ଯେତେବେଳ ଡ୍ୟାନ୍ସ ବାହାନାରେ Varun ଧବନ Kiara ଆଡଭାନୀଙ୍କୁ ଖରାପ ଭାବରେ ଛୁଇଁଲେ, ଦେଖନ୍ତୁ ଭିଡିଓ

କିୟାରା ଆଡବାଣୀ ଆଜିକାଲି ନିଜର ଷ୍ଟାଇଲିସ ଲୁକ ଓ ନିଜର ଡ୍ରେସକୁ ନେଇ ବହୁତ ଚର୍ଚାରେ ରହୁଛନ୍ତି । ଅନ୍ୟ ପଟେ ଅଭିନେତା ବରୁଣ ଧବନ ବଲୀଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ୧୯୮୨ରେ ରିଲିଜ ହୋଇଥିବା ଫିଲ୍ମ ‘ନମକହଲାଲ’ର ରିମେକରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଏହା ମଧ୍ୟରେ ସୋସିଆଲ ମିଡିଆରେ ବରୁଣ ଓ କିୟାରା ଆଡବାଣୀଙ୍କ ଏକ ଭିଡିଓ ଶେୟାର କରାଯାଇଛି । କହିଦେଉଛୁ କି ଏହ ଏକ ଡାନ୍ସ ପରଫରମାନ୍ସର ରିଏସେଲର ଭିଡିଓ ଅଟେ ।

କିନ୍ତୁ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ବି ବରୁଣ ଧବନ ଏହିଭଳି ବହୁତ କାମ କରିସାରିଛନ୍ତି ଯାହାକି ବହୁତ ଜଲ୍ଦି ଭାଇରାଲ ଓ ଚର୍ଚାରେ ଆସିଯାଇଛି । କହିବାକୁ ଗଲେ କିଛି ଦିନ ପୂର୍ବେ ଜ୍ୟାକଲିନ ଓ ବରୁଣଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା ।

କହିବାକୁ ଗଲେ ବରୁଣ ନିଜର ଫିଲ୍ମ ‘ଜୁଡୁୱା ୨’ର ପ୍ରମୋସନ ଇଭେଣ୍ଟରେ ଜ୍ୟାକଲିନ ସହ କିଛି ଏମିତି କରି ଦେଇଥିଲେ କି ତାଙ୍କୁ ସମସ୍ତଙ୍କ ସାମ୍ନାରେ ଅପମାନିତ ହେବାକୁ ପଡିଥିଲା । ଏହି ଭିଡିଓ ସାମ୍ନାକୁ ଆସିବା ପରେ କିଛି ଲୋକ ରାଗି ଗଲେ କିନ୍ତୁ ଜ୍ୟାକଲିନ ଏହାକୁ ଅଧିକ ମହତ୍ଵ ଦେଲେ ନାହିଁ । କହିବାକୁ ଗଲେ ବର୍ତ୍ତମାନ ସମୟରେ ବରୁଣ ଧବନ କିୟାରା ଆଡବାଣୀଙ୍କ ସହ ଏହିଭଳି କିଛି କରିଛନ୍ତି ।

ବର୍ତ୍ତମାନ ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ କିୟାରା ଆଡବାଣୀ ଓ ବରୁଣ ଧବନ ଡାନ୍ସ ରିଏସେସଲ କରୁଥିବାର ନଜର ଆସୁଛନ୍ତି । ଏହି ଗୀତ ଏକ ରୋମାଣ୍ଟିକ ଗୀତ ଅଟେ । ଫିଲ୍ମ ABCD ୨ରେ ଶ୍ରଦ୍ଧା ଓ ବରୁଣ ଏହି ଗୀତରେ ଡାନ୍ସ କରିଥିଲେ ଓ ଦୁଇ ଜଣଙ୍କ ମଧ୍ୟରେ ରୋମାଣ୍ଟିକ ଅନ୍ଦାଜକୁ ସମସ୍ତେ ପସନ୍ଦ ବି କରିଥିଲେ । ବର୍ତ୍ତମାନ ଏହି ଗୀତରେ ବରୁଣ ଧବନ ଓ କିୟାରା ଆଡବାଣୀଙ୍କଙ୍କୁ ଦେଖିବାକୁ ମିଳିଛି ।

ଆପଣଙ୍କୁ କହିଦେଉଛୁ କି ଏହି ଡାନ୍ସ କରିବା ସମୟରେ ଦୁଇଜଣ ବହୁତ ଥରେ ତଳେ ବି ପଡିଛନ୍ତି । ଏହା ଛଡା ରୋମାଣ୍ଟିକ ସିନ ସମୟରେ ବରୁଣ କିୟାରା ଆଡବାଣୀଙ୍କ ଶରୀରର ବିଭିନ୍ନ ସ୍ଥାନକୁ ସ୍ପର୍ଶ ବି କରୁଥିଲେ । ଏହି ସମୟରେ ବରୁଣଙ୍କ ନାକରେ ଅଳ୍ପ ଆଘାତ ବି ଲାଗିଥିଲା । ଯେମିତି ହିଁ ଏହି ଭିଡିଓ ସୋସିଆଲ ମିଡିଆରେ ଅପ୍ଲୋଡ କରାଗଲା ସେମିତି ହିଁ ଏହା ବହୁତ ଶୀଘ୍ର ଭାଇରାଲ ବି ହୋଇଗଲା ।

କହିବାକୁ ଗଲେ ଏହି ଡାନ୍ସ ଆପଣ ଜୀ ସିନେ ଅୱ୍ୱାର୍ଡ୍ସର ୨୦୧୯ ସ୍ଟେଜରେ ଦେଖିଥିବେ । ଯେଉଁଥିରେ ଦୁଇ ଜଣଙ୍କ ଡାନ୍ସକୁ ବହୁତ ପ୍ରଶଂସା ବି କରାଯାଇଥିଲା ଓ ଏହି ଭିଡିଓ ଏହି ଡାନ୍ସର ରିଏସେଲର ଅଟେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।