3 ହିରୋ ଓ 1 କ୍ରିକେଟର ଙ୍କ ସହ ଅଫେୟାର କରିବା ପରେ ବି କାହିଁକି ଆଜି କୁଆଁରୀ ଅଛନ୍ତି ହଟ Nagma

ଅଭିନେତ୍ରୀ ଠାରୁ ରାଜନୀତିଜ୍ଞ ହୋଇଥିବା ନଗମା ୯୦ ଦଶକରେ ବହୁତ ତାମିଲ ଓ ତେଲୁଗୁ ଫିଲ୍ମରେ କାମ କରିଥିଲେ । କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ତାଙ୍କର ଅସଲ ନାମ ନଗମା ନୁହେଁ । ଫିଲ୍ମରେ ଆସିବା ପରେ ସେ ନିଜର ନାଁ ପରିବର୍ତ୍ତନ କରି ନଗମା ରଖିଥିଲେ । ତାଙ୍କର ଅସଲ ନାମ ନନ୍ଦିତା ଅରବିନ୍ଦ ମୋରାରଜୀ ଅଟେ । ନଗମାଙ୍କ ପିତା ଏକ ହିନ୍ଦୁ ଅଟନ୍ତି ଓ ପିତା ମୁସଲମାନ ଅଟନ୍ତି ।

ବଲୀଉଡରେ କିଛି ଖାସ ଫିଲ୍ମରେ କାମ କରିବା ପରେ ନିଜର ବନ୍ଧୁ ଦିବ୍ୟା ଭାରତୀଙ୍କ କହିବା ପରେ ସେ ସାଉଥ ଇଣ୍ଡଷ୍ଟ୍ରିରେ ବି କାମ କରିବା ଆରମ୍ଭ କରିଥିଲେ । ଏହା ପରେ ସେ ତେଲୁଗୁ ଓ ତାମିଲ ଇଣ୍ଡଷ୍ଟ୍ରିର ନମ୍ବର ୧ ଅଭିନେତ୍ରୀ ହୋଇଗଲେ ।

ଆପଣଙ୍କୁ କହିଦେଉଛୁ କି ବଲୀଉଡ ଠାରୁ ନେଇ ଟଲୀଉଡ ପର୍ଯ୍ୟନ୍ତ ସେ ବହୁତ ସଫଳତା ହାସଲ କରିଛନ୍ତି । କିଛି ଭୋଜପୁରୀ ଫିଲ୍ମରେ ବି ଅଭିନୟ କରିଛନ୍ତି । ଯଦି ବର୍ତ୍ତମାନ ସମୟରେ କାଥାବାର୍ତ୍ତା କରିବା ତେବେ ସେ ବର୍ତ୍ତମାନ ୪୩ ବର୍ଷର ହୋଇ ଯାଇଛନ୍ତି ଓ ତଥାପି ସେ ବିବାହ କରି ନାହାନ୍ତି । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଏହା ପୂର୍ବରୁ ନଗମା ୪ ଜଣ ବଡ ବଡ ହସ୍ତୀଙ୍କୁ ବିବାହ କରିସାରିଛନ୍ତି । ଆଜି ଆମେ ଆପଣଙ୍କୁ ସେହି ଷ୍ଟାରଙ୍କ ବିଷୟରେ କହିବୁ ଯେଉଁମାନଙ୍କୁ ନଗମା ଗୋଟିଏ ସମୟରେ ବହୁତ ଭଲ ପାଉଥିଲେ ।

