ସ୍ଵାମୀଙ୍କ ପୂର୍ବରୁ ବୟଫ୍ରେଣ୍ଡ ଠାରୁ ପ୍ରେଗନେଣ୍ଟ ହେଇ ଯାଇଥିଲେ Bollywood ର 4 ଜଣ ହିରୋଇନ, ସତ ଜାଣିବା ପରେ ମଧ୍ୟ ସ୍ଵାମୀମାନେ ଧରିଲେ ହାତ

ସେହି ମହିଳା ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଯେଉଁମାନେ ମା ହେବାର ସୁଖ ପାଇଥାନ୍ତି, ଯେତେବେଳେ ଘରେ ପିଲାଟିଏ ଜନ୍ମ ହୋଇଥାଏ ସମସ୍ତେ ଖୁସି ମନେଇ ଥାଆନ୍ତି । ଏହି ସମୟରେ ଗୋଟିଏ ପିତାର ଖୁସି କହିଲେ ନ ସରେ । କିନ୍ତୁ ଟିକେ ଭାବନ୍ତୁ ଗୋଟିଏ ବାପା କୁ ସେତେବେଳେ କେମିତି ଲାଗିବ ଯେତେବେଳେ ସେ ଜାଣିବ କି ତା’ ସ୍ତ୍ରୀ ଆଗରୁ ମା’ ହେଇ ସାରିଛି, ସ୍ଵାଭାବିକ କଥା କି ତାକୁ ଖରାପ ଲାଗିବ, କିନ୍ତୁ ଏହା କେବଳ ନର୍ମାଲ ଲୋକଙ୍କ ସହିତ ହୋଇଥାଏ ସେଲିବ୍ରିଟିଙ୍କ ସହିତ ନୁହେଁ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବଲିଉଡରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ନ କରି ମଧ୍ୟ ବୟଫ୍ରେଣ୍ଡ ଠାରୁ ପ୍ରେଗ୍ନେଣ୍ଟ ହୋଇ ସାରିଛନ୍ତି । ଏହା ପରେ ମଧ୍ୟ ସେ ବହୁତ ବଡ ନାମୀ ଦାମୀ ଲୋକଙ୍କୁ ବିବାହ କରିଛନ୍ତି ଓ ସେମାନେ ମଧ୍ୟ ବହୁତ ଆନନ୍ଦରେ ନିଜ ଜୀବନ ବିତାଉଛନ୍ତି । ଆଶ୍ଚର୍ଯ଼୍ୟର କଥା ଏହା କି ସତ ଜାଣିବା ପରେ ମଧ୍ୟ ତାଙ୍କର ହେବାକୁ ଥିବା ସ୍ୱାମୀ ତାଙ୍କର ହାତ ଛାଡି ନଥିଲେ ।


୧. କୋଙ୍କଣା ସେନ ଶର୍ମା

ବଲିଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟେ ଫେମସ ଅଭିନେତ୍ରୀ ଅଟନ୍ତି କୋଙ୍କଣା ସେନ ଶର୍ମା, ଖବର ଅନୁସାରେ କୋଙ୍କଣା ରଣବିର ସୋରିଙ୍କ ସହ ବିବାହ ପୂର୍ବରୁ ଅନ୍ୟ ଜଣଙ୍କୁ ଡେଟ କରୁଥିଲେ ଓ ସେ ତାଙ୍କଠାରୁ ପ୍ରେଗ୍ନେଣ୍ଟ ମଧ୍ୟ ହୋଇ ଯାଇଥିଲେ । ତା ପରେ ସେ ରଣବିର ସୋରିଙ୍କୁ ଡେଟ କଲେ ଓ ତାଙ୍କଠୁ ମଧ୍ୟ ସେ ଗର୍ଭବତୀ ହୋଇ ଯାଇଥିଲେ । ତା ପରେ ଦୁହେଁ ବିବାହ କରିଥିଲେ । ଦୁହିଁଙ୍କର ଡିଭୋର୍ସ ହୋଇ ସାରିଲାଣି । ଏବେ କୋଙ୍କଣା ଏକୁଟିଆ ହିଁ ନିଜ ପୁଅର ଦେଖାଶୁଣା କରୁଛନ୍ତି ।

