କାମ ଏମିତି କର, ଲୋକମାନେ ତମକୁ ମନ ପକାଇବା ତ ଦୂରର କଥା… ଏମିତି ଆହୁରି 14ଟି Jokes

ହସିବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । ଏହା ତ ସମସ୍ତେ ଜାଣିଛନ୍ତି । ହସିବାର କୌଣସି ବି ଚାନ୍ସ କିଏ ବି ଛାଡିବାକୁ ଚାହେଁ ନାହିଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହା ସହିତ ଆପଣଙ୍କ ସମସ୍ତ ସମସ୍ୟା ବି ଦୂର କରିଥାଏ । ଏହି ଛୋଟ ଜୀବନରେ ସମସ୍ତଙ୍କୁ ଖୁସିରେ ରଖିବା ବହୁତ ଜରୁରୀ ଅଟେ । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଏହା ଆସୁଛି କି ଖୁସିରେ କେମିତି ରହିବେ ? ଯଦି ଆପଣ ଖୁସିରେ ରହିବାକୁ ଚାହୁଁଛନ୍ତି ତେବେ ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଜୋକ୍ସ ନେଇ ଆସିଛୁ । ଆପଣ ମାନେ ଜାଣିଛନ୍ତି ହସିବା ସ୍ୱାସ୍ଥ୍ୟ ପ୍ରତି କେତେ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ କିଛି ମଜାଦାର ଜୋକ୍ସ ପଢିବା ।

ଜୋକ – ୧

ଆସୁଥିବା ପିଢୀରେ ଜଣେ ମା ତାର ସନ୍ତାନକୁ କହିବ

ତୋତେ ପାଳିବା ପାଇଁ ମୁଁ ଦଶ ଦଶ ଘଣ୍ଟା ଅଫଲାଇନ ରହୁଥିଲି

ତେବେ ଯାଇ ତୁ ବଡ ହେଇଛୁ………

ଜୋକ – ୨

ଯେଉଁ ଲୋକ ନିଜ ସ୍ତ୍ରୀ ସାମ୍ନାରେ ପାଟି କରିପାରେ ନାହିଁ

ସେ ରାତିରେ ଶୋଇବା ପରେ

ତାଙ୍କ ଉପରେ ରାଗ ସାରିବା ପାଇଁ

ଜୋରରେ ଘୁଙ୍ଗୁଡି ମାରିଥାନ୍ତି…….

ଜୋକ – ୩

ନା ଛୁରୀର ଧାରରେ

ନା ବନ୍ଧୁକ ଗୁଳିର ବର୍ଷାରେ

ଭାରତ ବର୍ବାଦ ହେଉଛି

ଜିଓ ରିଚାର୍ଜରେ….

ଜୋକ – ୪

କାମ ଏମିତି କର

ଲୋକମାନେ

ତମକୁ ମନ ପକାଇବା ତ

ଦୂରର କଥା

ତମ କଥା ଭାବିବାକୁ ବି ଡରିବେ….

ଜୋକ – ୫

ମୁଁ ଗୋଟିଏ ଝିଅ ସହ ବହୁତ ଥଟ୍ଟା କରୁଥିଲି

ବହୁତ ଖୁସିରେ ରହୁଥିଲି

ପୁଣି ଗୋଟିଏ ଦିନ

ସେ ମୋର ଖୁସିକୁ ଦେଖି ପାରିଲା ନାହିଁ ଓ

ସେ ମୋତେ ତାର ଲଭର କରିଦେଲା

ଜୋକ – ୬

ଦୁର୍ଘଟଣା ତ ସେତେବେଳେ ହେଲା

ଯେତେବେଳେ ପପୁ

ଗୁଟୁଖା ଖାଇ ରାସ୍ତାରେ ପକାଇଲା

ହେଲେ ତାର ମନେ ନ ଥିଲା କି

ସେ ହେଲମେଟ ପିନ୍ଧିଛି……………

ଜୋକ – ୭

କାଜୁ ବାଦାମ ସବୁ ବଣ୍ଡଲ ହେଇଗଲା

ପିଆଜ ଆଜିକାଲି

ରାନୁ ମଣ୍ଡଲ ହୋଇ ଯାଇଛି…….

