷୟ କୁମାର:- ବଲିଉଡ ର ଖିଲାଡ଼ି ଅକ୍ଷୟ କୁମାର ମଧ୍ୟ ଫିଲ୍ମ ଦୁନିଆ ର ଏକ ଜଣାଶୁଣା ଷ୍ଟାର ଅଟନ୍ତି। ସେ କୌଣସି କଥା ପାଇଁ ଟିକେ ହେଲେ ବି ଗର୍ବ କରି ନଥାନ୍ତି। ଅକ୍ଷୟ ବହୁତ ଥର ଦେଶ କୁ ରକ୍ଷା କରୁଥିବା ଯବାନ ମାନଙ୍କର ସାହାଜ୍ଯ କରିଥାନ୍ତି। ସେ ମଧ୍ୟ ଏକ ସାଧାରଣ ବ୍ୟକ୍ତି ଭଳି ଜୀବନ ଅତିବାହିତ କରିଥାନ୍ତି।

୫) ସନି ଦେଓଲ:- ସନି ଦେଓଲ ଙ୍କୁ ବଲିଉଡ ଫିଲ୍ମ ର ଆକ୍ସନ ହୀରୋ ବୋଲି ମାନା ଯାଇଥାଏ। ସନି ଆଜିକ ଦିନ ରେ କେତେ କୋଟି ସମ୍ପତି ର ମାଲିକ ଅଟନ୍ତି। କିନ୍ତୁ ସନି ନିଜ ଗାଁ ରେ ରହି ଏକ ସାଧାରଣ ମନ୍ୟୁଷ ଭଳି ଜୀବନ ଅତିବାହିତ କରୁଛନ୍ତି। ସନି ଦେଓଲ ବଲିଉଡ ର ସବୁ ସୁପରଷ୍ଟାର ଙ୍କ ମଧ୍ୟରୁ ଏକ ଅଟନ୍ତି। ଖାଇବା, ପିଇବା ଓ ରହିବା ମାମଲା ରେ ସନି ଦେଓଲ ବହୁତ ଦେଶୀ ଅଟନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।