ସୁନାର ଦାମ ପୁଣି ଥରେ କମିଲା, ଦେଖନ୍ତୁ କେତେ ଅଛି ଆଜି 28 ଅକ୍ଟୋବରର Gold rate

ସୁନାର ମୂଲ୍ୟ ଏତେ ଦ୍ରୁତ ଗତିରେ ବଢିଚାଲିଛି କି ଲୋକମାନେ ସୁନା କିଣିବାକୁ ସାହସ କରୁ ନାହାନ୍ତି । ସମସ୍ତଙ୍କୁ ସୁନା ବହୁତ ପ୍ରିୟ, କିନ୍ତୁ ସୁନାର ଦାମ ବଢିବା କାରଣରୁ ସୁନା ବିଷୟରେ ଚିନ୍ତା ବି କରୁ ନାହାନ୍ତି । କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ପାଇଁ ଏକ ଖୁସିର ଖବର ଆସିଛି । କହିବାକୁ ଗଲେ ଆଜି ପୁଣି ଥରେ ସୁନାର ମୂଲ୍ୟ ହ୍ରାସ ପାଇଛି । ଯାହାକି ସୁନା କିମ୍ବା ଚାନ୍ଦି କିଣିବାର ଥିବା ଲୋକମାନଙ୍କ ପାଇଁ ଏକ ବଡ ଖୁସି ଖବର ଅଟେ ।

ସୁନାର ବର୍ତ୍ତମାନ ଆଗ ଅପେକ୍ଷା ବହୁତ ଶସ୍ତା ହୋଇଛି ଓ ଚାନ୍ଦି ବି ବହୁତ ଶସ୍ତା ହୋଇଛି । କାଲୀ  ସୁନା ଓ ଚାନ୍ଦିର ରେଟ ବହୁତ ଅଧିକ ରହିଥିଲା । କିନ୍ତୁ ଆଜି ସୁନା ଓ ଚାନ୍ଦିର ମୂଲ୍ୟ ବହୁତ ହ୍ରାସ ପାଇଛି । ତେବେ ଚାଳନ୍ତୁ ଜାଣିବା ଆଜି ସୁନା କେତେ ଶସ୍ତା ହୋଇଛି ।

ଆଜି ୨୮ ଅକ୍ଟୋବର ୨୦୨୦ ବୁଧବାର ଦିନ ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୪,୦୬୯ ଟଙ୍କା, ୮ ଗ୍ରାମକୁ ୩୨,୫୫୨ ଟଙ୍କା, ୧୦ ଗ୍ରାମକୁ ୪୦,୬୯୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୪,୦୬,୯୦୦ ଟଙ୍କା । ଆପଣଙ୍କୁ କହିଦେଉଛୁ କି ଗତ କିଛି ଦିନ ହେବ ୧୮ କ୍ୟାରେଟ ସୁନାର ମୂଲ୍ୟ ସମାନ ଅଛି ।

ବର୍ତ୍ତମାନ ଜାଣିବା ୨୨ କ୍ୟାରେଟ ସୁନାର ମୂଲ୍ୟ ବିଷୟରେ । ୨୨ କ୍ୟାରେଟ ସୁନା ୧ ଗ୍ରାମକୁ ୪,୯୧୦ ଟଙ୍କା, ୮ ଗ୍ରାମକୁ ୩୯,୨୮୦ ଟଙ୍କା, ୧୦ ଗ୍ରାମକୁ ୪୯,୧୦୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୯୧,୦୦୦ ଟଙ୍କା ରହିଛି । ଖୁସିର କଥା ହେଉଛି କି କାଲି ଅପେକ୍ଷା ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୯୦୦ ଟଙ୍କା କମିଛି ।

ସେହିଭଳି ଆଜି ୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୫,୨୭୧ ଟଙ୍କା, ୮ ଗ୍ରାମକୁ ୪୨,୧୬୮ ଟଙ୍କା, ୧୦ ଗ୍ରାମକୁ ୫୨,୭୧୦ ଟଙ୍କା ଓ ୧୦୦ ଗ୍ରାମକୁ ୫,୨୭,୧୦୦ ଟଙ୍କା ରହିଛି ।ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ କାଲି ଅପେକ୍ଷା ମାତ୍ର ୯୦ ଟଙ୍କା କମ ହୋଇଛି ।

ଆଜି ଚାନ୍ଦି ୧ ଗ୍ରାମକୁ ୬୨.୪୦ ଟଙ୍କା, ୮ ଗ୍ରାମକୁ ୪୯୯.୨୦ ଟଙ୍କା, ୧୦ ଗ୍ରାମକୁ ୬୨୪ ଟଙ୍କା, ୧୦୦ ଗ୍ରାମକୁ ୬,୨୪୦ ଟଙ୍କା ଓ ୧ କିଲୋ ଚାନ୍ଦିର ମୂଲ୍ୟ ୬୨,୪୦୦ ଟଙ୍କା । କହିବାକୁ ଗଲେ ଆଜି ଚାନ୍ଦିର ଦାମ କାଲି ଅପେକ୍ଷା ପ୍ରତି ୧ କିଲୋକୁ ୩୦୦ ଟଙ୍କା ବଢିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।