କିପରି ଗୋଟିଏ ଫଟୋ ବଦଳାଇ ଦେଇଥିଲା Kriti Sanon ଙ୍କ ପୁରା ଜୀବନ ? ପଢନ୍ତୁ Bollywood ହିରୋଇନ Kriti Sanon ଙ୍କ Biography

କ୍ରିତି ସାନୋନ ଜଣେ ଇଞ୍ଜିନିଅର ହେବା ପାଇଁ ଚାହୁଥିଲେ କିନ୍ତୁ ସେ ହୋଇଗଲେ ଏକ ଅଭିନେତ୍ରୀ । କିନ୍ତୁ ହଠାତ ତାଙ୍କ ଜୀବନରେ କିଛି ପରିବର୍ତନ ଆସିଲା କେବଳ ଏକ ଫୋଟୋ ଯୋଗୁଁ । ଆମେ ଆପଣଙ୍କ୍ନୁ କହିବାକୁ ଯାଉଛୁ କ୍ରିତି ସାନୋନିଙ୍କ ବିଷୟରେ । ଯିଏକି ତାଙ୍କର ସୁନ୍ଦର, ଷ୍ଟାଇଲ ଓ ଅଭିନୟ ଦ୍ଵାରା ବହୁତ ଲୋକଙ୍କର ମନ ମୋହୀ ଛନ୍ତି ।

ସେ ତାଙ୍କ ଅଭିନୟ କ୍ଯାରିୟର ରେ ବହୁତ ଭଲ ଅଭିନୟ କରି ଓ ବହୁତ କମ ସମୟ ଭିତରେ ସେ ତାଙ୍କର ଏକ ବଡ ପରିଚୟ କରି ପାରିଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି । ଯେଉଁ ସମୟରେ ତାଙ୍କ ମାତା ଓ ପିତା ଦିଲ୍ଲୀରେ ରହୁଥିଲେ ସେହି ସମୟରେ କ୍ରିତି ଏକ ପଞ୍ଜାବୀଙ୍କ ଘରେ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ କହିବାକୁ ଗଲେ ତାଙ୍କ ପରିବାର ମଧ୍ୟରୁ କେହି ମଧ୍ୟ ଚଳଚିତ୍ର ଜଗତରେ ଅଭିନୟ କରୁନଥିଲେ ।

ତାଙ୍କ ମାତା ଦିଲ୍ଲୀରେ ଏକ ପ୍ରୋଫେସର ଅଟନ୍ତି ଓ ତାଙ୍କ ବାପା ଜଣେ ସିଓ ଅଟନ୍ତି । କୃତିଙ୍କ ପରି ତାଙ୍କ ସାନ ଭଉଣୀ ମଧ୍ୟ ବହୁତ ସୁନ୍ଦର ଅଟନ୍ତି । ତାଙ୍କର ନାମ ହେଉଛି ନୁପୁର । କ୍ରିତି ସବୁ ବେଳେ ପଢାରେ ମନ ଦେଇଥାନ୍ତି । ସେ ଭଲ ପଢାରେ ସବୁ ବେଳେ ଆଗରେ ଥିଲେ । ତାନକ ଅଭିନୟ କ୍ଯାରିୟର ସେହି ସମୟରେ ଆରମ୍ଭ ହୋଇଥିଲା ଯେଉଁ ସମୟରେ ସେ ଇଞ୍ଜିନିୟର ପାଠ ପଢିବା ପାଇଁ ସେ ନାମ ଦାଖଲ କରିଥିଲେ ।

କୌଣସି ଏକ ସ୍ଥାନକୁ ତାଙ୍କ ଭଉଣୀଙ୍କା ସହ ସେ ବୁଲିବାକୁ ଯାଇଥିଲେ ସେହିଠାରେ ତାଙ୍କ ଭଉଣୀ ଏକ ଫୋଟୋ ଉଠାଇ ଥିଲେ । କ୍ରିତି ସେହି ଫୋଟୋରେ ବହୁତ ସୁନ୍ଦର ଦେଖା ଯାଉଥିଲେ । ସେହି ସମୟରେ ତାଙ୍କର ଏକ ସାଙ୍ଗ ମଜାକରେ କହିଥିଲେ ତମେ ମଡେଲରେ ଯିବା ପାଇଁ ଚେଷ୍ଟା କରିବା ନିହାତି ଦରକାର । ଯାହା ଦ୍ଵାରା ତାଙ୍କ ଭଉଣୀ ଏକ ୱେବ୍ସାଇଟରେ ଛାଡିଥିଲେ ଯେଉଥିରେ କି ପ୍ରତିଯୋଗିତା ହେଉଥିଲା ।

