57 ବର୍ଷ ବୟସରେ ଖୁବ ଚର୍ଚ୍ଚାରେ ଥିଲେ Sunny Deol, ନିଜ ଠାରୁ 38 ବର୍ଷା ସାନ ଏହି Actress ଙ୍କ ସହିତ ନିଜର ହୋସ ହରାଇ ବସିଥିଲେ

ହିନ୍ଦୀ ସିନେମାରେ ଅଭିନେତ୍ରୀଙ୍କ ତୁଳନାରେ ଅଭିନେତା ମାନଙ୍କ କ୍ଯାରିଅର ଅଧିକ ଲମ୍ବା ଚାଲେ । ଗୋଟିଏ ବୟସ ପରେ ଯେତେବେଳେ ଅଭିନେତ୍ରୀମାନେ ଅଭିନେତ୍ରୀଙ୍କୁ ଫିଲ୍ମ ମିଳିବା ବନ୍ଦ ହୋଇଯାଏ, ଅଭିନେତା ମାନେ ନିଜ ଝିଅ ସମାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରି ନିଅନ୍ତି ।

ସିଧା କଥା ହେଉଛି ବଲିଉଡରେ ଅଭିନେତାଙ୍କ ବୟସ ଯେତେ ଅଧିକ ହେଲେ ମଧ୍ୟ ଫରକ ପଡେ ନାହିଁ । ତେବେ ଏହି ସୂଚୀରେ ହିନ୍ଦୀ ସିନେମାର ଦିଗଜ ଅଭିନେତା ସନି ଦେଓଲଙ୍କ ନାମ ମଧ୍ୟ ସାମିଲ ଅଛି । ସନି ଦେଓଲ ବଲିଉଡର ଜଣେ ସିନିୟର ଅଭିନେତା । ସେ 80 ଓ 90 ଦଶକରେ ଅନେକ ସୁପରହିଟ ଫିଲ୍ମ ଗୁଡିକରେ କାର୍ଯ୍ୟ କରିଛନ୍ତି । ତାଙ୍କର ପ୍ରଥମ ଫିଲ୍ମ ‘ବେତାବ’ ୧୯୮୩ ମସିହାରେ ରିଲିଜ ହୋଇଥିଲା ଓ ହିଟ ମଧ୍ୟ ହୋଇଥିଲା । ସେହି ଫିଲ୍ମରେ ଅମୃତା ସିଂ ତାଙ୍କ ହିରୋଇନ ଥିଲେ ।

ସନି ଦେଓଲ ନିଜ ଲମ୍ବା କ୍ଯାରିଅରରେ ଆକ୍ସନ ଅବତାରରେ ଖୁବ ଧୁମ୍ ମଚାଇ ଥିଲେ । ନିଜ ସମୟର ପ୍ରାୟ ସବୁ ହିରୋଇନଙ୍କ ସହ ସନି ଦେଓଲ କାମ କରିଛନ୍ତି । କିନ୍ତୁ ସନି ଦେଓଲ ସେତେବେଳେ ଅଧିକ ଚର୍ଚ୍ଚାରେ ରହିଲେ ଯେତେବେଳେ ନିଜ ଠାରୁ ୩୮ ବର୍ଷ ସାନ ହିରୋଇନ ସହ ବଡ ପରଦାରେ ରୋମାନ୍ସ କରିଥିଲେ । ସେ ବି ଜଣେ ଏପରି ଅଭିନେତ୍ରୀ ସହ ଯାହାଙ୍କ ବୟସ ମାତ୍ର ୧୯ ବର୍ଷ ଥିଲା ଓ ବଲିଉଡରେ ବିଲକୁଲ ନୂଆ ଥିଲେ । ତେବେ ଆମେ ଯେଉଁ ହିରୋଇନଙ୍କ ବିଷୟରେ କହୁଛୁ ସେ ହେଉଛନ୍ତି ଉର୍ବଶୀ ରାଉତେଲା ।

