ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଇମୋଜି ଓ ଜାଣନ୍ତୁ କେତେ ରହୁଛି ଆପଣଙ୍କର ଲଭ ପରସେନ୍ଟଜ – Love Quiz Game

ଜୀବନରେ ବହୁତ ବ୍ୟକ୍ତି ପ୍ରେମ କରିଥାନ୍ତି । କିନ୍ତୁ ସବୁ ବ୍ୟକ୍ତି ମାନଙ୍କୁ ସେମାନଙ୍କର ପ୍ରେମ ସହଜ ରେ ମିଳେ ନାହିଁ । କିଛି ବ୍ୟକ୍ତି ଅଛନ୍ତି ତାଙ୍କୁ ତାଙ୍କର ପ୍ରେମ ଅତି ସହଜରେ ମିଳିଯାଇଥାଏ । ଏହି ପ୍ରେମ ଟିକକ ପାଇଁ ବ୍ୟକ୍ତି କିଛି ବି କରି ପାରେ । ଏମିତିକି ନିଜର ଜୀବନ ଦେଇ ପାରେ ତ କାହାର ଜୀବନ ନେବାକୁ ବି ପଛାଏ ନାହିଁ । ତେବେ ଆଜି ଆସନ୍ତୁ ଜାଣିବା ଆପଣଙ୍କ ପ୍ରେମର ପ୍ରତିଶତ କେତେ ଅଛି ।

ଆପଣ ପସନ୍ଦ କରନ୍ତୁ ଏହି ଚିତ୍ର ମାନଙ୍କ ମଧ୍ୟରୁ ଗୋଟିଏ ଆଉ ଜାଣନ୍ତୁ ଆପଣଙ୍କର ପ୍ରେମର ମାତ୍ରା ବା ପର୍ସେଣ୍ଟେଜ ।

୧ – ଆପଣ ଯଦି ପ୍ରଥମ ଚିତ୍ରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପ୍ରେମର ମାତ୍ରା ୫୦ ରୁ ୬୦ ପ୍ରତିଶତ ଅଟେ । ଆପଣ ଦେଖିବାକୁ ବହୁତ ସୁନ୍ଦର, ଆକର୍ଷକ ଓ ସମସ୍ତଙ୍କର ମନମୋହିଲା ଭଳି ବ୍ୟକ୍ତି ଅଟନ୍ତି । ଯିଏ ଆପଣଙ୍କ ସହିତ ଥରେ ଟିଏ ମିସିଥାନ୍ତି ସେ ଜୀବନରେ ଆପଣଙ୍କୁ କେବେ ବି ଭୁଲି ପାରନ୍ତି ନାହିଁ ।

୨ – ଆପଣ ଯଦି ଦ୍ଵିତୀୟ ଚିତ୍ରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପ୍ରେମର ମାତ୍ରା ୯୦ ରୁ ୧୦୦ ପ୍ରତିଶତ ଅଟେ । ଆପଣ ପ୍ରାୟତଃ ଅଧିକ ଗପିବାକୁ ଭଲ ପାଆନ୍ତି । ଏବଂ ସର୍ବଦା କାହା ସହିତ ରହିବାକୁ ଓ ଖୁସିରେ ରହିବାକୁ ପସନ୍ଦ କରିଥାନ୍ତି ।

୩ – ଆପଣ ଯଦି ତୃତୀୟ ଚିତ୍ରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପ୍ରେମର ମାତ୍ରା ୫୦ ପ୍ରତିଶତରୁ କମ ଅଟେ । ପବିତ୍ର ସ୍ଵଭାବ ସମ୍ପର୍ଣ ବ୍ୟକ୍ତି ହୋଇଥିବାରୁ ଆପଣ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । କିନ୍ତୁ ଆପଣଙ୍କ କ୍ରୋଧ ସ୍ଵଭାବ ମଧ୍ୟ ଅଧିକ ରହିଥାଏ ।

୪ – ଆପଣ ଯଦି ଚତୁର୍ଥ ଚିତ୍ରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପ୍ରେମର ମାତ୍ରା ୬୦ ରୁ ୭୦ ପ୍ରତିଶତ ଅଟେ । ଜୀବନରେ ଚାଲୁଥିବା ଉଚ୍ଚ ନୀଚ ଅବସ୍ଥା କାରଣରୁ ପ୍ରାୟତଃ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ନ ଦେବାର ଆପଣ ଅନୁଭବ କରିବେ ।

 

୫ – ଆପଣ ଯଦି ପଞ୍ଚମ ଚିତ୍ରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପ୍ରେମ ର ମାତ୍ରା ୭୦ ରୁ ୮୦ ପ୍ରତିଶତ ଅଟେ । ଆପଣଙ୍କ ହୃଦୟ ସମ୍ପୂର୍ଣ ଭାବେ ସଫା ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।