ଅନ୍ତିମ ସଂସ୍କାର ସମୟରେ Sidharth ଙ୍କ ପାଦ ରଗଡୁ ଥିଲେ Shehnaz Gill, ଆଉ ଚିଲେଇ ଚିଲେଇ କହୁଥିଲେ “ମମ୍ମି ଜୀ ମେରା ବଚ୍ଚା….”

ସିଦ୍ଧାର୍ଥ ଶୁକ୍ଲାଙ୍କ ନି-ଧ-ନ ପରେ ତାଙ୍କ ଖାସ ବନ୍ଧୁ ସେହନାଜ ଦୁଃଖରେ ଭା-ଙ୍ଗି ପଡିଛନ୍ତି । ତାଙ୍କ ଅ-ନ୍ତି-ମ ସଂ-ସ୍କା-ର ସମୟରେ ସେହନାଜ ବେହୋସ ହୋଇ ଯାଇଥିଲେ । ସେମାନେ ଏକାଠି ଥିଲେ ଏହି କଥା ସମସ୍ତେ ଜାଣିଥିଲେ, କିନ୍ତୁ ଏପରି ପରସ୍ପର ଠାରୁ ଅଲଗା ହେବେ ବୋଲି କେହି କେବେ ମଧ୍ୟ କଳ୍ପନା କରି ନଥିଲେ । ସିଦ୍ଧାର୍ଥଙ୍କ ଅ-ନ୍ତି-ମ ସଂ-ସ୍କା-ର ସମୟରେ ସେହନାଜଙ୍କ ପାଖରେ ଠିଆ ହୋଇଥିବା ରାହୁଲ ମହାଜନ ଗୋଟିଏ ଚ୍ଯାନେଲ ସହ କଥା ହେଉଥିବା ବେଳେ ସେହନାଜ ତଳେ ବସି କଣ କରୁଥିଲେ ତାହା କହିଥିଲେ ।

ରାହୁଲ କହିଥିଲେ କି, “ସିଦ୍ଧାର୍ଥଙ୍କ ଅ-ନ୍ତି-ମ ସଂ-ସ୍କା-ର ପାଇଁ ସେହନାଜ ଗିଲ ଭିତରେ ପଶିବା ମାତ୍ରେ ଚିଲାଇଥିଲେ ‘ମମ୍ମିଜୀ ମେରା ବଚ୍ଚା, ମମ୍ମିଜୀ ମେରା ବଚ୍ଚା’ । ସେହନାଜ, ସିଦ୍ଧାର୍ଥଙ୍କ ପାର୍ଥିବ ଶରୀରର ପାଦକୁ ରଗଡୁ ଥିଲେ ଓ ତାଙ୍କୁ ଲାଗୁଥିଲା କି ଶାୟଦ ସିଦ୍ଧାର୍ଥ ପୁନର୍ବାର ଉଠି ବସିବେ । ସେ ବିଶ୍ବାସ ମଧ୍ୟ କରି ପାରୁ ନଥିଲେ କି ସିଦ୍ଧାର୍ଥ ଶୁକ୍ଲା ଏବେ ଆଉ ଦୁନିଆରେ ନାହାନ୍ତି । ତାଙ୍କ ଅବସ୍ଥା ଦେଖି ମୁଁ ଅ-ନ୍ତି-ମ ସଂ-ସ୍କା-ର ସମୟରେ କ-ମ୍ପି ଉଠୁଥିଲି ।”

ରାହୁଲ ଆହୁରି ମଧ୍ୟ କହିଥିଲେ କି, “ସେହନାଜ ବହୁତ ଦୁର୍ବଳ ଦେଖା ଯାଉଥିଲେ । ଯେମିତି କେଉଁ ତୋଫାନ ଆସି ଚାଲି ଯାଇଛି ଆଉ ସବୁକିଛି ଧୋଇ ନେଇ ଯାଇଛି । ମୋର ମନେ ଅଛି ମୁଁ ତାଙ୍କ କାନ୍ଧରେ ହାତ ରଖି ନିଜ ଦୁଃଖ ପ୍ରକାଶ କରିବା ବେଳେ, ସେ ମୋତେ ଯେଉଁ ପ୍ରକାରେ ଦେଖିଥିଲେ ମୁଁ ତୁରନ୍ତ ପଛକୁ ହଟି ଯାଇଥିଲି । ସେ ବିଲକୁଲ ଶୁନ୍ ଥିଲେ ।”

ରାହୁଲ ଏକ ସିଦ୍ଧାର୍ଥଙ୍କ ସହ ଏକ ଫଟୋ ପୋଷ୍ଟ କରି ଲେଖିଥିଲେ, “ତୁମ ସହ ଆଧ୍ୟାତ୍ମିକ ସମ୍ବନ୍ଧ ଥିଲା, ଆହୁରି ଅନେକ ସମୟ ଏକାଠି ବିତେଇବାର ଥିଲା, କିନ୍ତୁ ଏବେ ଖାଲି ସ୍ମୃତି ସାଥିରେ ରହିବ ।” ‘ବିଗ ବସ୍-୧୩’ ସମୟରୁ ହିଁ ସିଦ୍ଧାର୍ଥ ଓ ସେହନାଜ ପରସ୍ପରକୁ ଭେଟିଥିଲେ ଏବଂ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ଫ୍ୟାନଙ୍କୁ ମଧ୍ୟ ଏହି ଯୋଡି ଖୁବ ପସନ୍ଦ ଆସୁଥିଲା, ସେଥିପାଇଁ ଏହି ଯୋଡିର ନାମ ‘ସିଡନାଜ’ ରଖିଥିଲେ ।

ସେହନାଜଙ୍କ ନିକଟ ବାନ୍ଧବୀ ଜସଳିନ ମଥାରୁଙ୍କ କହିବା ଅନୁଯାୟୀ ଦୁହେଁ ଶୀଘ୍ର ବିବାହ କରିପାରନ୍ତି । ସେ କହିଥିଲେ, ହାଁ ଦୁହେଁ ତ ଏକାଠି ଅଛନ୍ତି । ସେମାନଙ୍କ ପରିବାରକୁ ମଧ୍ୟ ତାଙ୍କ ସମ୍ପର୍କକୁ ନେଇ କୌଣସି ଅସୁବିଧା ନଥିଲା । ପରସ୍ପର ପ୍ରତି ସେମାନଙ୍କ ପ୍ରେମ ପରିଷ୍କାର ଭାବେ ଦେଖିବାକୁ ମିଳୁଥିଲା । କିନ୍ତୁ ସେମାନଙ୍କର କଣ ପ୍ଲାନିଂ ଥିଲା ଓ କେବେ ବିବାହ କରିଥାନ୍ତେ ଏହା ତାଙ୍କ ମନରେ ହିଁ ଥିଲା ।

ବୋଧହୁଏ ସେମାନେ ଅଚାନକ କେବେ ସାରା ଦୁନିଆକୁ ସରପ୍ରାଇଜ ଦେବାକୁ ଚାହୁଁଥିଲେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।