୨. ସେଲିନା ଜେଟଲୀ

ବିବାହ ପୂର୍ବରୁ ହିଁ ନିଜ ବୟଫ୍ରେଣ୍ଡ ଠାରୁ ପ୍ରେଗ୍ନେଣ୍ଟ ଥିଲେ ମିସ୍ ଇଣ୍ଡିଆ ସେଲିନା ଜେଟଲୀ । ଏଥିପାଇଁ ସେ ଅପରେସନ କରିବାର ସାହାରା ନେଇଥିଲେ , ଏହା ପରେ ସେ ପିଟର ହଗକୁ ଡେଟ କରିଥିଲେ ଓ ସେ ତାଙ୍କୁ ବିବାହ କରିଥିଲେ , ରିପୋର୍ଟରଙ୍କ ଅନୁଯାୟୀ ପିଟର ପ୍ରଥମରୁ ଶେଲିନା ପ୍ରେଗ୍ନେଣ୍ଟ ଅଛନ୍ତି ବୋଲି ଜାଣିଥିଲେ । ଏହା ପରେ ମଧ୍ୟ ସେ ଶେଲିନାଙ୍କ ସହ ବିବାହ କରିଥିଲେ , କହି ଦେଉଛୁ କି , ପିଟରଙ୍କର ଦୁବାଇରେ ହୋଟେଲର ବିଜନେସ ଅଛି , ସେଲିନା ଏବେ ନିଜ ସ୍ୱାମିଙ୍କ ସହ ଅବ୍ରାଡରେ ସେଟଲ ହୋଇ ଯାଇଛନ୍ତି ।

୩. ଅମୃତା ଅରୋରା

ଏବେ ନମ୍ୱର ବଲିଉଡର ଆକ୍ଟ୍ରେସ ଅମୃତା ଅରୋରାଙ୍କର । ଅମୃତା ଆକ୍ଟ୍ରେସ ମଲାଇକା ଅରୋଡାଙ୍କ ସାନ ଭଉଣୀ ଅଟନ୍ତି । ଅମୃତା ଅରୋଡା ବର୍ଷ 2009 ରେ ବିଜନେସ ମ୍ୟାନ ଶକିଲ ଲଦାକଙ୍କ ସହିତ ବିବାହ କରିଥିଲେ , ଖବର ଅନୁଯାୟୀ ଅମୃତାଙ୍କ ବିଷୟରେ କୁହାଯାଏ କି ସେ ବିବାହ ପୂର୍ବରୁ ପ୍ରେଗ୍ନେଣ୍ଟ ହୋଇ ଯାଇଥିଲେ । ବିବାହ ପରେ ସେ ତୁରନ୍ତ ଘୋଷଣା ମଧ୍ୟ କରି ଦେଇଥିଲେ କି ସେ ମା ହେବାକୁ ଯାଉଛନ୍ତି । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

୪. ସାରିକା

ଏମିତି ହିଁ କିଛି କାହାଣୀ ଅଟେ ଅଭିନେତ୍ରୀ ସାରିକାଙ୍କର , କମଲ ହାସନଙ୍କ ପ୍ରେମରେ ପଡ଼ିଲା ପୂର୍ବରୁ ସେ ଅନ୍ୟ ଜଣଙ୍କ ପିଲାର ମା ହୋଇ ସାରିଛନ୍ତି । କିନ୍ତୁ ପରିସ୍ଥିତିକୁ ଦେଖି କି ତାଙ୍କୁ ଅପରେସନର ସାହାରା ନେବାକୁ ପଡ଼ିଥିଲା ,ଏହି କଥା ଜାଣିବା ପରେ ମଧ୍ୟ କମଲ ହାସନ ତାଙ୍କ ସାଙ୍ଗରେ ବିବାହ ରଚାଇ ଥିଲେ ଓ ତାପରେ ଯାଇ ତାଙ୍କର ଦୁଇଟି ଝିଅ ହୋଇଥିଲା । ଖବର ଏହା ମଧ୍ୟ ଆସିଥିଲା କି ସାରିକା ବିବାହ ପୂର୍ବରୁ କମଲ ହାସନଙ୍କ ଠାରୁ ବି ଗର୍ଭବତୀ ହୋଇ ଯାଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।