ବିବାହିତ ହେବା ସତ୍ଵେ South ଇଣ୍ଡଷ୍ଟ୍ରି ର 5 ଜଣ ଫେମସ ଆକ୍ଟର ଙ୍କର ଏହି ହିରୋଇନ ମାନଙ୍କ ସହ ଥିଲା ଅଫେୟାର, ନାଁ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ଆପଣ ମାନେ ସମସ୍ତେ ଜାଣିଥିବେ କି ଅଭିନୟ ଦୁନିଆରେ  ବଲିଉଡ ହେଉ କି ହଲିଉଡ ହେଉ କି ଟଲିଉଡ ହେଉ ସବୁ ଅଭିନୟ ଦୁନିଆରେ କିଛି ନା କିଛି ହେଉଥାଏ । ଆଜିକାର ଏହି ଦୁନିଆରେ କେତେବେଳେ କାହାର ସମ୍ପର୍କ ହୁଏ ତ କେବେ କାହାର ଭାଙ୍ଗିଥାଏ । ଆଜି ଆସନ୍ତୁ ଜାଣିବା କିଛି ଏହି ଅଭିନୟ ଦୁନିଆରେ କିଛି ଅଭିନେତା ବିବାହିତ ହେବା ପରେ ବି ତାଙ୍କର ଚାଲିଥିବା ବିବାହ ଆଫେୟାର୍ସ ବିଷୟରେ ।

୧ – କମଲ ହାସନ

ବଲିଉଡ ର ପ୍ରସିଦ୍ଧ ଅଭିନେତା କମଳ ହାସନ ପ୍ରଥମେ ବାଣୀ ଗଣପତିଙ୍କ ସହ ବିବାହ କରିଥିଲେ । ବିବାହ ସତ୍ବେ ସେ ଏହି ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ସାରିକାକୁ ଭଲ ପାଇ ୧୯୮୮ ରେ ବିବାହ କରିଥିଲେ । ଏମାନାଙ୍କର ଦୁଇଟି ଝିଅ ହୋଇଥିବା ସତ୍ବେ ବି ପୁଣି ଏହି ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଗୌତମୀଙ୍କ ସହ ସମ୍ପର୍କ ରଖିଥିଲେ ଏଥିପାଇଁ କମଳ ହାସନଙ୍କର ସାରିକା ସହ ସମ୍ପର୍କ ବିଚ୍ଛିର୍ଣ୍ଣ ହୋଇଯାଇଥିଲା ।

୨ – ପ୍ରଭୁ ଦେବା

କୋରିଆ ଗ୍ରାଫର ପ୍ରଭୁ ଦେବା ନିଜ ସ୍ତ୍ରୀ କୁ ୨୦୧୦ ରେ ତଲାକ ଦେଇଥିଲେ କାରଣ ତାଙ୍କର ଟଲିଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ନନତାରା ସହ ୨୦୧୦ ରେ ଆଫେୟାର୍ସ ଥିଲା କିନ୍ତୁ ତାଙ୍କ ସହ ୨୦୧୨ ରେ ସମ୍ପର୍କ ଛିର୍ଣ୍ଣ ହୋଇଥିଲା ।

୩ – ଧନୁଷ

ଧନୁସ ରଜନୀକାନ୍ତଙ୍କ ଝିଅ ଐଶ୍ଵର୍ୟ୍ୟା ସହ ୨୦୦୪ ରେ ବିବାହ ହୋଇଥିଲା । ବିବାହ ସତ୍ବେ ଧନୁସ ସ୍ରୁତି ହାସନଙ୍କ ସହ ସମ୍ପର୍କ ରଖିଥିଲେ । ଏହି କଥା ଐଶ୍ଵର୍ୟ୍ୟା ଙ୍କୁ ଜଣାପଡିବା ପରେ ଧନୁସ ନିଜର ବୈବାହିକ ଜୀବନର ସୁରକ୍ଷା ପାଇଁ ଶ୍ରୁତିଙ୍କୁ ଛାଡି ଦେଇଥିଲେ ।

୪ – ନାଗାର୍ଜୁନ

ନାଗାର୍ଜୁନ ସାଉଥ ଇଣ୍ଡଷ୍ଟ୍ରିର ଜେନ ପ୍ରସିଦ୍ଧ ଅଭିନେତା ଅଟନ୍ତି । ସେ ଟଲିଉଡ ସହ ବଲିଉଡ ଫିଲ୍ମରେ ବହୁତ ହିଟ ଫିଲ୍ମ କରିଛନ୍ତି । ତାଙ୍କର ବଲିଉଡ ଅଭିନେତ୍ରୀ ତବୁଙ୍କ ସହ ଆଫେୟାର୍ସ ଥିଲା । ସେ ତା ପୂର୍ବରୁ ଆମଲାଙ୍କ ସହ ବିବାହ କରିଥିଲେ ଓ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଥିଲା । ନାଗାର୍ଜୁନଙ୍କର  ଏହି ଆଫେୟାର୍ସ ବିଷୟରେ ଯେତେବେଳେ ତାଙ୍କ ସ୍ତ୍ରୀ କୁ ଜଣା ପଡିଲା ନାଗାର୍ଜୁନ ନିଜ ବୈବାହିକ ଜୀବନକୁ ରକ୍ଷା କରିବା ପାଇଁ ତବୁଙ୍କ ସଙ୍ଗତ ଛାଡିଦେଲେ ।

୫ – ରାମ ଚରଣ

ରାମ ଚରଣ ସାଉଥ ଫିଲ୍ମ ଇଣ୍ଡସଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତା ଅଟନ୍ତି । ସେ ୨୦୦୭ ରେ ଫିଲ୍ମ ଚିରୁଥା ରେ ଅଭିନୟ ର ସୁଯୋଗ ମିଳିଥିଲା । ଏହି ଫିଲ୍ମ ରେ ଅଭନେତ୍ରି ନେହା ଶର୍ମା  ସହ ଫିଲ୍ମ କରିବାର ସୁଯୋଗ ମିଳିଥିଲା । ଏହି ଦୁଇଜଣ ଏକା ସହ ମିଶି କାମ କରିବା ରୁ ଦୁହିଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ହୋଇଥିଲା । ଦୁହେଁ ଦୁହିଙ୍କୁ ବହୁତ ସମୟ ଧରି ଭଲ ପାଇବା ପରେ ରାମ ଚରଣ ଉପାସନା କାମିନି ସହ ବିବାହ କରିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