ଦିନରେ କେବଳ ଥରେ ହିଁ ଆସିଥାଏ ଏହି “ଗୋଲ୍ଦେନ ମିନିଟ”, ଯେତେବେଳ ମନର ସବୁ ଇଚ୍ଛା ହୋଇଥାଏ ପୁରା

କହିବାକୁ ଗଲେ ଇଶ୍ଵରକୁ କେହି ବି ଦେଖି ନାହାନ୍ତି । କିନ୍ତୁ ଭଗବାନ ନିଜର ଉପସ୍ଥିତିର ଅନୁଭବ କରାଇଥାନ୍ତି । ଲୋକମାନଙ୍କର କହିବା ଅଟେ କି ହୃଦୟର ସହିତ ପ୍ରାର୍ଥନା କରିଲେ ଭଗବାନ ସମସ୍ତ ମାନବାଞ୍ଛା ପୂରଣ କରିଥାନ୍ତି । ଏହା ଛଡା କିଛି ଲୋକମାନଙ୍କର କହିବା ଅଟେ କି ପୁରା ଦିନରେ ଗୋଟିଏ ସମୟ ଏମିତି ବି ଆସିଥାଏ ଯେତେବେଳେ ଆପଣଙ୍କର ସମସ୍ତ ମନବାଞ୍ଛା ପୁରା ହୋଇ ପାରିବ । ଏହି ସମୟକୁ କିମ୍ବା ମିନିଟକୁ ଗୋଲ୍ଦେନ ମିନିଟ କୁହାଯାଏ । ଏହି ଗୋଲ୍ଦେନ ମିନିଟ ବିଷୟରେ ଆସନ୍ତୁ ଜାଣିବା ।

କେମିତି କରିବେ ଏହି ଗୋଲ୍ଦେନ ମିନିଟର ଗଣନା

ଗୋଲ୍ଦେନ ମିନିଟକୁ କ୍ୟାଲକ୍ୟୁଲେଟ କରିବା ପାଇଁ ମାସ ଏବଂ ଦିନର ଧ୍ୟାନ ରଖିବାକୁ ପଡିବ । ଉଦାହରଣ ସ୍ୱରୂପ ଜୁଲାଇ ମାସ ଚାଲୁଅଛି । ଏବଂ ତାରିଖ ୨୧ । ଏହା ଆଧାରରେ ଆପଣଙ୍କର ଗୋଲ୍ଦେନ ମିନିଟ ୨୧ : ୦୭ am ଏବଂ pm ହେବ । ୨୧ ତାରିଖ ଅଟେ ଏବଂ ୭ ଜୁଲାଇ ମାନେ ସପ୍ତମ ମାସ ଅଟେ । ତେବେ ଆପଣଙ୍କର ଗୋଲ୍ଦେନ ମିନିଟ ହେଉଛି ୯ : ୦୭ ମିନିଟ ।

ଚାଲନ୍ତୁ ଆପଣଙ୍କୁ ଆଉ ଏକ ଉଦାହରଣ ଦେଉଛୁ । ବର୍ତ୍ତମାନ ମେ ମାସ ଚାଲିଛି ଏବଂ ଆଜିର ଡେଟ ୧୦  ଅଟେ । ତେବେ ଆଜିକାର ଗୋଲ୍ଦେନ ମିନିଟ ହେବ ୧୦ : ୦୫ । ୧୦ ଯାହା କି ଆଜିର ତାରିଖ ଏବଂ ୫ ଯାହା କି ମେ ମାସ ଅଟେ ।

କିନ୍ତୁ ମନେ ରଖିବେ କି ୨୫ ରୁ୩୧ ମାସ ମଧ୍ୟରେ ଏହା କରିବେ ନାହିଁ । ଏହି ତାରିଖରେ ଆମେ ଏହାର ଓଲଟା ଗଣନା କରିବୁ । ଯଦି ଆପଣ ୨୮ ଅଗଷ୍ଟର ଗୋଲ୍ଡେନ ମିନିଟ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହାକୁ ଓଲଟା କରିବାକୁ ପଡିବ । ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଡେଟକୁ ପ୍ରଥମେ ଏବଂ ମାସକୁ ପରେ ଗଣନା କରୁଥିଲୁ । କିନ୍ତୁ ବର୍ତ୍ତମାନ ଆମେ ମାସକୁ ପ୍ରଥମେ ଏବଂ ଡେଟକୁ ପରେ ଗଣିବା । ତେବେ ୨୮ ଅଗଷ୍ଟର ଗୋଲ୍ଦେନ ମିନିଟ ୦୮:୨୮ am ଏବଂ pm ହେବ । ଠିକ ଏହି ପ୍ରକାରରରେ ବାକି ଦିନରେ ବି ଗୋଲ୍ଦେନ ମିନିଟକୁ ଆପଣ କ୍ୟାଲକ୍ୟୁଲେଟ କରି ପାରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।