7 ଜଣ bollywood ହିରୋଇନ ଯିଏ ଡିଭୋର୍ସ ନେଇ ସାରିଥିବା ଲୋକକୁ ବାଛିଲେ ନିଜ ପ୍ରଥମ ସ୍ଵାମୀ

ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ଯେଉଁମାନଙ୍କ ଅଫେୟାର ବହୁତ ଅଭିନେତାଙ୍କ ସହ ଚାଲିଥିଲା । କିନ୍ତୁ ବିବାହ ପାଇଁ ଏମାନେ ଛାଡପତ୍ର ନେଇସାରିଥିବା ବ୍ୟକ୍ତିକୁ ହିଁ ବାଛିଲେ । ଏହି ଅଭିନେତ୍ରୀମାନେ ନିଜର କ୍ୟାରିୟରରେ ବହୁତ ସଫଳତା ହାସଲ କରିଛନ୍ତି କିନ୍ତୁ ବିବାହ ପାଇଁ ନିଜ ବୟସ ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ବାଚିଛନ୍ତି । ଚାଳନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ବିଷୟରେ ।

କରିନା କପୁର

ବଲୀଉଡର ବେବୋ ଅର୍ଥାତ କରିନା କପୁର ଶାହିଦ କପୁରଙ୍କୁ ଭଲ ପାଉଥିଲେ । କିନ୍ତୁ ଶେଷରେ ସେ ସୈଫ ଅଲୀ ଖ଼ାନଙ୍କୁ ବିବାହ କରିଲେ । ସୈଫ ଅଲୀ ଖ଼ାନ ଏହା ପୂର୍ବରୁ ଅମୃତାଙ୍କୁ ବିବାହ କରିଥିଲେ ଓ ତାଙ୍କ ଠାରୁ ସୈଫ ଅଲୀ ଖ଼ାନଙ୍କୁ ଦୁଇଟି ସନ୍ତାନ ମଧ୍ୟ ଅଛି । ଏହା ଛଡା ସୈଫ ଅଲୀ ଖ଼ାନ ଓ କରିନାଙ୍କ ଗୋଟିଏ ପୁଅ ବି ଅଛି ।

କରିଶ୍ମା କପୁର

ବଲୀଉଡର ଅଭିନେତ୍ରୀ କରିଶ୍ମା କପୁର ବି ଛାଡପତ୍ର ନେଇଥିବା ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ । ସଞ୍ଜୟ ଦିଲ୍ଲୀର ଜଣେ ବିଜନେସମ୍ୟାନ ଅଟନ୍ତି । ଏମାନଙ୍କ ଦୁଇଟି ସନ୍ତାନ ଅଛି । କିନ୍ତୁ ବିବାହର କିଛି ଦିନ ପରେ କରିଶ୍ମା କପୁର ନିଜର ସ୍ଵାମୀ ସଞ୍ଜୟ କପୁରଙ୍କ ଠାରୁ ଛାଡପତ୍ର ନେଇଥିଲେ ।

ଶିଲ୍ପା ଶେଟ୍ଟୀ

ଅଭିନେତ୍ରୀ ଶିଲ୍ପା ଶେଟ୍ଟୀ ବର୍ତ୍ତମାନ ସ୍ଵାମୀ ରାଜ କୁନ୍ଦ୍ରାଙ୍କ ସହ ବହୁତ ଖୁସିରେ ଅଛନ୍ତି । କିନ୍ତୁ ରାଜଙ୍କ ପ୍ରଥମ ପତ୍ନୀ କବିତା କୁନ୍ଦ୍ରା ଥିଲେ ଓ କୁହାଯାଏ କି ରାଜ କୁନ୍ଦ୍ରା କବିତା କୁନ୍ଦ୍ରାଙ୍କୁ ଏଥିପାଇଁ ଛାଡପତ୍ର ଦେଇଥିଲେ କାରଣ ଶେ ଶିଲ୍ପାଙ୍କୁ ଭଲ ପାଉ ଥିଲେ । ଶିଲ୍ପା ଓ ରାଜଙ୍କର ଗୋଟିଏ ପୁଅ ବି ଅଛି ।

ରବିନା ଟଣ୍ଡନ

ରବିନା ଟଣ୍ଡନ ଓ ଅକ୍ଷୟ କୁମାରଙ୍କ ଅଫେୟାର ବହୁତ ଚର୍ଚାରେ ଥିଲା । କିନ୍ତୁ ବିବାହ ପର୍ଯ୍ୟନ୍ତ ତାଙ୍କର କଥା ପହଞ୍ଚି ପାରିଲା ନାହିଁ । ଏହା ପରେ ରବିନା ଅନିଲ ଥଡାନୀଙ୍କ ସହ ବିବାହ କରିଲେ । ଯିଏକି ନିଜର ପ୍ରଥମ ପତ୍ନୀଙ୍କ ଠାରୁ ଛାଡପତ୍ର ନେଇଥିଲେ । ଆଜି ଏହି ଦୁଇ ଜଣଙ୍କ ଦୁଇଟି ସନ୍ତାନ ଅଛି ।

ବିଦ୍ୟା ବାଳନ

ବିଦ୍ୟା ବାଳନ ଡିବର୍ସି ସିଦ୍ଧାର୍ଥ ରୟ କପୁରଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । କାରଣ ସିଦ୍ଧାର୍ଥ ପୂର୍ବରୁ ହିଁ ବିବାହିତ ଥିଲେ ଓ କେହି ବି ଚିନ୍ତା କରି ନ ଥିଲେ କି ଏମାନେ ଦୁଇ ଜଣ ବିବାହ କରିବେ ।

ରାନୀ ମୁଖାର୍ଜୀ

ରାନୀ ମୁଖାର୍ଜୀ ଓ ଆଦିତ୍ୟ ଚୋପଡାଙ୍କ ଅଫେୟାର ବିଷୟରେ ସମସ୍ତେ ଜାଣିଛନ୍ତି । ଏହା ପରେ ଏମାନେ ଦୁଇ ଜଣ ଚୁପଚାପ ଇଟିଲିରେ ବିବାହ କରି ନେଲେ । ଅନ୍ୟ ପଟେ ଆଦିତ୍ୟ ଚୋପଡା ଏହା ପୂର୍ବରୁ ନିଜର ପିଲାଦିନର ବନ୍ଧୁ ପାୟଲ ଖନ୍ନାଙ୍କୁ ବିବାହ କରିଥିଲେ ।

ଶ୍ରୀଦେବୀ

ଶ୍ରୀଦେବୀ ବୋନୀ କପୁରଙ୍କୁ ବିବାହ କରିଥିଲେ । ବୋନୀ କପୁର ଏହା ପୂର୍ବରୁ ମୋନାଙ୍କୁ ବିବାହ କରିଥିଲେ ଓ ତାଙ୍କ ଠାରୁ ବୋନୀଙ୍କୁ ଦୁଇଟି ସନ୍ତାନ ବି ଅଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।