କବୀର ସିଂହ ଫିଲ୍ମ ରେ ସାହିଦଙ୍କ ଚାକରାଣୀ ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ରିୟଲ ଲାଇଫରେ ଦେଖା ଯାଆନ୍ତି ବହୁତ ହଟ, ବିନା କପଡାରେ କରି ସାରିଛନ୍ତି ଫଟୋଶୁଟ

କବୀର ସିଂ ଅଭିନେତା ସାହିଦ କପୁରଙ୍କ ଏକ ସୁପରହିଟ ଫିଲ୍ମ । ଅଭିନେତ୍ରୀ କିଆରା ଆଡଭାନୀ ତାଙ୍କ ସହ ଏହି ଫିଲ୍ମରେ କାମ କରିଥିଲେ । ଫିଲ୍ମକୁ ଲୋକମାନେ ଖୁବ ପସନ୍ଦ କରିଥିଲେ । ଫିଲ୍ମରେ ଦୁହିଁଙ୍କ ଅଭିନୟ ଲୋକେ ଖୁବ ପସନ୍ଦ କରିଥିଲେ । ଫିଲ୍ମର ଗୋଟିଏ ସିନ୍ କୁ ଖୁବ ଲୋକପ୍ରିୟତା ମିଳିଥିଲା ଓ ଏହା ଉପରେ ସୋ-ସି-ଆ-ଲ ମି-ଡି-ଆ-ରେ ଅନେକ ମି-ମ୍ସ ମଧ୍ୟ ବନିଥିଲା । ଫିଲ୍ମର ଏହି ସିନ୍ ରେ ସାହିଦ କପୁରଙ୍କ ଚାକରାଣୀଙ୍କ ହାତରୁ ଗ୍ଳାସ ପଡି ଭା-ଙ୍ଗି ଯାଉଛି ଓ ସାହିଦ ରାଗରେ ତାଙ୍କ ପଛରେ ଗୋଡାଉଛନ୍ତି ।

ଏହି ସିନ୍ ଲୋକଙ୍କୁ ଖୁବ ହସାଇଥିଲା । ତେବେ ଆଜି ଆମେ ଆପଣଙ୍କୁ ଚାକରାଣୀ ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତାଙ୍କ ଅସଲ ଜୀବନ ଫଟୋ ଦେଖିଲେ ଆପଣ ଜାଣି ପାରିବେନି କି ଏହା ସେହି ଚାକରାଣୀଙ୍କ ଫଟୋ । ଏହି ଅଭିନେତ୍ରୀଙ୍କ ନାମ ହେଉଛି ବନିତା ଖରାତ ଓ ଅସଲରେ ଫିଲ୍ମର ଚାକରାଣୀ ଠାରୁ ସେ ବହୁତ ପତଳା ଓ ସୁନ୍ଦର ମଧ୍ୟ । ବାସ୍ତବରେ ସେ ଦେଖିବାକୁ ବହୁତ ସୁନ୍ଦରୀ ।

ନିକଟରେ ବନିତା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ନ୍ୟୁ-ଡ ଫ-ଟୋ-ଶୁ-ଟ ସେୟାର କରି ଲେଖିଥିଲେ କି ସେ ତାଙ୍କ ଶରୀରକୁ ଖୁବ ଭଲ ପାଆନ୍ତି । ସେ ଏହି ପୋଷ୍ଟରେ ମହିଳାଙ୍କୁ ମେସେଜ ଦେଇଥିଲେ କି, ଆପଣ ଯେମିତି ସେମିତି ହିଁ ପରଫେକ୍ଟ ଓ ଆପଣଙ୍କୁ ନିଜ ଶା-ରୀ-ରି-କ ଗ-ଠ-ନ-କୁ ନେଇ ଅଧିକ ଚିନ୍ତା କରିବା ଉଚିତ ନୁହେଁ । ଏହି ଫଟୋ ସେୟାର କରି ବନିତା ମହିଳାଙ୍କ ରଙ୍ଗ, ବୟସ ଓ ଓଜନ ଆଦିକୁ ନେଇ ନୀଚ ଦେଖାଉଥିବା ଲୋକଙ୍କ ମୁହଁରେ ଚା-ପୁ-ଡା ମା-ରି-ଛ-ନ୍ତି ।

ବନିତାଙ୍କ ଏହି ଫଟୋ-ଶୁ-ଟ ଏକ କ୍ଯାଲେଣ୍ଡର ପାଇଁ ଥିଲା । ଏହି ଫଟୋ ସେୟାର କରି ସେ ଇଂ-ଷ୍ଟା-ଗ୍ରା-ମ-ରେ ଲେଖିଥିଲେ, “ମୁଁ ମୋ ଟ୍ୟାଲେଣ୍ଟ ପାଇଁ ଗର୍ବ କରେ, ନିଜ ପ୍ୟାଶନକୁ ପ୍ରେମ କରେ ଓ ମୋତେ ମୋ ଶରୀରକୁ ନେଇ କିଛି ଅଭିଯୋଗ ନାହିଁ । କାରଣ ମୁଁ… ମୁଁ ଅଟେ । ଆସନ୍ତୁ ଏକା ସାଥିରେ ଲୋକଙ୍କ ମନରେ ବଡି ପଜିଟିଭିଟି ର ଚିନ୍ତା ଭରିଦେବା ।” ଫିଲ୍ମ କବୀର ସିଂ ରୁ ବନିତାଙ୍କୁ ଖୁବ ଲୋକପ୍ରିୟତ ମିଳିଥିଲା ।

ଏଥିରେ ସେ କବୀର ସିଂଙ୍କ ଚାକରାଣୀ ପୁଷ୍ପା ଚରିତ୍ରରେ ଅଭିନୟ କରିଥିଲେ ଓ ତାଙ୍କ ଅଭିନୟ ଦର୍ଶକ ଖୁବ ପସନ୍ଦ କରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।