କୋଟିପତି ପିତାର ଝିଅ ଅଟନ୍ତି ଗୌତମ ଗମ୍ଭୀରଙ୍କ ପତ୍ନୀ ନତାଶା, ବହୁତ ସୁନ୍ଦର ହେବା ସତ୍ତ୍ୱେ ବି ଏପରି କାଟନ୍ତି ଜୀବନ

ଗୌତମ ଗମ୍ଭୀର ଭାରତର ପୂର୍ବତନ କ୍ରିକେଟର ରହିସାରିଛନ୍ତି । କିନ୍ତୁ ବର୍ତ୍ତମାନ ସେ ଲୋକସଭାର ସଦସ୍ୟ ଅଟନ୍ତି । ସେ ଭାରତୀୟ ଜନତା ପାର୍ଟି ତରଫରୁ ନିର୍ବାଚନ ଲଢି ଜିତି ଥିଲେ । ଭଲ ବ୍ୟାଟ୍ସମ୍ୟାନ ରହିଥିବା ଗୌତମ ଗମ୍ଭୀର ନିଜର କ୍ରିକେଟ କ୍ୟାରିୟରରେ ଦେଶକୁ ଦୁଇ ଥର ୱାର୍ଲ୍ଡକପ ଜିତାଇ ଥିଲେ ।

Image courtesy: Google

ପ୍ରଥମେ ୨୦୦୭ରେ ଆଇସିସି ୱାଲ୍ଡକପ ଟି – ୨୦ ଓ ଦ୍ଵିତୀୟ ଥର ୨୦୧୧ ଆଇସିସି ବିଶ୍ଵକପ ଏଥିରେ ସାମିଲ ଅଟେ । କହିବାକୁ ଗଲେ ସମସ୍ତେ ପ୍ରାୟତଃ ଗୌତମଙ୍କର ପ୍ରଫେଶନାଲ ଲାଇଫ ବିଷୟରେ ବହୁତ କିଛି ଜାଣିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କର ପର୍ସନାଲ ଲାଇଫ ଓ ତାଙ୍କର ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ ।

Image courtesy: Google

ଗୌତମ ଗମ୍ଭୀର ୨୮ ଅକ୍ଟୋବର ୨୦୧୧ରେ ନତାଶା ଜୈନ ନାମକ ଝିଅ ସହ ବିବାହ କରିଥିଲେ । ନତାଶା ସାଧାରଣତଃ ମିଡିଆର ଲାଇମ ଲାଇଟରୁ ଦୂରେଇ ରୁହନ୍ତି । ଯଦି ନତାଶାଙ୍କର ପରିବାର ବିଷୟରେ କଥା ହେବା ତେବେ ତାଙ୍କ ପିତାଙ୍କର ନାମ ରବୀନ୍ଦ୍ର ଜୈନ ଅଟେ ଯେତେବେଳେ କି ମାତାଙ୍କର ନାମ ନିରା ଜୈନ ଅଟେ । ନତାଶା ଏକ କୋଟିପତି ବିଜନେସ ପରିବାରର ଝିଅ ଅଟନ୍ତି । ନତାଶା ଦେଖିବାକୁ ବି ବହୁତ ସୁନ୍ଦର ଅଟନ୍ତି । କିନ୍ତୁ ନତାଶାଙ୍କୁ ସିମ୍ପଲ ରହିବାକୁ ଭଲ ଲାଗେ । ଏତେ ଟଙ୍କା ଓ ସୁନ୍ଦର ହେବା ସତ୍ତ୍ୱେ ବି ସେ ଶୋ ଅଫ କରିବାକୁ ପସନ୍ଦ କରନ୍ତି ନାହିଁ ।

ଏମିତି ହେଲା ଗୌତମ ଓ ନତାଶାଙ୍କର ସାକ୍ଷାତ

Image courtesy: Google

କହିବାକୁ ଗଲେ ଦୁଇ ଜଣଙ୍କର ପ୍ରେମ କାହାଣୀ ଥିଲା କିନ୍ତୁ ପରେ ଏହାକୁ ଆରେଞ୍ଜ ମ୍ୟାରେଜ ବୋଲି କୁହାଗଲା । କହିଦେଉଛୁ କି ଗୌତମଙ୍କର ପିତା ଓ ନତାଶାଙ୍କର ପିତା ଭଲ ବିଜନେସ ପାର୍ଟନର ଥିଲେ । ଏହା ପରେ ଦୁଇ ପରିବାର ମଧ୍ୟରେ ବି ବନ୍ଧୁତା ବଢିଲା । ଏହି ସମୟରେ ଗୌତମ ଓ ନତାଶାଙ୍କର ପରସ୍ପର ସହିତ ସାକ୍ଷାତ ବି ହେଉ ଥିଲା । ଏହା ପରେ ପ୍ରଥମେ ଦୁଇ ଜଣ ବନ୍ଧୁ ହେଲେ ଓ ପରେ ଦୁଇ ଜଣ ବିବାହ କରିନେଲେ ।

Image courtesy: Google

ଆପଣଙ୍କୁ କହିଦେଉଛୁ କି ନତାଶା ସୋସିଆଲ ମିଡିଆରେ ବହୁତ ଆକ୍ଟିବ ରୁହନ୍ତି । ସେ ସବୁଦିନ ନିଜର ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଆପଣଙ୍କୁ କହିଦେଉଛୁ କି ବର୍ତ୍ତମାନ ଗୌତମ ଓ ନତାଶା ବହୁତ ଖୁସିରେ ଅଛନ୍ତି । ଏହି ଦୁଇ ଜଣଙ୍କର ଏକ ପୁଅ ବି ଅଛି ଯାହାର ନାମ ଆଜୀନ ଗମ୍ଭୀର ଅଟେ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।