ଏତେ କୋଟି ସମ୍ପତ୍ତି ର ମାଲିକ ଶର୍ମିଲା ଟାଗୋର, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ଭାରତୀୟ କ୍ରିକେଟ ରେ ସବୁଠାରୁ ସଫଳ କ୍ରିକେଟର ମାନଙ୍କ ଭିତରୁ ମନ୍ସୁର ଅଲି ଖାନ ପଟୋଦି ଜଣେ ଅଟନ୍ତି । ପଟୋଦି ଏବଂ ଶର୍ମିଲା ଙ୍କ ପ୍ରେମ କାହାଣୀ ବହୁତ ଫେମସ । ବଲିଉଡ ଅଭିନେତ୍ରୀ ଶର୍ମିଲା ଯାହାଁ ହିନ୍ଦୁ ବଙ୍ଗାଳୀ ପରିବାରରୁ ଥିଲେ ଏବଂ ମନ୍ସୂର ଅଲି ଖାନ ଜଣେ ନବାବ ଥିଲେ । ପଟୋଦି ଖାନ୍ଦାନ ସହିତ ନିଜର ନାମ ଯୋଡିବା ପରେ ସେ ଭୋପାଲ ର ବେଗମ ହୋଇଗଲେ ।

ସାହି ଖାନ୍ଦାନ କୁ ଶର୍ମିଲା ବହୁତ ଭଲ ଭାବରେ ଧ୍ୟାନ ରଖିଥିଲେ । ଏବଂ ନିଜ ସ୍ଵାମୀଙ୍କ ଯିବା ପରେ ସେ ଏହି ପଟୋଦି ଖାନ୍ଦାନ ର ଦେଖାଶୁଣା ବହୁତ ଭଲ ଭାବରେ କରୁଛନ୍ତି । ଶର୍ମିଲା ଙ୍କ ପିତା ଗିତେନ୍ଦ୍ର ନାଥ ଟାଗୋର ଇଷ୍ଟ ଇଣ୍ଡିଆ କମ୍ପାନୀ ରେ ଜେନେରାଲ ମ୍ୟାନେଜର ଥିଲେ । ନବାବ ପଟୋଦି ଙ୍କ ମୃତ୍ୟୁ ପରେ ପୁରା ଖାନ୍ଦାନ ର ଭାର ଶର୍ମିଲା ଙ୍କ ଉପରେ ଥିଲା ।

ଶର୍ମିଲା ଆଜି ବହୁତ ପ୍ରପର୍ଟୀର ମାଲିକିଆଣି ଅଟନ୍ତି । ଏମିତି କୁହାଯାଏ କି ନିଜେ ଶର୍ମିଲା ମ୍ୟାଡମ ମଧ୍ୟ ଜାଣିନାହାନ୍ତି କି ତାଙ୍କ ପାଖରେ କେତେ ସମ୍ପତି ଅଛି । କିନ୍ତୁ ଆମ ଖବର ଅନୁସାରେ ତାଙ୍କ ପାଖରେ ୨୮୦୦ କୋଟି ଟଙ୍କାରୁ ବେଶି ସମ୍ପତ୍ତି ଅଛି । ତାଙ୍କ ପାଖରେ ବହୁତ ଗୁଦେ ହବେଲି ରହିଛି । ସେ ନିଜର ବିଜନେସ ସମ୍ଭଳନ୍ତି ।

ତାଙ୍କ ପାଖରେ ବହୁତ ବଡ଼ ଗଡ ଘର ଅଛି । ଏହି ଘରର ଦାମ ଏବେ କୋଟି କୋଟି ଟଙ୍କା । କିନ୍ତୁ ଏହି ସମ୍ପତି କୁ ନେଇ ବହୁତ ବିବାଦ ମଧ୍ୟ ହୋଇସାରିଛି । ଅଭିନେତା ସେଫ ଅଲି ଖାନ ଙ୍କ ଭଉଣୀ ସବା ଅଲି ଖାନ ନିଜ ମା ଙ୍କ ଟୋଟାଲ ସମ୍ପତି ୨୮୦୦କୋଟି ଟଙ୍କା ପ୍ରପର୍ଟି ର ଦେଖା ଶୁଣା କରୁଛନ୍ତି ।

ଶର୍ମିଲା ଙ୍କ ପାଖରେ ବହୁତ ବଡ଼ ବଡ଼ ଗାଡ଼ି ଅଛି । ତାଙ୍କ ସବୁଠୁ ବେଶୀ ଦାମୀ ଗାଡ଼ିର ଦାମ ୩କୋଟି ଟଙ୍କା ଅଟେ । ଶର୍ମିଲା ଙ୍କ ଘର ଭିତରେ ସବୁ ପ୍ରକାରର ସୁବିଧା ରହିଛି । ତାଙ୍କ ଘରେ ଜିମ ଠୁ ଆରମ୍ଭ କରି ସ୍ୱୀମିଂ ପୁଲ ମଧ୍ୟ ରହିଛି । ଶର୍ମିଲା ନିଜ ପରିଶ୍ରମ ଦ୍ବାରା ଆଜି ନିଜ ପରିବାରରୁ ଏତେ ଆଗକୁ ନେଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।