କୋଟି କୋଟି ଟଙ୍କା ସମ୍ପତିର ମାଲିକ ଅଟନ୍ତି ସାଉଥର ଏହି ସୁପରଷ୍ଟାର, ତଥାପି ତାଙ୍କ ବାପା ଚଲାନ୍ତି ବସ, ଦେଖନ୍ତୁ କିଏ ସେ…

ମଣିଷର ଭାଗ୍ୟ କେତେବେଳେ ଏବଂ କେମିତି ବଦଳିଯାଏ ଏହା କାହାକୁ ବି ଜଣା ନ ଥାଏ । କେବଳ ବ୍ୟକ୍ତିଙ୍କୁ ପରିଶ୍ରମ କରିବା ଦରକାର । କାରଣ ପରିଶ୍ରମ ଏବଂ ଚେଷ୍ଟା କରୁଥିବା ଲୋକମାନଙ୍କର ପରଜାୟ କେବେ ବି ହୁଏ ନାହିଁ । ଆଜି ଆମେ ଏମିତି ହିଁ ଜଣେ ସୁପରଷ୍ଟାରଙ୍କର କଥା କହୁଛୁ । ଯିଏକି ସାଉଥ ସିନେମାର ସୁପରଷ୍ଟାର ଅଟନ୍ତି ଏବଂ ଫିଲ୍ମରୁ କୋଟି କୋଟି ଟଙ୍କା ଆୟ କରନ୍ତି । କିନ୍ତୁ ତାଙ୍କର ପିତା ନିଜର ପୁରୁଣା କାମକୁ ଛାଡି ନାହାନ୍ତି କାରଣ ତାହା ହିଁ ତାଙ୍କର ପରିଚୟ ଅଟେ ।

କୋଟି କୋଟି ଟଙ୍କା ସମ୍ପତିର ମାଲିକ ଅଟନ୍ତି ଏହି ସାଉଥ ସୁପରଷ୍ଟାର

Image courtesy: Google

ସାଉଥର ସୁପରହିଟ ଫିଲ୍ମ କେଜିଏଫ (୨୦୧୮) ହିନ୍ଦୀରେ ବି ଲୋକମାନଙ୍କ ଉପରେ ନିଜର ଛାପ ଛାଡି ଥିଲା । ଫିଲ୍ମଟି ୨୦୦ କୋଟି ଟଙ୍କାର ବିଜନେସ କରିଥିଲା । ୟଶଙ୍କର ଫିଲ୍ମ ପ୍ରଥମ ଥର ୨୦୦ କୋଟି ଟଙ୍କାର ବିଜନେସ କରିଥିଲା । କିନ୍ତୁ ତାଙ୍କର ପିତା ଆଜି ବି ବସ ଡ୍ରାଇଭର ଅଟନ୍ତି । ତାଙ୍କର ନାମ ଅରୁଣ କୁମାର ଅଟେ । ତାଙ୍କ ଅନୁସାରେ, ଏହି କାମ ଦ୍ଵାରା ହିଁ ସେ ନିଜ ପୁଅକୁ ପଢାଇଛନ୍ତି ଏବଂ ଏକ ବଡ ଷ୍ଟାର କରିପାରିଛନ୍ତି ।

Image courtesy: Google

ସେଥିପାଇଁ ସେ ନିଜ ଡ୍ରାଇଭର କାମକୁ ଛାଡିବେ ନାହିଁ । ୟଶଙ୍କର ଜନ୍ମ କର୍ନାଟକରେ ହୋଇଥିଲା । ଏବଂ ତାଙ୍କର ଅସଲ ନାମ ନବୀନ କୁମାର ଅଟେ । ୟଶ ନିଜର କ୍ୟାରିୟରର ଆରମ୍ଭ ଟିଭି ସିରିୟଲ ‘ନନ୍ଦା ଗୋକୁଲ’ରୁ କରିଥିଲେ ।

Image courtesy: Google

ବର୍ଷ ୨୦୦୭ରେ ଫିଲ୍ମ ‘Jambada Hudugi’ରୁ ସେ ଫିଲ୍ମ ଦୁନିଆରେ ଡେବ୍ୟୁ କରିଥିଲେ, କିନ୍ତୁ ଏଥିରେ ସେ ସେକନ୍ଡ ଲିଡ ଅଭିନେତା ମଧ୍ୟରୁ ଜଣେ ଥିଲେ । ତଥାପି ତାଙ୍କ ନା ହୋଇଥିଲା ଏବଂ ଫିଲ୍ମ ଚାଲିଥିଲା । ଏହା ପରେ ସେ କେତେକ ଫିଲ୍ମରେ କାମ କରିଲେ କିନ୍ତୁ ଗତ ବର୍ଷ ରିଲିଜ ହୋଇଥିବା ଫିଲ୍ମ କେଜିଏଫ କମାଲ କରିଦେଲା ଏବଂ ତାଙ୍କୁ ପୁରା ଭାରତରେ ପରିଚିତ କରାଇଦେଲା ।

ଏତେ କୋଟି ନିଅନ୍ତି ୟଶ ଗୋଟେ ଫିଲ୍ମ ପାଇଁ

Image courtesy: Google

ୟଶ ନିଜ ୧୨ ବର୍ଷର କ୍ୟାରିୟରରେ ୧୮ ଟି ଫିଲ୍ମ କରିଛନ୍ତି ଏବଂ ଆଜି ତାଙ୍କ ପାଖରେ ୪୦ କୋଟି ଟଙ୍କାର ସମ୍ପତି ଅଛି । ଗୋଟିଏ ଫିଲ୍ମ ପାଇଁ ସେ ୫ କୋଟି ଟଙ୍କା ଚାର୍ଜ କରନ୍ତି । ୟଶ ବହୁତ ଦୟାଳୁ ଅଟନ୍ତି ଓ ସେ ଅନେକ ଚାରିଟି ମଧ୍ୟ କରନ୍ତି । ସେ ଅଭିନେତ୍ରୀ ରାଧିକା ପଣ୍ଡିତଙ୍କ ସହ ଲଭ ମ୍ୟାରେଜ କରିଛନ୍ତି । ସବୁଠୁ ମଜାଦାର କଥା ଏହା ଅଟେ କି ୟଶ ନିଜର ବାହାଘରର ରିସେପ୍ଶନରେ ପୁରା କର୍ନାଟକକୁ ଇନଭାଇଟ କରିଥିଲେ । ବର୍ତ୍ତମାନ ସେ ଗୋଟେ ଝିଅର ବାପା ବି ହୋଇ ସାରିଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।