ସ୍ତ୍ରୀ ର ପାଦ ଦେଖି ଜାଣନ୍ତୁ ତାଙ୍କର ମନର କଥା – Samudra Shastra

ସାମୁଦ୍ରିକ ଶାସ୍ତ୍ରରେ ବ୍ୟକ୍ତିର ଶରୀରର ଅଙ୍ଗ ଓ ଶରୀରର ସରଞ୍ଚନା ଆଧାରରେ ତାହାର ସ୍ଵଭାବ ବିଷୟରେ କୁହାଯାଇଛି । ଶରୀରର ସରଞ୍ଚନା ଠାରୁ ନେଇ ଶରୀରର ଉପରେ ଅଂସରେ ଥିବା କିଛି ଚିହ୍ନ ଦ୍ଵାରା ବି ବ୍ୟକ୍ତିର ଗୁଣ ଓ ସ୍ଵଭାବ ବିଷୟରେ ଜାଣି ହେବ । ଏହା ଛଡା କୌଣସି ଅଙ୍ଗର ସରଞ୍ଚନା ରୂପ ରଙ୍ଗ ଓ ଜନ୍ମ ଡାଗା ଦ୍ଵାରା ଭବିଷ୍ୟତ ବିଷୟରେ ଜାଣି ହେବ । ଏହି ସବୁ ଜିନିଷ କେମିତି ହୋଇଥିବ ଓ ତାହାର ପ୍ରତିଭା କଣ ଥିବ । ଏଥିରେ ଗୋଡର ସରଞ୍ଚନା ବି ସାମିଲ ଅଛି ।

ଝିଅମାନଙ୍କର ଆଖି ଠାରୁ ନେଇ ତାଙ୍କର ଚାଲି ଚଳଣିରୁ ତାଙ୍କର ସ୍ଵଭାବ ବିଷୟରେ ଜାଣି ହୋଇଯିବ । ଏମିତିରେ ଆଜି ଆମେ ଆପଣଙ୍କୁ ଝିଅମାନଙ୍କର ଗୋଡର ସରଞ୍ଚନା ଆଧାରରେ ତାଙ୍କର ସ୍ଵଭାବ ବିଷୟରେ ଜାଣିବା ।

ଚଉଡା ଗୋଡ ଥିବା ଝିଅ

ଯେଉଁ ଝିଅମାନଙ୍କର ଗୋଡ ବହୁତ ଅଧିକ ଚଉଡା ଥାଏ ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଚଉଡା ଗୋଡ ଥିବା ବାଲା ଝିଅ ଓ ମହିଳାମାନଙ୍କୁ ଆପଣ ଟାଇମ ପାସ କରୁଥିବାର ଦେଖିବେ ନାହିଁ ଅଥବା ସେମାନେ ସବୁବେଳେ କାମରେ ବ୍ୟସ୍ତ ରହିବାକୁ ଚାହାନ୍ତି । ଏମାନେ ସବୁ କାମକୁ ଆଗକୁ ଆସି କରିବାକୁ ପସନ୍ଦ କରନ୍ତି ।

ଖାଲି ପାଦ ବାଲା ଝିଅ

ଯେଉଁ ଝିଅମାନଙ୍କର ପାଦର କିଛି ଅଂସ ଖାଲି ରହିଥାଏ ସେମାନେ ବୌଦ୍ଧିକ ହୋଇଥାନ୍ତି । ଏମାନେ ନିଜର ବୁଦ୍ଧି ଦ୍ଵାରା ଅଳ୍ପ ବୟସରେ ହିଁ ସଫଳତା ହାସଲ କରି ନିଅନ୍ତି । ଏହା ଛଡା ଏମାନେ ଖୋଲା ଆଖିରେ ସ୍ଵପ୍ନ ଦେଖୁଥିବା ଝିଅ ହୋଇଥାନ୍ତି ।

ଉଠିଥିବା ଗୋଡ ବାଲା ଝିଅ

ଯେଉଁ ଝିଅମାନଙ୍କର ଗୋଡ ଉଠି ହୋଇ ଥାଏ ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କର ଗୋଡର ଆକାର ଧନୁ ଆକାରରେ ହୋଇଥାଏ । ଏମାନେ ନିଜର ବୁଦ୍ଧି ଦ୍ଵାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦିଅନ୍ତି ।

ଛୋଟ ଗୋଡ ଥିବା ବାଲା ଝିଅ

ଛୋଟ ଗୋଡ ଥିବା ବାଲା ଝିଅ ସବୁବେଳେ ସମସ୍ତଙ୍କର ଆଦାରର ହୋଇ ରହିବାକୁ ଚାହାନ୍ତି । ଏମାନେ ଚାହାନ୍ତି କି ଲୋକମାନେ ତାଙ୍କର ଆଖପାଖରେ ବୁଲୁଥାନ୍ତୁ । ଏମାନେ ଜୀବନରେ ସବୁବେଳେ ଭଲ ଭଲ ଜିନିଷ ହାସଲ କରିବାକୁ ପସନ୍ଦ କରନ୍ତି । ଏମାନଙ୍କୁ କଷ୍ଟ ଓ ଦୁଃଖ ଦରକାର ନାହିଁ ।

ପ୍ଳେନ ଗୋଡ ଥିବା ବାଲା ଝିଅ

ଆପଣଙ୍କୁ କହିଦେଉଛୁ କି ସମାନ ଗୋଡ ଥିବା ବାଲା ଝିଅ ବନ୍ଧୁ ଓ ଲୋକମାନଙ୍କ ସହ ସମୟ ବିତାଇବାକୁ ପସନ୍ଦ କରନ୍ତି । ଏମାନଙ୍କୁ ଯାହା ମିଳିଗଲା ଏମାନେ ସେଥିରେ ଖୁସିରେ ରହିବାକୁ ପସନ୍ଦ କରନ୍ତି ।

ଯୋଡି ହୋଇ ଗୋଡ ଥିବା ବାଲା ଝିଅ

ଯଦି କୌଣସି ଝିଅର ଗୋଡର ଆଙ୍ଗୁଠି ଯୋଡି ହୋଇ ଅଛି ତେବେ ଏମାନେ ନିଜର ଆତ୍ମ ସମ୍ମାନ ପାଇଁ କିଛି କରିବାକୁ ପଛାନ୍ତି ନାହିଁ । ଏମାନେ ସବୁବେଳେ ହିଁ ନିଜର କ୍ୟାରିୟର ନାଁ ପରିଚୟକୁ ନେଇ ବହୁତ ଅଧିକ ଚିନ୍ତିତ ରହିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।