ନିଜ ଠାରୁ ୨୭ ବର୍ଷ ବଡ ମୁଖ୍ୟମନ୍ତ୍ରୀଙ୍କ ସହିତ ଥିଲା ଏହି ଲୋକପ୍ରିୟ ହିରୋଇନଙ୍କ ସମ୍ବନ୍ଧ, ହେଇ ଯାଇଥିଲେ ତାଙ୍କ ପିଲାର ମା’

କୁମାର ସ୍ଵାମୀ ମେ ୨୦୧୮ ରୁ ଜୁଲାଇ ୨୦୧୯ ପର୍ଯ୍ୟନ୍ତ କର୍ନାଟକର ମୁଖ୍ୟମନ୍ତ୍ରୀ ଥିଲେ । ଲୋକମାନେ ଆଜିବି ତାଙ୍କର ରାଜନୈତିକ କ୍ୟାରିୟର ସହିତ ତାଙ୍କର ପରିବାର ର ଖାସ ସଦସ୍ୟ କନ୍ନଡ ଅଭିନେତ୍ରୀ ପତ୍ନୀ ରାଧିକା ସ୍ଵାମୀଙ୍କ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ଆପଣଙ୍କୁ କହିଦେଉଛୁ କି ଉଭୟ କୁମାର ସ୍ଵାମୀ ଓ ତାଙ୍କର ପତ୍ନୀ ରାଧିକାଙ୍କର ଏହା ଦ୍ଵିତୀୟ ବିବାହ ଅଟେ ।

ଏହା ସହିତ ରାଧିକା ତାଙ୍କ ଠାରୁ ୨୭ ବର୍ଷ ସାନ ବି ଅଟନ୍ତି । କୁମାର ସ୍ଵାମୀ ଦୁଇଟି ବିବାହ କରିଛନ୍ତି, ତାଙ୍କର ପ୍ରଥମ ପତ୍ନୀଙ୍କ ନାମ ଅନିତା ଅଟେ, ଯାହାଙ୍କ ଠାରୁ ତାଙ୍କର ଗୋଟିଏ ପୁଅ ଅଛି, ଯାହାର ନାମ ନିଖିଲ ଗୌଡ଼ା, ଓ ନିଖିଲ କନ୍ନଡ଼ ଫିଲ୍ମ ଷ୍ଟାର ଅଟନ୍ତି । ଆପଣଙ୍କୁ କହିଦେଉଛୁ କି କୁମାର ସ୍ଵାମୀ ୨୦୦୬ରେ ନିଜ ଠାରୁ ୨୯ ବର୍ଷ ସାନ କନ୍ନଡ ଅଭିନେତ୍ରୀ ରାଧିକାଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ । ଏଚଡ଼ି କୁମାର ସ୍ଵାମୀ ଓ ରାଧିକା କୁମାର ସ୍ଵାମୀଙ୍କର ଏକ ଝିଅ ବି ଅଛି ।

ଏହା ସବୁ ସହିତ ସବୁଠୁ ମଜାଦାର କଥା ଏହା ଅଟେ କି ୧୯୮୬ରେ ଯେତେବେଳେ ଏଚଡ଼ି କୁମାର ସ୍ଵାମୀଙ୍କ ପ୍ରଥମ ବିବାହ ଅନିତା କୁମାର ସ୍ଵାମୀଙ୍କ ସହ ଠିକ ହୋଇଥିଲା ଠିକ ସେହି ବର୍ଷ ରାଧିକାଙ୍କ ଜନ୍ମ ହୋଇଥିଲା । ଏହା ଛଡା ଆପଣଙ୍କୁ କହିଦେଉଛୁ କି ରାଧିକା କୁମାର ସ୍ଵାମୀଙ୍କ ପ୍ରଥମ ବିବାହ ରତନ କୁମାର ନାମକ ଏକ ବ୍ୟକ୍ତି ସହ ହୋଇଥିଲା, କିନ୍ତୁ ସେହି ସମୟରେ ଏହି ବିବାହକୁ ନେଇ ବହୁତ ବିବାଦ ହୋଇଥିଲା ।

ସେହି ସମୟରେ ରାଧିକାଙ୍କ ମା ଆରୋପ ଲଗାଇ ଥିଲେ କି ରତନ ଜବରଦସ୍ତି ରାଧିକା ସହ ବିବାହ କରିଛନ୍ତି, ଯେତେବେଳେ କି ରାଧିକାଙ୍କ ବୟସ ମାତ୍ର ୧୪ ବର୍ଷ ଅଟେ । ଏହା ଛଡା ରାଧିକାଙ୍କ ପିତା ଆରୋପ ଲଗାଇ ଥିଲେ କି ରତନ ରାଧିକାଙ୍କୁ ଜୀବିତ ଜଳାଇବା ପାଇଁ ବି ଚେଷ୍ଟା କରିଛନ୍ତି । କିନ୍ତୁ ଏହା ସବୁ ମଧ୍ୟରେ ୨୦୦୨ରେ ରତନ କୁମାରଙ୍କର ହାର୍ଟଟାକରେ ନିଧନ ହୋଇଗଲା । ଏହା ପରେ ରାଧିକା ୨୦୦୬ରେ କୁମାର ସ୍ଵାମୀଙ୍କ ସହ ବିବାହ କରି ଖୁସିରେ ଅଛନ୍ତି ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।