ଫିଲ୍ମର ଶୁଟିଙ୍ଗ ସମୟରେ ହିଁ ପ୍ରେଗ୍ନେଂଟ ହୋଇଯାଇଥିଲେ ଏହି ଅଭିନେତ୍ରୀମାନେ, ଜଣଙ୍କର ତ ବିବାହ ବି ହୋଇ ନ ଥିଲା

ବଲୀଉଡର କାହାଣୀ ଅଜବ ଅଟେ । ଏଠି ବାହାଘର, ଅଫେୟର୍ସ, ସମ୍ପର୍କ କିମ୍ବା ପୁଣି ବ୍ରେକଅପ ସବୁକିଛି ଅଚାନକ ସାମନାକୁ ଆସିଥାଏ । କିନ୍ତୁ କହିବାକୁ ଗଲେ ବର୍ତ୍ତମାନର ଅଭିନତ୍ରୀମାନେ ନିଜର ସମସ୍ତ କଥା ଯେମିତି କି ପ୍ରେଗ୍ନେଂଟର ଖବରକୁ ବି ଓପନ କରୁଛନ୍ତି । କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ତାଙ୍କର ପ୍ରେଗ୍ନେଂଟର ଖବର କାହାକୁ ବି ଜଣା ପଡୁ ନ ଥିଲା ।

ଯେତେବେଳେ ତାଙ୍କର ଡିଲୀବରୀ ହୋଇଥାଏ ସେତେବେଳ ସମସ୍ତଙ୍କୁ ଜଣା ପଡିଥାଏ କି ଅଭିନେତ୍ରୀମାନେ ମା ହୋଇଯାଇଛନ୍ତି । ଏହା ଛଡା କିଛି ଅଭିନେତ୍ରୀଙ୍କର ମା ହେବାର ଖବର ବାହାଘର ପୂର୍ବରୁ ବି ସାମନାକୁ ଆସିଯାଇଥାଏ । ଆଜି ଆମେ ଆପଣମାନଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟର କହିବାକୁ ଯାଉଛୁ, ଯେଉଁମାନେ ଫିଲ୍ମର ଶୁଟିଙ୍ଗ ସମୟରେ ହିଁ ପ୍ରେଗ୍ନେଂଟ ହୋଇଯାଇଥିଲେ ।

ଜୟା ବଚ୍ଚନ

Image courtesy: Google

ସାଂସଦ ଏବଂ ବଲୀଉଡ ଅଭିନେତ୍ରୀ ଜୟା ବଚ୍ଚନ ବି ଫିଲ୍ମ ‘ଶୋଲେ’ର ଶୁଟିଙ୍ଗ ସମୟରେ ପ୍ରେଗ୍ନେଂଟ ହୋଇଯାଇଥିଲେ । ଫିଲ୍ମର ଗୋଟିଏ ସିନରେ ତାଙ୍କର ବେବି ବମ୍ଫ ପୂରାପୂରି ନଜର ଆସୁଥିଲା । ସେହି ସମୟରେ ଅଭିଷେକ ବଚ୍ଚନଙ୍କର ଜନ୍ମ ହୋଇଥିଲା । ସେଥିପାଇଁ ପ୍ରେଗ୍ନେଂସୀ ସମୟରେ ତାଙ୍କର ବହୁତ କମ ଶଟ ଦେଖାଯାଇଥିଲା ।

ଶ୍ରୀଦେବୀ

Image courtesy: Google

ବଲୀଉଡର ପ୍ରଥମ ମହିଳା ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀ ଫିଲ୍ମ ‘ଜୁଦାଈ’ର ଶୁଟିଙ୍ଗ ସମୟରେ ପ୍ରେଗ୍ନେଂଟ ହୋଇଥିଲେ ଏବଂ ସେହି ସମୟରେ ତାଙ୍କର ବାହାଘର ବି ହୋଇ ନଥିଲା । ପରେ ତାଙ୍କର ବାହାଘର ବୋନୀ କପୁରଙ୍କ ସହିତ ହୋଇଥିଲା ଏବଂ ସେ ଜାହ୍ନବୀ କପୂରଙ୍କୁ ଜନ୍ମ ଦେଇଥିଲେ । ଏବଂ ଏହାର ଚାରି ବର୍ଷ ପରେ ଖୁଶୀ କପୂର ହୋଇଥିଲେ । ୨୦୧୮ରେ ଶ୍ରୀଦେବୀଙ୍କର ଏକ ଦୁର୍ଘଟଣାରେ ନିଧନ ହୋଇଯାଇଛି ।

ଜୂହୀ ଚାୱଲା

Image courtesy: Google

ଏକ୍ଟ୍ରେସ ଜୂହୀ ଚାୱଲା ୧୯୯୫ରେ ବିଜନେସମ୍ୟାନ ଜୟ ମେହତାଙ୍କ ସହିତ ବିବାହ କରିଥିଲେ । ଯେତେବେଳେ ସେ ଫିଲ୍ମ ‘ଆମଦନୀ ଅଠନ୍ନୀ ଖର୍ଚା ରୁପୈୟା’ର ଶୁଟିଙ୍ଗ କରୁଥିଲେ । ସେହି ସମୟରେ ସେ ପ୍ରେଗ୍ନେଂଟ ଥିଲେ ଏବଂ ତାଙ୍କର ସମସ୍ତ ସୀନକୁ ବହୁତ ସମ୍ଭାଳି ସମ୍ଭାଳି ଦେଖାଯାଉଥିଲା । ଜୂହୀ ଚାୱଲାଙ୍କର ଦୁଇଟି ସନ୍ତାନ ଅଛି ।

ଐଶ୍ୱର୍ୟା ରାୟ ବଚ୍ଚନ

Image courtesy: Google

ବଲୀଉଡର ପୂର୍ବ ମିସ ୱୋର୍ଲ୍ଡ ଏକ୍ଟ୍ରେସ ଐଶ୍ୱର୍ୟା ରାୟ ବଚ୍ଚନ ୨୦୦୭ରେ ଅଭିଷେକ ବଚ୍ଚନଙ୍କ ସହ ବିବାହ କରିଥିଲେ । ବର୍ଷ ୨୦୧୧ରେ ଯେତେବେଳେ ସେ ଫିଲ୍ମ ହୀରୋଇନର ଶୁଟିଙ୍ଗ କରୁଥିଲେ ସେହି ସମୟରେ ସେ ପ୍ରେଗ୍ନେଂଟ ହୋଇଥିଲେ ଏବଂ ଏହା ପରେ ତାଙ୍କୁ ଫିଲ୍ମ ଛାଡି ବାକୁ ପଡିଲା । ଫିଲ୍ମରେ ତାଙ୍କର ଯେଉଁ ରୋଲ ଥିଲା ତାହା ହିସାବରେ ତାଙ୍କର ପ୍ରେଗ୍ନେଂଟ ହେବା ସଠିକ ହୋଇ ନ ଥାନ୍ତା । ଫିଲ୍ମର ଅଧା ଶୁଟିଙ୍ଗ ହେବା ପରେ କରିନା କପୂର ଖାନ ଏହି ଫିଲ୍ମକୁ କରିଥିଲେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।