ବିବାହର ଏତେ ବର୍ଷ ପରେ ଅକ୍ଷୟ କୁମାରଙ୍କ ଖୁଲାସା, କହିଲେ କି ‘ଶାଶୁ ଡିମ୍ପଲଙ୍କୁ କରିବାକୁ ଚାହୁଁଥିଲେ ଡେଟ ଓ ତାଙ୍କ ସହିତ ରାତି ସାରା ଟ୍ଵିଙ୍କଲଙ୍କ ବିଷୟରେ …’

ବଲିଉଡରେ ଦମଦାର ଅଭିନେତା ଅକ୍ଷୟ କୁମାର ଏବେ ଚାର୍ଚ୍ଚାରେ ଅଛନ୍ତି । ଆଜ୍ଞା ହଁ, ଅକ୍ଷୟ କୁମାର ଏବେ ପ୍ରଫେସନାଲ ଲାଇଫ ନୁହେଁ ବରଂ ପର୍ସନାଲ ଲାଇଫ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏବେ ଅକ୍ଷୟ କୁମାର ନିଜର ଏକ ଏମିତିକା ବଡ ରହସ୍ୟ ଜାହିର କରିଛନ୍ତି  ଯାହାକୁ ନେଇ ହଲଚଲ ସୃଷ୍ଟି ହୋଇଗଲା । ଅକ୍ଷୟ କୁମାର ଆକଟିଂ ଦୁନିଆରେ ଏକ ଲମ୍ବା ଇନିଙ୍ଗ୍ସ ଖେଳୁଛନ୍ତି ଯାହାର ଆରମ୍ଭ 90 ଦଶକରୁ ଆରମ୍ଭ ହୋଇ ସାରିଛି । ଏମିତିରେ ଅକ୍ଷୟ କୁମାରଙ୍କ କ୍ୟାରିଆର ଦିନକୁ ଦିନ ନୂଆ ସଫଳତା ଛୁଇଁ ଚାଲିଛି । ତେବେ ଚାଲନ୍ତୁ ଜାଣିବା କି ଆମର ଏହି ଲଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ଅଛି ।

ନିଜ ଶାଶୁକୁ ଡେଟ କରିବାକୁ ଚାହୁଁଥିଲେ ଅକ୍ଷୟ କୁମାର

ବିବାହର କିଛି ବର୍ଷ ପରେ ଯେତେବେଳେ ଅକ୍ଷୟ କୁମାରଙ୍କୁ ପଚରାଗଲା କି ଏବେ ଆପଣ କାହାକୁ ଡେଟ କରିବାକୁ ଚାହୁଞ୍ଚନ୍ତି, ତେବେ ସେ ସଫା କହିଲେ କି ମୁଁ ନିଜ ଶାଶୁ ଅର୍ଥାତ ଡିମ୍ପଲ କପାଡିଆଙ୍କୁ ଡେଟ କରିବାକୁ ଚାହୁଁଥିଲି । କିନ୍ତୁ ଅକ୍ଷୟ କୁମାର ନିଜର ଦୋଷ ଘୋଡାଇବାକୁ ଯାଇ ଏହା କହିଥିଲେ କି ମୁଁ ନିଜ ଶାଶୁଙ୍କୁ ଡେଟ କରିବାକୁ ଚାହୁଁଥିଲି କିନ୍ତୁ ସାରା ରାତି ତାଙ୍କ ଝିଅ ଟ୍ଵିଙ୍କଲଙ୍କ ବିଷୟରେ କଥା ହେବାକୁ ଚାହୁଁଥିଲି, କାରଣ ଟ୍ଵିଙ୍କଲ ବିଷୟରେ ଯେତେ କଥା ହେବି ତାହା କମ ଅଟେ । ଟ୍ଵିଙ୍କଲ ଖାନ୍ନାଙ୍କୁ ଅକ୍ଷୟ କୁମାର ବହୁତ ଭଲ ପାଉଥିଲେ ।

ବହୁତ ଅଭିନେତ୍ରୀଙ୍କ ସହିତ ଯୋଡି ହାଇ ସାରିଛି ଅକ୍ଷୟଙ୍କ ନାମ

ଅକ୍ଷୟ କୁମାର ବଲିଉଡର ହ୍ୟାଣ୍ଡସମ ଅଭିନେତା ମଧ୍ୟରୁ ଜଣେ । ଅକ୍ଷୟ କୁମାରଙ୍କ ନାମ ରବିନା ଟଣ୍ଡନ, ରେଖା, ଆୟଶା ଯୁକ୍ଲା ଆଦି ପପୁଲାର ଅଭିନେତ୍ରୀଙ୍କ ସହିତ ଯୋଡା ହୋଇଥିଲା । ଅକ୍ଷୟ କୁମାର ବିବାହ କେବଳ ଟ୍ଵିଙ୍କଲଙ୍କ ସହିତ କରିଛନ୍ତି ସତ, କିନ୍ତୁ ଏହା ପୂର୍ବରୁ ସେ ରବିନା ଟଣ୍ଡନଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ, ଯାହାକୁ ପାଳନ କରି ପାରିଲେ ନାହିଁ । ଟ୍ଵିଙ୍କଲଙ୍କୁ ବିବାହ କରିବା ପରେ ଅକ୍ଷୟ ତାଙ୍କ ପ୍ରତି ନିଷ୍ଟାବାନ ହୋଇଗଲେ ଓ ଆଉ କାହା ପ୍ରେମରେ ପଡିଲେ ନାହିଁ ଓ ଆଜି ଦୁହେଁ ଏକ ସୁନ୍ଦର ମ୍ୟାରେଡ ଲାଇଫ ବଞ୍ଚୁଛନ୍ତି । ଅକ୍ଷୟ କୁମାରଙ୍କର ଦୁଇଟି ପିଲା, ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ।

125 ରୁ ଅଧିକ ଫିଲ୍ମ କରିସାରିଛନ୍ତି

ଅକ୍ଷୟ ଏ ପର୍ଯ୍ୟନ୍ତ ନିଜ ଫିଲ୍ମ କ୍ୟାରିଅରେ 125 ରୁ ଅଧିକ ଫିଲ୍ମ କରି ସାରିଛନ୍ତି, ଯାହା ଏକ ବହୁତ ବଡ ସଫଳତା ଅଟେ । ଏବେ ସେ ନିଜର ନୂଆ ଫିଲ୍ମ କେଶରୀ ରେ ନଜର ଆସିବେ । ଅକ୍ଷୟ କୁମାର ପ୍ରତି ବର୍ଷ ଦୁଇଟି ବା ତିନିଟି ଫିଲ୍ମ ଅବଶ୍ୟ କରନ୍ତି ଓ ତାଙ୍କର ଅଧିକାଂଶ ଫିଲ୍ମ ସୁପର ଡୁପର ହିଟ ହୋଇଥାଏ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।