IPL ୨୦୧୯ର ସବୁଠୁ ଲମ୍ବା ଛକା ଲଗାଇଥିବା ଟପ – ୧୦ ବ୍ୟାଟ୍ସମ୍ୟାନ, ଧୋନୀଙ୍କ ସ୍ଥାନ ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ

IPL ୨୦୨୦ ଆରମ୍ଭ ହେବା ପାଇଁ ବର୍ତ୍ତମାନ ଆଉ କିଛି ସପ୍ତାହ ବାକି ଅଛି । କହିବାକୁ ଗଲେ IPL ଭାରତର ସବୁଠୁ ରୋମାଞ୍ଚକପୂର୍ଣ୍ଣ ଖେଳ ମଧ୍ୟରୁ ଗୋଟିଏ ଖେଳ ଅଟେ । ଯାହାକୁ କୋଟି କୋଟି ଦର୍ଶକମାନେ ଦେଖିଥାନ୍ତି ଓ ମନୋରଞ୍ଜନ ବି ଲାଭ କରିଥାନ୍ତି । କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ସେହି ବ୍ୟାଟ୍ସମ୍ୟାନମାନଙ୍କ ବିଷୟରେ କହିବୁ ଯେଉଁମାନେ IPLରେ ସବୁଠୁ ଅଧିକ ଲମ୍ବା ଛକା ମାରିଛନ୍ତି । ଏହି ଲିସ୍ଟରେ ପ୍ରଥମ ସ୍ଥାନରେ ଜଣେ ଭାରତୀୟ ଖେଳାଳି ଅଛନ୍ତି । ଚାଲନ୍ତୁ ଜାଣିବା

ମହେନ୍ଦ୍ର ସିଂହ ଧୋନୀ ଏହି ସୁଚିରେ ପ୍ରଥମ ସ୍ଥାନରେ ଅଛନ୍ତି । କହିବାକୁ ଗଲେ ମହେନ୍ଦ୍ର ସିଂହ ଧୋନୀ ନିଜର ଲମ୍ବା ଲମ୍ବା ଛକା ପାଇଁ ବହୁତ ଫେମସ ଅଟନ୍ତି । ଏହି ସୂଚୀ ଅନୁସାରେ ମହେନ୍ଦ୍ର ସିଂହ ଧୋନୀ ୧୧୧ ମିଟର ଲମ୍ବା ଛକା ମାରିଛନ୍ତି । ଏହା ପରେ ସୂଚୀର ଦ୍ଵିତୀୟ ନମ୍ବରରେ ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ୧୦୪ ମିଟର ଲଗାଇଛନ୍ତି ।

କୋଲକାତା ନାଇଟ ରାଇଡ଼ର ର କ୍ରିସ ଲିନ ଏହି ସୁଚିର ତୃତୀୟ ସ୍ଥାନରେ ଅଛନ୍ତି । କ୍ରିସ ଲିନ ୧୦୨ ମିଟରର ଲମ୍ବା ଛକା ମାରିଛନ୍ତି । ଏହା ପରେ ଉମେଶ ୟାଦବ ଓ କ୍ରିସ ଗେଲ ୧୦୧ ମିଟର ଲମ୍ବା ଛକା ଲଗାଇଛନ୍ତି । ଏହା ପରେ ଏହି ସୂଚୀରେ କ୍ରିସ ଗେଲ, ଡାଭିଡ ମିଲର, ଓ ରସେଲ ବି ଅଛନ୍ତି ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।