ସେ ଏହି ପ୍ରତିଯୋଗିତା ଜିତି ଯାଇଥିଲେ । ତାଙ୍କୁ ଏକ ପୁରସ୍କାର ମିଳିଥିଲା ଓ ତାଙ୍କୁ ଫେମସ ଫେସନ ବଲିଉଡ ଅଭିନତା ଟପୁରନାନୀ ଏକ ଚରିତ୍ର କରିବାକୁ ସୁଯୋଗ ମିଳିଲା । ତାଙ୍କୁ ଏକ ବହୁତ ଜଣାଶୁଣା ମଡେଲ ଆଜେନ୍ସିଙ୍କ ସହ ସେ ଗୋଟିଏ ବର୍ଷ କାମ କରିଛନ୍ତି । ଏହାପରେ ଟାପୁ ରତନାନୀ ଉଠାଇଥିବା ଫୋଟୋ ଦ୍ଵାରା ତାଙ୍କୁ ବହୁତ ଗୁଡିଏ ବିଜ୍ଞାପନ କରିବା ପାଇଁ ସୁଯୋଗ ମିଳିଲା ଓ ଏହାପରେ ସେ ତାଙ୍କ ପାଠ ପଢା ସାରି ୨୦୦୯ ମସିହାରେ ସେ ମଡେଲିଙ୍ଗ କରିବା ଆରମ୍ଭ କରିଥିଲେ ।

ଭାରତରେ ବହୁତ ଗୁଡିଏ ଜାଗାରେ ବହୁତ ନାମୀ ଦାମୀ ଜାଗାରେ ତାଙ୍କୁ ମଡେଲିଙ୍ଗ କରିବା ପାଇଁ ସୁଯୋଗ ମିଳିଲା । ଏହା ପରେ ତାଙ୍କ ପାଖକୁ ଦୁଇଟି ଚାକିରି କରିବା ପାଇଁ ମଧ୍ୟ ସୁଯୋଗ ଆସିଥିଲା ହେଲେ ସେ ଚାକିରି କରିବେ ନାହିଁ ବୋଲି ମନରେ ସ୍ତିର କରିଥିଲେ । ଏହାପରେ ତାଙ୍କୁ ଭିଭେଲ, ଅମୂଲ ଓ ହିମାଳୟ ଭଳି ବହୁତ ବଡ ବିଦ୍ୟାପନ କରିବାର ଦେଖାଗଲା ।

ଏହା ପରେ ସେ ଏକ ପେଷ୍ଟ ବିଜ୍ଞାପନ କରି ସେ ବହୁତ ଫେମସ ହୋଇଥିଲେ । ଯାହା ଦ୍ଵାରା ସେ ମଡେଲିଙ୍ଗରେ ବହୁତ ଜଣାଶୁଣା ହୋଇଥିଲେ । ଏହାର କିଛି ଦିନ ଭିତରେ ସେ ଚଳଚିତ୍ରରେ ଅଭିନୟ କରିବା ପାଇଁ ଇଛା ରଖିଥିଲେ ଓ ସେ ଏକ ତେଲୁଗୁ ଚଳଚିତ୍ରରେ ଅଭିନୟ ମଧ୍ୟ କରିଥିଲେ । ସେହି ଚଳଚିତ୍ରରେ ମହେଶ ଅଭିନୟ କରିଥିଲେ ।  ତାଙ୍କର ଥିବା ହୀରୋପନ୍ତି ଚଳଚିତ୍ରରୁ ସେ ବହୁତ ଫେମସ ହୋଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।