ସୌରଭ ଗାଙ୍ଗୁଲି

ପୂର୍ବ ଭାରତୀୟ କ୍ରିକେଟର କ୍ୟାପଟେନ ସୌରଭ ଗାଙ୍ଗୁଲି ୨୦୦୧ରେ ନଗମାଙ୍କ ସହ ଏକ ସିରିୟସ ରିଲେଶନଶିପରେ ଥିଲେ । କିନ୍ତୁ ସବୁବେଳେ ଏହାକୁ ସେମାନେ ଲୁଚାଇ ରଖିଥିଲେ । କାରଣ ସେହି ସମୟରେ ସୌରଭ ଗାଙ୍ଗୁଲି ବିବାହିତ ଥିଲେ ଓ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବି ଥିଲେ । ଏହା ଛଡା ଏହା ବି ଶୁଣିବାକୁ ମିଳିଥିଲା କି ଦୁଇ ଜଣ ଚୁପଚାପ ବିବାହ କରି ନେଇଛନ୍ତି । କିନ୍ତୁ ଦୁଇ ଜଣ କେବେ ବି ଏହାକୁ ସ୍ଵୀକାର କରି ନ ଥିଲେ ।

ଶରତ କୁମାର

ଏହା ପରେ ନଗମାଙ୍କୁ ଶରତ କୁମାରଙ୍କ ସହ ପ୍ରେମ ହୋଇଗଲା । ଶରତ କୁମାର ଅଭିନତା ସହ ଜଣେ ସାଂସଦ ଅଟନ୍ତି । ଯିଏକି ନଗମାଙ୍କ ସହ ସାକ୍ଷାତ କରିବା ପୂର୍ବରୁ ହିଁ ବିବାହିତ ଥିଲେ । କିନ୍ତୁ ଏମାନଙ୍କର ଏହି ସମ୍ପର୍କ କୌଣସି ଅଞ୍ଜାମ ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ । ଏହା ପରେ ଦୁଇ ଜଣ ନିଜର ରାସ୍ତା ଅଲଗା କରିଦେଲେ । କିନ୍ତୁ ଏହି ସବୁ କାରଣରୁ ନଗମାଙ୍କୁ ସାଉଥ ଇଣ୍ଡଷ୍ଟ୍ରିରେ ଆଉ କାମ ମିଳିଲା ନାହିଁ ଓ ଏହା ପରେ ସେ ଭୋଜପୁରୀ ଫିଲ୍ମରେ କାମ ଆରମ୍ଭ କରିଲେ ।

ରବି କିସନ

ଏହା ପରେ ଭୋଜପୁରୀ ଫିଲ୍ମର ଅଭିନେତା ରବି କିସନଙ୍କ ସହ ବହୁତ ଫିଲ୍ମରେ କାମ କରିବା ପରେ ନଗମା ଓ ରବି କିସନନ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା । ଇନ୍ତୁ ନଗମା ଏହି ସମ୍ପର୍କକୁ କେବେ ବି ମାନି ନାହାନ୍ତି । କିନ୍ତୁ ରବି କିସନ ନିଜର କେତେକ ଇଣ୍ଟରଭିୟୁରେ କହିଥିଲେ କି ମୋର ବନ୍ଧୁ ଓ ପରିବାର ଲୋକମାନେ ମୋର ଓ ନଗମାଙ୍କ ସମ୍ପର୍କ ବିଷୟରେ ଜାଣିଛନ୍ତି । କିନ୍ତୁ ଏହି ସମ୍ପର୍କ ବି ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ ।

ମନୋଜ ତିବାରି

ଏହା ପରେ ନଗମାଙ୍କ ଜୀବନରେ ଭୋଜପୁରୀ ଅଭିନେତା ମନୋଜ ତିବାରି ଏଣ୍ଟ୍ରି କରିଲେ । କିନ୍ତୁ ଏମାନେ କେବେ ବି ନିଜର ସମ୍ପର୍କକୁ ପବ୍ଲିକ ସାମ୍ନାରେ ସ୍ଵୀକାର କରି ନାହାନ୍ତି । ଚାରି ଚାରି ଜଣନାକ ସହ ପ୍ରେମ ସମ୍ପର୍କ ଥିବା ସତ୍ବେ ବି ନଗମା ଆଜି ଏକୁଟିଆ ଅଛନ୍ତି ଓ ୪୩ ବର୍ଷ ବୟସରେ ନିଜର ରାଜନୀତି ଜୀବନରେ ବ୍ୟସ୍ତ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।