ଚଉଠି ରାତିରେ ଖାଲି ପେଟରେ ନବ ବିବାହିତ ସ୍ତ୍ରୀ ସହିତ ଶୋଇବାକୁ ଗଲା ସ୍ଵାମୀ, ସକାଳେ ସେଜ ଉପରେ ଯାହା ଦେଖିବାକୁ ମିଳିଲା ଏମିତି କିଛି…ଶୁଣିଲେ ଆପଣଙ୍କ ମୁଣ୍ଡ କାମ ଦେବନି

ବିବାହ ସବୁ ବ୍ୟକ୍ତି ପାଇଁ ଏକ ଖାସ ଦିନ ହୋଇଥାଏ । ଏହି ଦିନର ଅପେକ୍ଷା ସବୁ ବ୍ୟକ୍ତି ମାନେ କରିଥାନ୍ତି । ଏପରି କୁହାଯାଏ ଯେ ବିବାହ ପରେ ଆପଣଙ୍କ ଦୁନିଆ ପୂରାପୂରି ବଦଳି ଯାଏ । ଅନ୍ୟ କ୍ଷେତ୍ରରେ କହିବାକୁ ଗଲେ ମଣିଷର ବିବାହ ପରେ ତା ଜୀବନରେ ମଧ୍ୟ ନୂଆ ପରିବର୍ତ୍ତନ ଆସିଥାଏ ।

କିନ୍ତୁ ଯେତେବେଳେ ବିବାହ ପରେ ଆପଣଙ୍କ ଜୀବନ ଆରମ୍ଭ ହେବା ବଦଳରେ ଶେଷ ହୋଇଯାଏ ତେବେ ତା ପରେ କଣ ହେବ । ଏମିତି ସମୟ କେହି ବି ଭାବି ନ ଥିବେ । ଏମିତି ଏକ ଘଟଣା ଜଣେ ଯୁବକଙ୍କ ସହ ଘଟିଛି । ଶେଷ ଥର ପାଇଁ ସେହି ଯୁବକ ଜଣଙ୍କୁ ନିଜ ସ୍ତ୍ରୀ ସହ ରୁମରେ ଶୋଇବାର ଦେଖା ଯାଇଥିଲା । କିନ୍ତୁ ଯେତେବେଳେ ସକାଳ ହୋଇଥିଲା ସେତେବେଳେ ଯୁବକ ଜଣକ ମୃ-ତ ଅବସ୍ଥାରେ ଥିଲେ । ଆସନ୍ତୁ ଜଣାଇବା ଏହି ଘଟଣାର ପୁରା ସତ୍ୟତା କଣ ରହିଛି ।

ସୂଚନା ଅନୁସାରେ ଏହି ଘଟଣାଟି ବିହାରର ମଥୁରାପୁର ଗାଁର ଅଟେ । ଏହି ଗାଁ ରେ ଅମୃତ ଶର୍ମା ନାମକ ବ୍ୟକ୍ତିଙ୍କର ପୁଷ୍ପ ଦେବୀ ମହିଳାଙ୍କ ସହ ବିବାହ ହୋଇଥିଲା । ଏହି ବିବାହ ପ୍ରେମ ମ୍ୟାରେଜ ଥିଲା । ଅମୃତ ଓ ପୁଷ୍ପ ଦୁହେଁ ପରସ୍ପରକୁ ବହୁତ ପ୍ରେମ କରୁଥିଲେ । ଅନେକ ସମୟରେ ଦୁହେଁ ଲୁଚି କରି ପରସ୍ପରକୁ ସାକ୍ଷାତ କରୁଥିଲେ । କିନ୍ତୁ ଦୁହିଙ୍କର ଘର ଲୋକେ ଦୁହିଙ୍କ ପ୍ରେମର ବିରୁଦ୍ଧରେ ଥିଲେ । ଦୁହିଙ୍କର ଘର ଲୋକେ ବିବାହ ପାଇଁ ରାଜି ନ ଥିଲେ । ପରିବାର ଲୋକ ମାନେ ରାଜି ନ ହେବାରୁ ଦୁହେଁ ପଳାଇ ଯାଇ ମନ୍ଦିରରେ ବିବାହ କରିଥିଲେ ।

ବିବାହ ପରେ ଦୁହେଁ ଭଡା ଘର ନେଇ ରହିବାକୁ ଲାଗିଥିଲେ । ଅମୃତ ଓ ପୁଷ୍ପଙ୍କର ବିବାହକୁ ମାତ୍ର ୪ ଦିନ ହୋଇଥିଲା । କିନ୍ତୁ ଅମୃତ ନିଜ ବେଡରେ ମୃ-ତ ଅବସ୍ଥାରେ ମିଳିଥିଲେ । ଅମୃତଙ୍କର ମୃ-ତ୍ୟୁ ପରେ ତାଙ୍କ ପରିବାର ଲୋକେ ପୁଷ୍ପାଙ୍କ ଉପରେ ହ-ତ୍ୟାର ଅଭିଯୋଗ କରିଥିଲେ । ଅମୃତଙ୍କର ପିତାଙ୍କ କହିବା ଅନୁସାରେ ତାଙ୍କ ପୁଅ ଦୁଇ ଦିନ ତଳେ ଘରେ ଥିଲା । କିନ୍ତୁ ପୁଷ୍ପା ଅମୃତଙ୍କୁ ଫୋନ କରି ଡ଼ାକିଥିଲେ ଓ ଏହା ପରେ ଏଭଳି ଘଟଣା ଘଟିଛି ।

ଘର ଲୋକଙ୍କ କହିବା ଅନୁସାରେ ପୋଲିସ ପୁଷ୍ପାଙ୍କୁ ଆରେଷ୍ଟ କରିଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ ଏ ଯାଏଁ କୌଣସି ପ୍ରମାଣ ମିଳି ନାହି । ମୃ-ତ-କ ଅମୃତଙ୍କର ସ୍ତ୍ରୀ ପୁଷ୍ପାଙ୍କର କହିବା ଅନୁଯାୟୀ ଦୁହେଁ ରାତିରେ କିଛି ନ ଖାଇ ଉପାସରେ ଶୋଇ ପଡିଥିଲେ । ଯେତେବଳେ ସକାଳ ହୋଇଥିଲା ତାଙ୍କ ସ୍ଵାମୀ ମୃ-ତ ଅବସ୍ଥାରେ ପଡିଥିଲେ ବୋଲି ପୁଷ୍ପା ନିଜ ମତରେ କହିଛନ୍ତି ।

ଏହି ଘଟଣାକୁ ଶୁଣିବା ପରେ ଅମୃତଙ୍କ ଘର ଆଗରେ ଅନେକ ଲୋକ ମାନେ ଭିଡ ଜମାଇବା ସହ ପୁଷ୍ପାଙ୍କ ବିରୁଦ୍ଧରେ କଥା ହେଉଛନ୍ତି । ପୋଲିସ ମଧ୍ୟ ଏହି ଘଟଣାର ପୁରା ସତ ଜାଣିବାକୁ ଯାଞ୍ଚ ପରତାଳ କରୁଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