Tiger ଙ୍କୁ ମିଳିଗଲେ Baaghi 4 ର ନୂଆ ହିରୋଇନ, ବହୁତ ଜଲ୍ଦି ବଡ ପରଦାରେ କରିବେ ଧମାଲ

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ବଲିଉଡ ଅଭିନେତା ଟାଇଗର ସ୍ରଫ ମଧ୍ୟ ବାକି ଅଭିନେତା ଙ୍କ ପରି ହିଟ ଫିଲ୍ମ ସବୁ ଦେଇ ଚାଲିଛନ୍ତି । ଯେଉଁଥିରେ କି ହିରୋପନ୍ତି , ବାଗୀ ୨,ବାଗୀ ୩ ଆଦି ଫିଲ୍ମ ସାମିଲ ଅଛି । ତେବେ ବର୍ତ୍ତମାନ ଟାଇଗର ଙ୍କର ଆଗାମୀ ଫିଲ୍ମ ବାଗୀ ୪ କୁ ନେଇ କିଛି ଧମକା ଦାର ଖବର ସାମ୍ନା କୁ ଆସିଛି । ଖବର ଅନୁସାରେ ଆସୁଥିବା ଚଳଚ୍ଚିତ୍ର ବାଗୀ ୪ ରେ କିଏ ଅଭିନେତ୍ରୀ ହେବ ତାହା ନିର୍ଣ୍ଣୟ ହୋଇସାରିଛି । ତେବେ ଖବର ମୁତାବକ ବାଗୀ ୪ ର ଅଭିନେତ୍ରୀ ସାରା ଅଲ୍ଲୀ ଖାନ ବହେବାକୁ ଯାଉଛନ୍ତି ।

ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ଏହି ବାଗୀ ଚଳଚିତ୍ର ପୂର୍ବରୁ ସାରା ଙ୍କୁ ଟାଇଗର ଙ୍କ ସହ ହିରୋପନ୍ତି ୨ ଚଳଚ୍ଚିତ୍ର କରିବା ପାଇଁ ସୁଯୋଗ ଆସିଥିଲା କିନ୍ତୁ ସେତେବେଳେ ସାରା ଙ୍କର ଡ୍ରଗ କେସ ସମ୍ନା କୁ ଆସିବା ପରେ ସାରା ଙ୍କ ସ୍ଥାନ ରେ ତାରା ସୀତାରିଆ ଙ୍କୁ ଚୟନ କରାଯାଇଥିଲା । କିନ୍ତୁ ଡ଼ାଇରେକ୍ଟର କହିଥିଲେ କି ସାରା ଙ୍କୁ ସେ ତାଙ୍କର ଯେ କୌଣସି ଚଳଚ୍ଚିତ୍ର ରେ ନିଶ୍ଚିତ ଭାବରେ ନେବେ । ତେଣୁ ନିଜର ଶପଥ ବା ନିଜ କଥା ରଖିବାକୁ ଯାଇ ସାଜିଦ ନିଜ ଚଳଚ୍ଚିତ୍ର ରେ ସାରା ଙ୍କୁ ନେଇ ଯାଇଛନ୍ତି ।

ଏହା ସାଧାରଣ କଥା କି ସାରା ଏବଂ ଟାଇଗର ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛନ୍ତି । ତେଣୁ କରି ଏମାନଙ୍କ ଦୁଇଜଣଙ୍କ ପାଇଁ ଏହା ବହୁତ ଅଲଗା ହୋଇଥିବ । ତେବେ ଟାଇଗର ହିରୋପନ୍ତି ୨ ର ସୁଟିଂ ସାରିବା ପରେ ହିଁ ଅନ୍ୟ ଚଳଚ୍ଚିତ୍ର ଆରମ୍ଭ କରିବେ ।

ତେବେ ସେହି ଅନୁସାରେ ବାଗୀ ୪ ୨୦୨୨ ରେ ରିଲିଜ ହୋଇପାରେ । ତେବେ ଟାଇଗର ଙ୍କର “ଗଣପତି” ଚଳଚ୍ଚିତ୍ର ୨୦୨୧ ରେ ହିଁ ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ କି ଟାଇଗର ମୁମ୍ବାଇ ର ଗୋଟେ ଡ଼ନ ରୂପରେ ନଜର ରେ ଆସିବେ ।

ତେବେ ସାରା ଅଲି ଙ୍କ ବିଷୟରେ ଯଦି କଥା ହେବା ସେ ବର୍ତ୍ତମାନ ତାଙ୍କର “ଅତରଙ୍ଗୀ” ଚଳଚ୍ଚିତ୍ର ରେ ବ୍ୟସ୍ତ ଅଛନ୍ତି । ତେବେ ଦେଖାଯାଏ କି ୨୦୨୧ ରୁ ୨୦୨୨ ମଧ୍ୟରେ ଟାଇଗର ନିଜର ଫ୍ୟାନ ମାନଙ୍କୁ ଖୁସି କରିବା ପାଇଁ ଅନେକ ଫିଲ୍ମ ନେଇ କରି ଆସୁଛନ୍ତି ।

 

କିନ୍ତୁ ପ୍ରଥମ ଥର ପାଇଁ ସାରା ଏବଂ ଟାଇଗର ଙ୍କୁ ଏକାଠି ଦେଖି ଆପଣଙ୍କୁ କେମିତି ଲାଗିଲା ଆପଣ ନିଶ୍ଚିତ ଭାବରେ କହିବେ । ତେବେ ଆପଣ ମଧ୍ୟ ଏହି ସବୁ ଫିଲ୍ମ ଦେଖି ଆମକୁ ନିଶ୍ଚିତ ଭାବରେ ଜଣାଇବେ । ଟାଇଗର ଏବଂ ସାରା ଙ୍କ ଯୋଡି କୁ ଦେଖିବା ପାଇଁ ବର୍ତ୍ତମାନ ସମସ୍ତେ ଉତ୍ସାହିତ ଅଛନ୍ତି । ତେବେ ଏହାକୁ ଦେଖି ତାଙ୍କ ଫ୍ୟାନ ମାନେ ବହୁତ ଖୁସି ହେବାର ସମ୍ଭାବନା ଦେଖା ଯାଉଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।