ବହୁତ ହିଁ ଅଧିକ ଏକ୍ସପେନସିଭ ଅଟେ Bollywood ର ଏହି ୬ ଜଣ ଷ୍ଟାର ଙ୍କ ଘର, ନମ୍ବର ୬ ଙ୍କ ଘରର ଦାମ ଶୁଣିଲେ ତ ଆପଣଙ୍କର ହୋସ ଉଡିଯିବ

ବଲୀଉଡ ଅଭିନେତ୍ରୀଙ୍କ ଜୀବନ ପ୍ରାୟତଃ ସିକ୍ରେଟ ରହିଥାଏ ଏମିତିରେ ତାଙ୍କର ଫ୍ୟାନମାନେ ତାଙ୍କର ପର୍ସନାଲ ଲାଇଫକୁ ଜାଣିବା ପାଇଁ ଇଚ୍ଛିତ ଥାନ୍ତି । ଏହି ଅଭିନେତ୍ରୀମାନଙ୍କ ଘର, ସେମାନେ କଣ ଖାଆନ୍ତି, କଣ ପିନ୍ଧନ୍ତି ଓ ତାଙ୍କର ଲାଇଫ ଷ୍ଟାଇଲ କେମିତି ଏହିଭଳି ବହୁତ କିଛି ଅଛି ଯାହା ବିଷୟରେ ବହୁତ କମ ଲୋକମାନଙ୍କୁ ଜଣା ଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ବଲୀଉଡର କିଛି ଟପ ଅଭିନେତ୍ରୀଙ୍କ ଘର ବିଷୟରେ କହିବାକୁ ଯାଉଛୁ ।

ଅନୁଷ୍କା ଶର୍ମା

ବଲୀଉଡର ସବୁଠୁ ଅଧିକ ଆୟ କରିଥିବା ଅଭିନେତ୍ରୀ ଓ ବର୍ତ୍ତମାନ ହିଁ ମା ହୋଇଥିବା ଅନୁଷ୍କା ଶର୍ମା ମୁମ୍ବାଇରେ ହିଁ ରୁହନ୍ତି । ମୁମ୍ବାଇର ଓମକାର ଟାୱାରରେ ଅନୁଷ୍କା ଶର୍ମା ଗୋଟିଏ ମହଙ୍ଗା ଘର କିଣିଛନ୍ତି । ଏହି ଘରର ମୂଲ୍ୟ ୪୦ କୋଟି ଟଙ୍କା ଅଟେ । ଏହି ଘର କୌଣସି ମହଲ ଠାରୁ କମ ନୁହେଁ ।

ଦୀପିକା ପାଦୁକୋନ

ଦୀପିକା ପାଦୁକୋଣ ଇଣ୍ଡଷ୍ଟ୍ରିର ନିଜର ପରିଶ୍ରମ ଓ ସଫଳତା ପାଇଁ ପରିଚିତ ଅଟନ୍ତି । ଦୀପିକା ବର୍ତ୍ତମାନ ବଲୀଉଡର ହାଇଏଷ୍ଟ ପେଡ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ଦୀପିକାଙ୍କ ପାଖରେ ସବୁ ପ୍ରକାରର ଦାମୀ ଜିନିଷ ମଧ୍ୟ ଅଛି । ଦୀପିକା ମୁମ୍ବାଇରେ ଅବସ୍ଥିତ ଏକ ଆପାର୍ଟମେଣ୍ଟର ଏକ ଫ୍ଲାଟରେ ରୁହନ୍ତି । ଆପଣଙ୍କୁ କହିଦେଉଛୁ କି ଦୀପିକାଙ୍କ ଏହି ଫ୍ଲାଟର ମୂଲ୍ୟ ୧୬ କୋଟି ଟଙ୍କା ଅଟେ । ଯେଉଁଥିରେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଅଛି ।

କଟରିନା କୈଫ

ବଲୀଉଡର ସବୁ ଅଭିନେତ୍ରୀମାନଙ୍କ ମଧ୍ୟରେ ସବୁଠୁ ଦାମୀ ଓ ସୁନ୍ଦର ଆପାର୍ଟମେଣ୍ଟରେ କଟରୀନା କୈଫଙ୍କ ରୁହନ୍ତି । କଟରୀନା କୈଫଙ୍କ ଆପାର୍ଟମେଣ୍ଟର ମୂଲ୍ୟ ପାଖାପାଖି ୬୦ କୋଟି ଟଙ୍କା ଅଟେ ।

ଆଲିୟା ଭଟ୍ଟ

ବଲୀଉଡର ଅଭିନେତ୍ରୀ ଆଲିୟା ଭଟ୍ଟ ୨୦୧୯ରେ ନିଜର ନୂଆ ଘରକୁ ନେଇ ବହୁତ ଚର୍ଚାରେ ରହିଥିଲେ । ସେ ନିଜର ୧୩ କୋଟି ବାଲା ଆଳିସାନ ବଙ୍ଗଳାରେ ରୁହନ୍ତି ।

ଶିଲ୍ପା ଶେଟ୍ଟୀ

ବଲୀଉଡର ଫେମସ ସଭିନେତ୍ରୀ ଶିଲ୍ପା ଶେଟ୍ଟୀ ନିଜ ସ୍ଵାମୀ ରାଜ କୁନ୍ଦ୍ରାଙ୍କ ସହ ମୁମ୍ବାଇର ଗୋଟିଏ ଘରେ ରୁହନ୍ତି । ଯାହାର ମୂଲ୍ୟ ୧୦୦ କୋଟି ଟଙ୍କା ଅଟେ ।

କରିନା କପୁର

କରିନା କପୁର ବିବାହ ପରେ ସୈଫ ଅଲୀ ଖ଼ାନଙ୍କ ପଟୋଦି ପ୍ୟାଲେସରେ ସିଫ୍ଟ ହୋଇ ଯାଇଥିଲେ । କରିନା କପୁର ଓ ସୈଫ ଅଲୀ ଖ଼ାନଙ୍କ ଘର ବଲୀଉଡର ସମସ୍ତ ଅଭିନେତା ଓ ଅଭିନେତ୍ରୀଙ୍କ ସବୁଠୁ ଅଧିକ ମହଙ୍ଗା ଅଟେ । ଏହି ଘରର ମୂଲ୍ୟ ପାଖାପାଖି ୧୦୦୦ କୋଟି ଟଙ୍କା ଅଟେ । ଏଥିରେ ସମସ୍ତ ପ୍ରକାରର ସୁବିଧା ମଧ୍ୟ ଅଛି । ଏହି ଘରେ କେତେକ ଫିଲ୍ମ ମଧ୍ୟ ବନା ଯାଇଛି ।