ସ୍କୁଲ ଦିନରୁ ପରସ୍ପରର ବେସ୍ଟ ଫ୍ରେଣ୍ଡ ବଲିଉଡର ଏହି ୧୦ ଜଣ ଷ୍ଟାର

ବନ୍ଧୁତାର ସମ୍ପର୍କ ବହୁତ ଖାସ ହୋଇଥାଏ । ଆମେ ସମସ୍ତେ ସ୍କୁଲ, କଲେଜ, ଅଫିସ ସବୁ ଜାଗାରେ ନୂଆ ନୂଆ ବନ୍ଧୁ କରିଥାଉ । ଯେଉଁଠି କେହି ନା କେହି ଆପଣଙ୍କ ଖାସ ବନ୍ଧୁ ହୋଇଥାଏ । ବଲୀଉଡରେ ବି ଏକା ସହିତ କାମ କରୁଥିବା କେତେକ ଷ୍ଟାରମାନେ ବି ବହୁତ ଭଲ ବନ୍ଧୁ ଅଟନ୍ତି । କିଛି ବଲୀଉଡ ଷ୍ଟାରଙ୍କ ବନ୍ଧୁତା ଏକା ସହିତ କାମ କରିବା ପରେ ଆରମ୍ଭ ହୋଇଛି ତ କିଛି ପିଲାଦିନର ବନ୍ଧୁ ଅଟନ୍ତି । ସମସ୍ତଙ୍କ ବନ୍ଧୁତା ଭିନ୍ନ ଅଟେ ।

ଏମିତିରେ ଯଦି ବଲୀଉଡର କଥା କହିବା ତେବେ ଏଠି ବନ୍ଧୁତାର ସମ୍ପର୍କକୁ ବହୁତ ମହତ୍ଵ ଦିଆଯାଏ । ଏଠି ଏମିତି କେତେକ ବନ୍ଧୁ ଅଛନ୍ତି ଯେଉଁମାନଙ୍କ ବିଷୟରେ ଆପଣ ଜାଣି ନ ଥିବେ କିନ୍ତୁ ସେମାନଙ୍କ ବନ୍ଧୁତା ବହୁତ ହିଁ ଗଭୀର ଅଟେ ।

କରିନା କପୁର ଓ ଅମୃତା ଅରୋଡ଼ା

କରୀନା କପୁର ଓ ଅମୃତା ଅରୋଡ଼ା ବି ଦୁଇ ଜଣ ପରସ୍ପରର ଭଲ ବନ୍ଧୁ ଅଟନ୍ତି । ଦୁଇ ଜଣ ପିଲାଦିନେ ମୁମ୍ବାଇର ଜମନାବାଈ ନରସୀ ସ୍କୁଲରେ ପଢୁଥିଲେ ।

ଟ୍ୱିଂକଲ ଖନ୍ନା ଓ କରଣ ଜୌହର

କରଣ ଜୌହର ନିଜର ଏକ ଅଟୋ ବାୟୋଗ୍ରାଫୀରେ କହିଲେ କି, ଟ୍ୱିଂକଲ ଖନ୍ନା ଓ ସେ ଏକା ସହିତ ଏକ ଭଲ ବୋଡିଙ୍ଗ ସ୍କୁଲରେ ପଢୁଥିଲେ । ସେମାନେ ପିଲାଦିନ ଠାରୁ ନେଇ ଆଜି ପର୍ଯ୍ୟନ୍ତ ପରସ୍ପରର ବେସ୍ଟ ଫ୍ରେନ୍ଡ ଅଟନ୍ତି ।

ଶ୍ରଦ୍ଧା କପୁର ଓ ଟାଇଗର ଶ୍ରଫ

ଶ୍ରଦ୍ଧା କପୁର ଓ ଟାଇଗର ଶ୍ରଫଙ୍କ ପିତା ଗତ ଜମାନରେ ବହୁତ ଫିଲ୍ମରେ କାମ କରିସାରିଛନ୍ତି । ଏହି ଦୁଇ ଜଣ ମୁମ୍ବାଇର ବସନ୍ତ ମୋଂଟେସରୀ ସ୍କୁଲରେ ଗୋଟିଏ ହିଁ କ୍ଳାସରେ ପଢୁଥିଲେ ।

ବରୁଣ ଧବନ ଓ ଅର୍ଜୁନ କପୁର

ବରୁଣ ଧବନ ଓ ଅର୍ଜୁନ କପୁରଙ୍କ ପିତା ଦୁଇ ଜଣ ହିଁ ବଲୀଉଡର ଜଣା ଶୁଣା ବନ୍ଧୁ ଅଟନ୍ତି । ଏହା ପରେ ସେମାନଙ୍କ ପୁଅ ବରୁଣ ଧବନ ଓ ଅର୍ଜୁନ କପୁର ଏକା ସହିତ ମୁମ୍ବାଇର ବମ୍ବେ ସ୍କଟିଶ ସ୍କୁଲରେ ପଢୁଥିଲେ । ସେହି ସମୟରୁ ହିଁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଜଣ ଭଲ ବନ୍ଧୁ ଅଟନ୍ତି ।

ଅଭିଷେକ ବଚ୍ଚନ ଓ ତୁଷାର କପୁର

ଅଭିଷେକ ବଚ୍ଚନ ଓ ତୁଷାର କପୁର ଦୁଇ ଜଣ ହିଁ ଗତ ଜମାନାର ସୁପର ଷ୍ଟାରଙ୍କ ପୁଅ ଅଟନ୍ତି । ଏହି ଦୁଇ ଜଣ ହିଁ ମୁମ୍ବାଇର ବମ୍ବେ ସ୍କଟିଶ ସ୍କୁଲରେ ପଢୁଥିଲେ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।