ତେବେ ଏହି ବ୍ୟକ୍ତି ରାକ୍ଷୀ ସାବନ୍ତଙ୍କ ସ୍ଵାମୀ, ହନିମୁନରେ ଭୁଲରେ ରାକ୍ଷୀ ଶେୟାର କରିଦେଲେ ସ୍ଵାମୀର ଫଟୋ – ଦେଖନ୍ତୁ

ରାକ୍ଷୀ ସାବନ୍ତ ସବୁଦିନ କିଛି ନା କିଛି କାରଣରୁ ମିଡିୟାର ଚର୍ଚାର ବିଷୟ ହୋଇଥାନ୍ତି । ସେଥିପାଇଁ ଲୋକମାନେ ତାଙ୍କୁ ଡ୍ରାମା କୁଇନ ବୋଲି ବି କୁହନ୍ତି । ପବ୍ଲିସିଟୀ ପାଇବା ପାଇଁ ରାକ୍ଷୀ ଏମିତି କାମ କରିଥାନ୍ତି କି ଯାହା ବିଷୟରେ ସାଧାରଣ ମଣିଷ କେବେ ବି ଚିନ୍ତା ବି କରି ନ ଥିବ । କିଛି ଦିନ ତଳେ ଦୀପକ କଲାଲ ସହିତ ନିଜର ଅଫେୟାରକୁ ନେଇ ରାକ୍ଷୀ ବହୁତ ଡ୍ରାମା କରିଥିଲେ ଓ ରାକ୍ଷୀ ଦୀପକ କଲାଲ ସହ ମିଥ୍ୟା ବିବାହର ନାଟକ ମଧ୍ୟ କରିଥିଲେ ।

ଏତିକି ନୁହେଁ ଦୁଇ ଜଣ ମିଶି ନିଜର ବିବାହର ଡେଟ ବି ଘୋଷଣା କରି ଦେଇଥିଲେ । କିନ୍ତୁ ପରେ ଜଣା ପଡିଲା କି ଏହା ସବୁ ଡ୍ରାମା ଥିଲା ଓ ପବ୍ଲିକ ଆଟେଂସନ ପାଇଁ ଦୁଇ ଜଣ ଏମିତି କରୁଥିଲେ । କହିବାକୁ ଗଲେ ରାକ୍ଷୀ ସବୁଦିନ କିଛି ନା କିଛି ନୂଆ ଡ୍ରାମା କରି ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରି ଦିଅନ୍ତି ।

ବର୍ତ୍ତମାନ ସୋସିଆଲ ମିଡିୟାରେ ରାକ୍ଷୀଙ୍କର କିଛି ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଧଳା ରଙ୍ଗର ଡ୍ରେସରେ ନଜର ଆସିଥିଲେ । ଏହା ପରେ ଖବର ଉଠିଲା କି ରାକ୍ଷୀ ବିବାହ କରି ନେଇଛନ୍ତି । କିଛି ଦିନ ପରେ ରାକ୍ଷୀ ନିଜେ ବି କହିଲେ କି ସେ ବିବାହ କରି ନେଇଛନ୍ତି ।

କହିଦେଉଛୁ କି ଗତ କିଛି ଦିନ ତଳେ ରାକ୍ଷୀ ସାବନ୍ତ ମୁମ୍ବାଇର ଜେଡବ୍ଲୁ ମୈରିୟଟ ହୋଟଲରେ ଆୟୋଜିତ ଏକ ଗୁପ୍ତ ସମାରୋହରେ ବିବାହ କରିଛନ୍ତି । ସେ ପୃଷ୍ଟି କରିଛନ୍ତି କି ସେ ରିତେଶ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି । ରିତେଶ ବ୍ରିଟେନର ନିବାସୀ ଅଟନ୍ତି ।

ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେ ନିଜର ମେହେନ୍ଦି, ଚୁଡି ଓ ସିନ୍ଦୁରର କିଛି ଫଟୋ ଶେୟାର କରିଥିଲେ । ଯାହା ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ରାକ୍ଷୀ ସାବନ୍ତଙ୍କର ଫଟୋ ବହୁତ ଭାଇରାଲ ହେଉଛି । କହିଦେଉଛୁ କି ବିବାହ ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେହି ବି ରାକ୍ଷୀଙ୍କର ସ୍ଵାମୀଙ୍କୁ ଦେଖି ନାହାନ୍ତି । ସେଥିପାଇଁ ଲୋକମାନେ ତାଙ୍କର ବିବାହକୁ ନେଇ ପ୍ରଶ୍ନ ଉଠାଉଛନ୍ତି ।

ବର୍ତ୍ତମାନ ରାଖୀ ନିଜର ହନିମୁନର କିଛି ଫଟୋ ଶେୟାର କରିଥିଲେ ଯେଉଁଥିରେ ତାଙ୍କର ସ୍ଵାମୀଙ୍କର କିଛି ଝଲକ ନଜର ଆସୁଛି । କାରଣ ରାଖୀ ଫଟୋରେ ଚଷମା ପିନ୍ଧି ରଖିଛନ୍ତି ଓ ସେହି ଚଷମାରେ ତାଙ୍କ ସ୍ଵାମୀଙ୍କର ଝଲକ ଦେଖା ଯାଉଛି । ସୂଚନା ଅନୁସାରେ ରାକ୍ଷୀ ଓ ରିତେଶ ଏହି ବିବାହକୁ ସମସ୍ତଙ୍କ ଠାରୁ ଲୁଚି କରି କରିଛନ୍ତି ଓ ଏହି କାରଣରୁ ଦୁଇ ଜଣ ବର୍ତ୍ତମାନ ବହୁତ ଚର୍ଚ୍ଚାରେ ଅଛନ୍ତି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।