ଉର୍ବଶୀ ଓ ସନି ଦେଓଲ ୨୦୧୩ ମସିହାରେ ‘ସିଂହ ସାବ ଦି ଗ୍ରେଟ’ ଫିଲ୍ମରେ ଏକାଠି କାମ କରିଥିଲେ । ସେଥିରେ ଏହି ଦୁଇ କଳାକାର ମୁଖ୍ୟ ଭୂମିକାରେ ଥିଲେ । ଖାସ କଥା ହେଉଛି ସନି ଦେଓଲଙ୍କ ବୟସ ୫୭ ହୋଇଥିବା ବେଳେ ଉର୍ବଶୀ ମାତ୍ର ୧୯ ବର୍ଷ ବୟସର ଥିଲେ । ଏହି ଦୁହିଁଙ୍କ ମଧ୍ୟରେ ପ୍ରାୟ ୩୮ ବର୍ଷର ଫରକ ଥିଲା । ଫିଲ୍ମ ଦୁନିଆକୁ ପାଣି ପିଆଇ ଦେଉଥିବା ସନି ଦେଓଲ, ଉର୍ବଶୀଙ୍କ ସହ ଗୋଟିଏ ସିନ୍ କରିବା ପାଇଁ ପାଣି ପିଇ ପକାଇ ଥିଲେ ।

ସେହି ଫିଲ୍ମରେ ସନି ଦେଓଲ ସରଣଜିତ ସିଂହ ଓ ଉର୍ବଶୀ ମିତ୍ରି ଚରିତ୍ରରେ ଅଭିନୟ କରିଥିଲେ । ସେମାନଙ୍କ ସହ ଫିଲ୍ମରେ ଅମୃତା ରାଓ ଓ ପ୍ରକାଶ ରାଜ ମଧ୍ୟ କମ କରିଥିଲେ । ଫିଲ୍ମରେ ସନି ଦେଓଲ ଓ ଉର୍ବଶୀଙ୍କ ମଧ୍ୟରେ ଏକ ବୋଲ୍ଡ ସିନ୍ ଦେଖିବାକୁ ମିଳିଥିଲା । ଯାହା ଦେଖିବା ଲୋକଙ୍କ ହୋସ ଉଡାଇ ଦେଇଥିଲା । ଏହା ପରେ ଏକ ସାକ୍ଷାତକାରରେ ସନି ଦେଓଲ କହିଥିଲେ କି ଉର୍ବଶୀଙ୍କ ସହ ଏହି ସିନ୍ ଦେଲା ବେଳେ ତାଙ୍କର ଝାଳ ବୋହି ପଡିଥିଲା ।

ସନିଙ୍କ କହିବ ମୁତାବିକ। ଏହି ସିନ୍ ପାଇଁ ଅନେକ ଥର ରିଟେକ ହୋଇଥିଲା ଓ ତ ପରେ ହିଁ ଫାଇନାଲ ସିନ୍ ମିଳି ପାରିଥିଲା । ତେବେ ଏହି ଫିଲ୍ମ ‘ସିଂହ ସାବ ଦି ଗ୍ରେଟ’ ରେ ସନି ଦେଓଲ ଓ ଉର୍ବଶୀଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖି ଫ୍ୟାନ୍ସ ହଇରାଣ ହୋଇ ଯାଇଥିଲେ । ସୋ-ସି-ଆ-ଲ ମି-ଡି-ଆ-ରେ ମଧ୍ୟ ଏହି ସିନ୍ ପାଇଁ ଦୁହେଁ ଖୁବ ବାଃ ବାଃ ଲୁଟିଥିଲେ । ଫିଲ୍ମଟି ସେମିତି କିଛି ଖାସ ଚାଲି ନ ଥିଲେ ମଧ୍ୟ, ସନି ଦେଓଲ ଓ ଉର୍ବଶୀଙ୍କ ଏହି ବୋଲ୍ଡ ସିନ୍ ଧୁମ୍ ମଚାଇ ଦେଇଥିଲା ।