ଟାଟା-ଅମ୍ବାନୀ ଙ୍କ ଠାରୁ ବି ଅଧିକ ଲକ୍ଜରିୟସ ଅଟେ Bollywood ର ଏହି 4 ଜଣ ହିରୋଇନଙ୍କ ଲାଇଫ ଷ୍ଟାଇଲ, ନିଜ ଇନକମ ରେ କିଣିଥିବା ଏରୋପ୍ଲେନ ରେ କରନ୍ତି ଯାତ୍ରା

ଗ୍ଲେମର ଇଣ୍ଡଷ୍ଟ୍ରି ଏମିତି ଏକ ଇଣ୍ଡଷ୍ଟ୍ରି ଯେଉଁଥିରେ ପରିଚୟ ସୃଷ୍ଟି କରିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡିଥାଏ । ବଲିଉଡରେ ଅନେକ କଳାକାର ମାନେ ନିଜର ପରିଶ୍ରମ ପାଇଁ ଆଜି ପରିଚିତ ହୋଇ ପାରିଛନ୍ତି ।

ଆଜି ଏହି କଳାକାର ମାନଙ୍କ ପାଖରେ ନାଁ ଓ ପଇସାର କୌଣସି କମି ନାହି । ସେମାନେ ଏତେ ଧନୀ ଯେ ଟଙ୍କା ପାଖରେ ନିଜର ପ୍ଳେନ ଅଛି । ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଆପଣ ମାନଙ୍କୁ ଏମିତି କିଛି ଅଭିନେତ୍ରୀ ମାନକ ବିଷୟରେ କହିବୁ ଯେଉଁମାନେ ନିଜ ପ୍ଲେନରେ ସଫର କରିବାକୁ ପସନଦ କରନ୍ତି ।

“ମାଧୁରୀ ଦୀକ୍ଷିତ” : ମାଧୁରୀ ଦୀକ୍ଷିତ ଏମିତି ଜଣେ ଅଭିନେତ୍ରୀ ଅଟନ୍ତି ଯିଏ ନିଜ ହସରେ ଲୋକ ମାନଙ୍କର ମନ କିଣି ନିଅନ୍ତି । ଦୁନିଆରେ ଏମିତି କିଛି ଲୋକେ ଅଛନ୍ତି ଯେଉଁମାନେ ମାଧୁରିଙ୍କର ହସର ଦିୱାନା ହୋଇଥାନ୍ତି । ଦେଶରେ ତାଙ୍କୁ “ଧକ ଧକ ଗାର୍ଲ” ବା “ମୋହିନୀ” ନାମରେ ଜାଣିଛନ୍ତି । ସେ ବଲିଉଡ ଜଗତରେ ଅନେକ ବର୍ଷ ହେଲା କାମ କରି ବହୁତ ପଇସା ଓ ସମାନ ପାଇଛନ୍ତି । ସେଥିପାଇଁ ତାଙ୍କ ପାଖରେ ନିଜର ଜେଟ ଅଛି ଯେଉଁଥିରେ ସେ ବୁଲିବାକୁ ଯିବାକୁ ପସନ୍ଦ କରନ୍ତି । ତାଙ୍କ ଜେଟର ମୂଲ୍ୟ ହେଉଛି ୩୮ କୋଟି ଟଙ୍କା ।

“ଶିଲ୍ପା ସେଠୀ କୁନ୍ଦ୍ରା” : ବଲିଉଡର ଅଭିନେତ୍ରୀ ଶିଲ୍ପା ସେଥି ୨୦୦୯ରେ ମସୁର ଉଦ୍ୟଗପତି ରାଜ କୁନ୍ଦ୍ରାଙ୍କ ସହ ବିବାହ କରିଥିଲେ । ରାଜ କୁନ୍ଦରା ଜଣେ ସଫଳ ବ୍ୟବସାୟୀ ଅଟନ୍ତି ଓ ସେ ଲଣ୍ଡନରେ ଥିବା ଭାରତୀୟ ମୂଳରେ ପ୍ରମୁଖ ବ୍ୟବଶାୟୀ ଅଟନ୍ତି । ତାଙ୍କ ସହ ବିବାହ କରିବା ପରେ ଶିଲ୍ପା ସେଠୀ ବହୁତ ଧନୀ ହୋଇଥିଲେ । ଶିଲ୍ପା ସେଠୀ ଗୋଟେ ପ୍ରାଇଭେଟ ଜେଟର ମାଲିକାଣୀ ଅଟନ୍ତି ଯାହାର ମୂଲ୍ୟ ୪୫କୋଟି ଟଙ୍କା ଅଟେ ।

“ପ୍ରିୟଙ୍କା ଚୋପଡା” : ବଲିଉଡର ସବୁଠାରୁ ଟାପ ଅଭିନେତ୍ରୀ ଭାବେ ପ୍ରିୟଙ୍କାଙ୍କୁ କିଏ ନ ଜାଣେ । ତାଙ୍କ ଯୋଗୁ ଭାରତର ନାଁ ଇଣ୍ଟରନେସନାଲ ଲେବଲ ଯାଏଁ ପହଞ୍ଚି ପାରିଥିଲା । ଗତ ବର୍ଷ ସେ ଆମେରିକାର ମସୁର ଗାୟକ ନିକ ଜୋନସଙ୍କ ସହ ମ୍ୟାରେଜ କରିଛନ୍ତି । ତାଙ୍କ ପାଖରେ ନିଜର ପ୍ଳେନ ରହିଛି ଯାହାର ମୂଲ୍ୟ ୫୩ କୋଟି ଟଙ୍କା ଅଟେ ।

“ସନି ଲିୟୋନେ” : ସନି ଳିୟୋନେ ନିଜ ଜୀବନରେ ସବୁ କିଛି ହାସଲ କରି ଆଜି ନିଜ ପରିବାର ସହ ଖୁସିରେ ଲାଇଫ ସ୍ପେନ୍ଡ କରୁଛନ୍ତି । ଆଜିକା ଡେଟରେ ସେ ୪୦୦ କୋଟି ଟଙ୍କାର ସମ୍ପତିର ମାଲିକ ଅଟନ୍ତି । ତାଙ୍କ ପାଖରେ ନିଜର ଗୋଟେ ପ୍ରାଇଭେଟ ଜେଟ ରହିଛି ଯାହାର ମୂଲ୍ୟ ୩୨ କୋଟି ଟଙ୍କା ଅଟେ । ସେଥି ପାଇଁ ବଲିଉଡର ସବୁଠାରୁ ଧନୀ ଅଭିନେତ୍ରୀ ମାନଙ୍କ ମଧ୍ୟରେ ସନି ଲିୟୋନେ ସାମିଲ ଅଛନ୍ତି । ବଲିଉଡକୁ ଆସିବା ପୂର୍ବରୁ ସେ ଏଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।