ଗର୍ଭବତୀ ହେବାକୁ ଚାହୁଁନଥିଲେ କେଉଁ ଦିନ ସମ୍ପର୍କ ରଖିବା ଉଚିତ୍ !

ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ ପିରିୟଡ଼ ର କେତେ ଦିନପରେ ଯଦି ଜଣେ ମହିଳା ରିଲେସନ ରଖିଲେ ତାଙ୍କର ଗର୍ଭରେ ଭ୍ରୁଣ ରହିବନି । ଯଦି ସେହି ସମୟ ପୂର୍ବରୁ ମହିଳା ଜଣକ ରିଲେସନ ରେ ରୁହନ୍ତି ତେବେ ସେ ହୁଏତ ଭ୍ରୁଣ ଧାରଣ କରିପାରନ୍ତି । ଅନେକ ସମୟରେ ସେମାନଙ୍କ ଅଜାଣତରେ ମଧ୍ୟ ପ୍ରେଗ୍ନେଟ ହୋଇ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା କିପରି ଭାବେ ଗର୍ଭବତୀ ହେବାରୁ ଆପଣ ବଞ୍ଚିତ ହୋଇ ପାରିବେ ।

ବହୁ କମ ବୟସରେ ଏପରି ପ୍ରେଗ୍ନେଣ୍ଟ ରହିବା ଫଳରେ ସେ ଅସୁସ୍ଥ ହୋଇ ପଡିଥାନ୍ତି । ସାଧାରଣତଃ ବେଳେବେଳେ ମହିଳା ମାନଙ୍କ ଅନିଚ୍ଛା ସତ୍ତ୍ଵେ ମଧ୍ୟ ସେମାନଙ୍କ ଭୂଲ୍ ହେଉ କିମ୍ବା ଅଜାଣତରେ ହେଉ ସେମାନେ ଗର୍ଭ ଧାରଣ କରିଥାନ୍ତି ଏପରି ହେବା ଦ୍ଵାରା ସେମାନେ କେବେ ଖୁସିରେ ରହିନଥାନ୍ତି ।  ଫଳରେ ଉଭୟ ମା ଓ ଛୁଆ ଦୁଇ ଜଣଙ୍କର କ୍ଷତି ହୋଇଥାଏ ।

ସେଥିପାଇଁ ନିହାତି ଭାବେ ଏହି ଓଭାଲେସନ୍ କେବେ ହୁଏ ବା ଗୋଟେ ଝିଅ ବା ମହିଳା କେବେ ପ୍ରେଗ୍ନେଣ୍ଟ ରହିପାରେ ସେହି କଥା ଜାଣିବା ନିହାତି ଆବଶ୍ୟକ । କିଛିବି କାରଣରୁ ହେଉ ନା କାହିଁକି ଯଦି ଆପଣ ଚାହୁଁନାହାଁନ୍ତି କଂଶିପ୍ଟ କରିବା ପାଇଁ ତେବେ ଆପଣ ନିଶ୍ଚୟ ଜାଣିବାକୁ ଚାହୁଁଥିବେ କି ଜାଣିବା ପାଇଁ ଯେ ଆପଣ କେବେ ରିଲେସନ ରେ ରହିଲେ ଆପଣ ନିଜେ ସେଫ୍ ବୋଲି ।

ଆପଣ ଜାଣି ରଖନ୍ତୁ ଓଭାଲେସନ୍ ସମୟରେ ଓଭାରିରୁ ଗୋଟିଏ ଅଣ୍ଡା ରିଲିଜ୍ ହୋଇଥାଏ ସେହି ଅଣ୍ଡା ଯେତେବେଳେ ପୁରୁଷଙ୍କ ସ୍ପର୍ମ ସଂସ୍ପର୍ଶରେ ଆସେ ସେତେବେଳେ ଅଣ୍ଡାଟା ଫର୍ଟିଲାଇଜ୍ ହୋଇଥାଏ । ମହିଳା ଜଣକ ପ୍ରେଗ୍ନେଣ୍ଟ ହୋଇଯାଆନ୍ତି । ଯଦି ଆପଣ ପ୍ରେଗ୍ନେଣ୍ଟ ହେବାକୁ ଚାହୁଁନାହାଁନ୍ତି ତେବେ ଓଭାଲେସନ ଡେ କେବେ ତାହା ଆପଣଙ୍କୁ ନିଶ୍ଚୟ ଜାଣିବାକୁ ପଡ଼ିବ ।

ଯଦି ଆପଣଙ୍କ ପିରିୟଡ଼ ୨୮ ଦିନରେ ହେଉଛି ସେହି ୨୮ ଦିନର ମଝି ଦିନ ଅର୍ଥାତ୍ ୧୪ ଦିନ କୁ ଓଭଲେସନ୍ ହୋଇଥାଏ । ବା ସେହି ଦିନର ୨୪ ଘଣ୍ଟା ଭିତରେ ହୋଇଥାଏ । ଯଦି ଏହି ଦିନରେ ମହିଳା ମାନେ ରିଲେସନ ରଖନ୍ତି ତେବେ ସେହି ଦିନରେ ସେମାନେ ପ୍ରିଗ୍ନେଣ୍ଟ ହୋଇଯାଆନ୍ତି । ଏହି ଦିନରେ ୯୯ପ୍ରତିଶତ ଚାଂସ ଥାଏ । ଯଦି ଏହି ଦିନ ବ୍ୟତୀତ ଆପଣ ଅନ୍ୟ ଦିନ ମାନଙ୍କରେ ରିଲେସନ ରଖନ୍ତି ତେବେ ପ୍ରେଗ୍ନେସି ର ଚାନ୍ସ ନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।