ଜୋକ – ୮

ଇଏ ଦୁନିଆର ଏକମାତ୍ର ବ୍ୟକ୍ତି ଅଟେ

ଯାହାକୁ ପିଆଜ, ଟମାଟର, ରସୁଣର ଦାମ ବଢିଲେ

ମଧ୍ୟ କିଛି ବି ଫରକ ପଡିବ ନାହିଁ

ଜୋକ – ୯

ଛୋଟୁ : ସାର ମୋର ସ୍ତ୍ରୀ ୫ ରୁ ୬ ଦିନ ପାଇଁ

ମୋ ସହିତ ବୁଲିବା ପାଇଁ ଇଚ୍ଛା କରୁଛି

କିଛି ଦିନ ପାଇଁ ଛୁଟି ଦରକାର ଅଛି ।

ବସ : ମିଳିବ ନାହିଁ ।

ଛୋଟୁ : ଧନ୍ୟବାଦ ସାର

ମୁଁ ଜାଣିଥିଲି

ଅସୁବିଧା ସମୟରେ

ଆପଣ ହିଁ ମୋ କାମରେ ଆସିବେ………………

ଜୋକ – ୧୦

ଗୋଟେ ଛୋଟ ଝିଅ

ଦୋକାନୀକୁ ଯାଇ କହିଲା

ଯେତେବେଳେ ମୁଁ ବଡ ହୋଇଯିବି

ଆପଣ ନିଜ ପୁଅ ସହ

ମୋର ବାହାଘର କରିବେ ?

ଦୋକାନୀ ହସି ହସି କହିଲା

ହଁ କରିଦେବି

ଝିଅ କହିଲା –

ତେବେ ନିଜ ବୋହୁକୁ ଗୋଟିଏ ଚକଲେଟ ଦିଅ

ଜୋକ – ୧୧

ଆରମ୍ଭ ହୋଇଗଲା ବାହାଘର ସିଜିନ….

ପୁଣି କାହାର ପ୍ରେମ

ଆଉ କେହି ନେଇଯିବ

ଜୋକ – ୧୨

ମଣ୍ଟୁ ନିଜର ବାପାଙ୍କ ସହିତ

ଚେହେରାର ଏଲର୍ଜି

ଠିକ କରିବା ପାଇଁ

ମେଡିକାଲ ଗଲା

ଡାକ୍ତର : ଗର୍ଲଫ୍ରେନ୍ଡକୁ କୁହ

ନିଜର ଲିପଷ୍ଟିକର ବ୍ରାଣ୍ଡ ଚେଞ୍ଜ କରିବାପାଇଁ

ତମର Lakme ରୁ ଏଲର୍ଜି ଅଛି…

କିନ୍ତୁ ଜଣା ନାହିଁ

ମଣ୍ଟୁ କାହିଁକି ଚପଲରେ ମାଡ ଖାଇଲା……..

ଜୋକ – ୧୩

ଶିକ୍ଷକ : ୧୮୬୯ରେ କଣ ହେଇଥିଲା ?

ସୁରେଶ :  ଗାନ୍ଧୀଜୀଙ୍କ ଜନ୍ମ ।

ଶିକ୍ଷକ : ପୁରା ଠିକ ଉତ୍ତର, ବସ ।

ଶିକ୍ଷକ :  ଲିପୁ ତୁ କହ

୧୮୭୨ ରେ କଣ ହୋଇଥିଲା ?

ଲିପୁ :  ଗାନ୍ଧୀଜୀ ୩ ବର୍ଷର ହୋଇ ଯାଇଥିଲେ

ମୁଁ ବି କଣ ବସିବି……………

ଜୋକ – ୧୪

ଗୋଟିଏ ସ୍ତ୍ରୀଲୋକ ନିଜର ପଡୋଶିକୁ କହୁଥିଲା

ସ୍ତ୍ରୀ : ତୁ ଜାଣିଛୁ

୨୦ ବର୍ଷ ପର୍ଯ୍ୟନ୍ତ ମୋର କୌଣସି ସନ୍ତାନ ହୋଇ ନ ଥିଲା

ପଡୋଶୀ ଆଶ୍ଚର୍ଯ୍ୟରେ : ସେଠୁ ତୁମେ କଣ କରିଲ ?

ସ୍ତ୍ରୀ : ଏହା ପରେ ମୁଁ ଯେତେବେଳ ୨୧ ବର୍ଷର ହେଲି

ତେବେ ମୋର ବାହାଘର କରିଦେଲେ

ପୁଣି ଯାଇ ମୁନା ଜନ୍ମ ହେଲା

ପଡୋଶୀ ଠିଆ ଠିଆ ବେହୋସ ହୋଇଗଲା

ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।