Bigg Boss 14 ର କଣ୍ଟେଷ୍ଟେଣ୍ଟ Rubina Dilaik ଙ୍କ ସାନ ଭଉଣୀ ଦେଖିବାକୁ ତାଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର, ନ ଦେଖିଲେ ବିଶ୍ଵାସ କରି ପାରିବେନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଟିଭି ଇଣ୍ଡଷ୍ଟ୍ରୀ ରେ ସବୁଠାରୁ ଲୋକପ୍ରିୟ କଂଟ୍ରୋଭରସି ସୋ ମଧ୍ୟରୁ ବିଗ୍ ବସ୍ ଅନ୍ୟତମ ଅଟେ । ଏହି ସୋ ର ବର୍ତ୍ତମାନ ୧୪ତମ ସିଜନ ଚାଲୁଅଛି । ଗତ ବର୍ଷ ଭଳି ଏହି ବର୍ଷ ର ସିଜନ ମଧ୍ୟ ବହୁତ ହିଁ ଧମାକାଦାର ରହିଛି । ଏହି ସୋ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ସାଜିଅଛି ଏବଂ ଏହାର କାରଣ ହେଉଛି ଏହି ସୋ ରେ ଥିବା ଦମଦାର କଣ୍ଟେଷ୍ଟ୍ଏଣ୍ଟ ମାନଙ୍କ ପାଇଁ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ‘ରୁବିନା ଦିଲେକ’ । ଏହି ସୋ ରେ ସେ ଜଣେ ନିଉଜ ମେକର ସାଜିଛନ୍ତି ।

ବନ୍ଧୁଗଣ ଆପଣ ମାନେ ତ ଅଭିନେତ୍ରୀ ରୁବିନା ଦିଲେକ ଙ୍କୁ ପରଦା ରେ ଦେଖିଛନ୍ତି ଏବଂ ତାଙ୍କ ସମ୍ବନ୍ଧରେ ବହୁତ କିଛି ଜାଣିଛନ୍ତି ମଧ୍ୟ । କିନ୍ତୁ କଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କ ଭଉଣୀଙ୍କ ସମ୍ବନ୍ଧରେ ଜାଣିଛନ୍ତି? ଅଭିନେତ୍ରୀ ରୁବିନା ଦିଲେକ ଙ୍କ ଭଉଣୀ ଙ୍କ ସୁନ୍ଦରତା ସାମ୍ନାରେ । ରୁବିନା ଙ୍କ ସୁନ୍ଦରତା ମଧ୍ୟ ଫିକା ପଡିଯାଇଥାଏ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଏବଂ ତାଙ୍କ ଭଉଣୀ ଙ୍କ ସମ୍ବନ୍ଧରେ ।

୨୦୧୮ ମସିହାରେ ଟିଭି ସିରିଆଲ ‘ଛୋଟି ବହୁ’ ଜରିଆରେ ନିଜ ଅଭିନୟ କ୍ୟାରିଅର ର ଆରମ୍ଭ କରିଥିବା ଅଭିନେତ୍ରୀ ରୁବିନା ଦିଲେକ, ‘ଦେବୋ କେ ଦେବ୍ ମହାଦେବ’, ‘ଶାସ୍ ବିନା ସସୁରାଲ’, ‘ଶକ୍ତି ଅସ୍ତିତ୍ବ କି ଏହାସାସ’ ଭଳି ଅନେକ ପ୍ରସିଦ୍ଧ ଟିଭି ସିରିଆଲ ରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି ଏବଂ ଦର୍ଶକ ମାନଙ୍କ ହୃଦୟ ରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।

ବର୍ତ୍ତମାନ ଏହି ଅଭିନେତ୍ରୀ ଙ୍କୁ ବିଗ୍ ବସ୍ ୧୪ ର କଣ୍ଟେଷ୍ଟଏଣ୍ଟ ରୂପରେ ଦେଖିବାକୁ ମିଳିଛି ଏବଂ ସେ ବର୍ତ୍ତମାନ ଚର୍ଚ୍ଚା ର ପାତ୍ର ମଧ୍ୟ ସାଜିଛନ୍ତି । ଦର୍ଶକ ମାନେ ତାଙ୍କୁ ବହୁତ ମାତ୍ରାରେ ପସନ୍ଦ କରୁଛନ୍ତି । ଏହି ଅଭିନେତ୍ରୀ ଙ୍କୁ ସମସ୍ତ କଣ୍ଟେଷ୍ଟ୍ଏଣ୍ଟ ଙ୍କ ଠାରୁ ଅଧିକ ସୁନ୍ଦର ମଧ୍ୟ କୁହା ଯାଇଛି । ତେବେ ଏହି ଅଭିନେତ୍ରୀ ଙ୍କ ଠାରୁ ତାଙ୍କ ଭଉଣୀ ଅଧିକ ସୁନ୍ଦର ଅଟନ୍ତି ।

ଅଭିନେତ୍ରୀ ରୁବିନା ଦିଲେକ ଙ୍କ ଦୁଇ ଭଉଣୀ ଅଛନ୍ତି । ରୁବିନା ଙ୍କ ବଡ଼ ଭଉଣୀ ପ୍ରଫେସନ ରୁ ଜଣେ ଡିଜାଇନର ଅଟନ୍ତି । ସେ ଲାଇମ ଲାଇଟ ରୁ ସର୍ବଦା ଦୂରରେ ରହିବାକୁ ପସନ୍ଦ କରନ୍ତି । ଅନ୍ୟ ପକ୍ଷରେ ରୁବିନା ଙ୍କ ଭଉଣୀ ‘ନୈନା ଦିଲେକ’ ତାଙ୍କ ଠାରୁ ବୟସରେ ସାନ ଅଟନ୍ତି । ସେ ଜଣେ ସଫଳ ଅଭିନେତ୍ରୀ ବନିବାକୁ ଚାହୁଁଛନ୍ତି ।

ରୁବିନା ଙ୍କ ଦୁଇ ଭଉଣୀ ପ୍ରଫେସନ ରୁ ଅଭିନେତ୍ରୀ ନୁହନ୍ତି ସତ, କିନ୍ତୁ ସୁନ୍ଦରତା ମାମଲାରେ ଏହି ଦୁଇ ଜଣ କୌଣସି ଅଭିନେତ୍ରୀ ଙ୍କ ଠାରୁ ମଧ୍ୟ କମ ନୁହଁନ୍ତି । ଏହା ମଧ୍ୟ କୁହାଯାଇ ପାରିବ ଯେ, ତାଙ୍କର ଦୁଇ ଭଉଣୀ ସୁନ୍ଦରତା କ୍ଷେତ୍ରରେ ଅନେକ ଅଭିନେତ୍ରୀ ମାନଙ୍କୁ ପଛରେ ପକାଇ ଦେଇ ପାରିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।