20 ବର୍ଷରେ ବହୁତ ବଦଳି ଯାଇଛନ୍ତି TVର ସୋନପରି, ଏବେ ଦେଖିଲେ ଚିହ୍ନି ପାରିବେନି

ଦୂରଦର୍ଶନ ଟିଭିରେ ପୁଣି ଥରେ ସିରିଏଲ ଶକ୍ତିମାନ ଟେଲିକାଷ୍ଟ ହେଉଛି । ଯାହାକୁ ଲୋକ ବହୁତ ବେଶୀ ପସନ୍ଦ କରୁଛନ୍ତି । ଶକ୍ତିମାନ ଶୋ ସେତେବେଳେ ଆସୁଥିଲା ଯେତେବେଳେ ସୋନପାରି ଜୁନିଅର ଜି ଆସିଥିଲା । ଷ୍ଟାର ପ୍ଲସ ର ଶୋ ସୋନ ପରି ଭି ଶକ୍ତିମାନ ପରି ଛୁଆ ମାନଙ୍କ ବହୁତ ପସନ୍ଦୀୟ ସେରିଏଲ ଥିଲା । ଏହି ଶୋରେ ସୋନୋପରି ର ଚରିତ୍ର ଅଭିନେତ୍ରୀ ମାରିନଲ କୁଲକର୍ଣି ଥିଲେ ।

ମରିନଲ ଆଜି ମଧ୍ୟ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ସେ ସୋସିଆଲ ମିଡିଆରେ ନିଜର ଏବଂ ନିଜ ପରିବାରର ଫଟୋ ସେୟାର କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଟିଭି ର ସୋନପରୀ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ଟିଭି ସିରିଏଲ ସୋନପରି ରେ ହୋଇଥିବା ସୋନା ଆଣ୍ଟି ମାନେ ମରିନଲ ସେରିଏଲରେ ସୋନପରୀ ରେ ଫ୍ରୁଟି ସହିତ ଦୋସ୍ତି କରିନେଇଥିଲେ ଏବଂ ଏହି ଶୋ ରେ ସୋନପରି ଛୁଆ ମାନଙ୍କ ଅସୁବିଧା ସବୁ ଦୁର କରୁଥିଲେ । ୨୦୦୦ ମସିହାରେ ଏହି ଶୋ ଆରମ୍ଭ ହୋଇଥିଲା । ଏହି ଶୋ ଛୁଆ ମାନଙ୍କ ପସନ୍ଦିତ ଶୋ ହୋଇଯାଇଥିଲା । ଯାହାର ପପୂଲାରିଟି କୁ ଦେଖି ଏହି ଶୋ ଅଲଗା ଅଲଗା ଭାଷାରେ ମଧ୍ୟ ଡବିଂ ହୋଇଥିଲା ।

ସୋନପରି ପରେ ଅଭିନେତ୍ରୀ ମରୀନଲ ଦ୍ରୋପଦି ଶୋ ଦ୍ଵାରା ମଧ୍ୟ ବହୁତ ପ୍ରସିଦ୍ଧ ହୋଇଥିଲେ । ଏହି ସିରୁଏଲରେ ସେ ଦୌପଦୀ ର ଚମତ୍କାର ଭୂମିକା ତୁଲାଇ ଥିଲେ । ଏହା ପରେ ସେ ଟିଚର, ମିରାବାଇ, ଖେଲ, ଶିକାର ରେ ମଧ୍ୟ ନିଜର ଜବରଦସ୍ତ କଳାକାରି ଦେଖାଇଥିଲେ । ଏବଂ ନିଜ ଦମଦାର ଅଭିନୟ ଦ୍ଵାରା ସମସ୍ତଙ୍କୁ ନିଜର ଦିୱାନା କରିଥିଲେ । ମରିନଲ ୧୬ ବର୍ଷ ବୟସରୁ ହିଁ ଅଭିନୟ ଆରମ୍ଭ କରିଥିଲେ ।

ତାଙ୍କର ପ୍ରଥମ ପ୍ରୋଜେକ୍ଟ ମରାଠୀ ଟିଭି ଶୋ ସ୍ବାମୀ ଥିଲା । ଯେଉଁଥିରେ ସେ ନିଜର ଅଭିନୟ ଦ୍ଵାରା ଚର୍ଚ୍ଚାରେ ଆସିଥିଲେ । ଟିଭି ଛଡା ମରିନଲ କେତେ ହିନ୍ଦୀ ଏବଂ ମରାଠୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ମରାଠୀ ସିନେମା ରେ ମଧ୍ୟ ସେ ଜଣା ଶୁଣା ନାମ ଅଟେ । ମରିନଲ ସବୁବେଳେ ଡିରେକ୍ସଂରେ ଯିବାକୁ ଚାହୁଁଥିଲେ କିନ୍ତୁ ତାଙ୍କୁ ଅଭିନୟ ର ଅଫର ଆସିଥିଲା ତ ସେ ଅଭିନୟ କରିବା ଆରମ୍ଭ କରିଥିଲେ ।

ବର୍ତମାନ ସେ ମରାଠୀ ଫିଲ୍ମ ଗୁଡିକକୁ ଡାଇରେକ୍ଟ କରୁଛନ୍ତି । ମରିନଲ ୧୯୯୦ ରେ ନିଜ ପିଲାବେଳ ସାଙ୍ଗ ରୁଚିରଲ କୁଲକର୍ଣୀ ଙ୍କୁ ବିବାହ କରିଥିଲେ । ଏବଂ ଏହା ପରେ ସେ କାମରୁ ବ୍ରେକ ମଧ୍ୟ ନେଇଥିଲେ । ସୋନପରି ଆଜି ବହୁତ ବଦଳି ଯାଇଛନ୍ତି । ସେ ପୂର୍ବପରି ଆଜି ମଧ୍ୟ ବହୁତ ସୁନ୍ଦର ଦେଖାଯାଉନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।