Bollywoodର ଫେମସ ଅଭିନେତା ନାନା ପାଟେକରଙ୍କ ଲାଇଫ ଷ୍ଟୋରି ଓ ତାଙ୍କ ପରିବାରର ଇତିହାସ

ନାନା ପାଟେକର ଏକ ଏମିତି ଅଭିନେତା ଥିଲେ ସେ ତାଙ୍କର ଜବରଦସ୍ତ ଅଭିନୟ ଓ ଡ଼ାଇଲୋଗ ଯୋଗୁ ସେ ଏବେ ପର୍ଯ୍ୟନ୍ତ ଫେମସ ହୋଇ ଅଛନ୍ତି । ସେଥିପାଇଁ ତାଙ୍କର ନୂଆ ହେଉ ବା ପୁରୁଣା ଚଳଚିତ୍ର ଗୁଡିକୁ ଏବେବି ଲୋକେ ଝୁରୁଛନ୍ତି । ଆପଣ ତାଙ୍କ ବିଷୟରେ କିଛି ନା କିଛି ତ ଜାଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କ ପରିବାର ଓ ସେ କେଉଁ ପରିବାରରୁ ଆସିଥିଲେ ଓ କିପରି ଆସିଥିଲେ ସେହି ବିଷୟରେ କିଛି କହିବୁ ।

ସେ ଏକ ଏମିତି ଅଭିନେତା ଅଟନ୍ତି ସେ ଯେଉଁ ଚଳଚିତ୍ରରେ କାମ କରିଛନ୍ତି ସେହି ଚଳଚିତ୍ର ସଫଳ ସହିତ ଲୋକପ୍ରିୟ ହେଇଛି । ତାଙ୍କର ପରିବାରର ସମସ୍ତ ଲୋକେ ମହାରାଷ୍ଟ୍ରରେ ରହୁଥିଲେ ସେ ମରାଠୀ ପରିବାରର ଅଟନ୍ତି ତାଙ୍କ ବାପାଙ୍କ ନାମ ହେଉଛି ଦିନକର ପାଟେକର ସେ ବ୍ୟବସାୟ କରୁଥିଲେ ସେ କେବେ ହେଲେ ଚଳଚିତ୍ର ଜଗତକୁ ଆସିବା ପାଇଁ ଚାହୁଁ ନଥିଲେ ଓ କିନ୍ତୁ ଯେତେବେଳେ ନାନା ପାଟେକର ବ୍ୟବସାୟରେ ସଫଳତା ହାସଲ କଲେ ଏହାପରେ ତାଙ୍କ ବାପା ତାଙ୍କୁ ବିବାହ ବନ୍ଧନରେ ବାନ୍ଧି ଦେଲେ ।

ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ସଞ୍ଜନା ବାଇ । ସେ 6ଜଣ ଭାଇ ଓ ଭଉଣୀ ଥିଲେ ଅଶୋକ, ଦିଲୀପ, ନାନା ପାଟେକର ଓ ୩ଜଣ ଭଉଣୀ ମଧ୍ୟ ଥିଲେ ସେମାନେ ମଧ୍ୟ ଚଳଚିତ୍ର ଜଗତରୁ ଦୂରରେ ରୁହନ୍ତି । ଯେତେବେଳ ନାନାଙ୍କୁ ୨୮ବର୍ଷ ହୋଇଥିଲା ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା କିନ୍ତୁ ତାଙ୍କ ମାତା ଏବେବି ଅଛନ୍ତି । ସେ ଏବେ ମ୍ନୁମ୍ବାଇରେ ରହୁଛନ୍ତି । ତାଙ୍କର ଭାଇ ଓ ଭଉଣୀ ଏବେ ଆଉ ଏହି ଦୁନିଆରେ ନାହାନ୍ତି ।

ନାନାଙ୍କୁ ପିଲା ବେଳୁ ହିଁ ଅଭିନୟ କରିବାକୁ ଭାରି ଇଛାଥିଲା ଓ ସେଥିପାଇଁ ସେ ୭ ଶ୍ରେଣୀ ହିଁ ମରାଠି ଚଳଚିତ୍ରରେ ଅଭିନୟ କରିଥିଲେ । ସେହି ସମୟରେ ସେ ବହୁତ ପୁରସ୍କାର ମଧ୍ୟ ପାଇଛନ୍ତି ଓ ସେ ବଡ ହେଲା ପରେ ଅଭିନୟ କରିବାପାଇଁ ମନ ବଳାଇଥିଲେ ।

୧୯୭୮ରେ ସେ ଗମନ ରେ ସୀମନ ରେ ସେ ପ୍ରଥମ ଚଳଚିତ୍ର କରିଥିଲେ । ଏହି ଚଳଚିତ୍ରରେ ସେ ଅଭିନୟ କରି ଲୋକଙ୍କ ଠୁ ବହୁତ ବାଃ ବାଃ ପାଇଥିଲେ । ଏହା ପରେ ସେ ସଫଳତାର ସିଢି ଚଢି ଚଢି ଚାଲିଥିଲେ । ଯାହା ଦ୍ଵାର ତାଙ୍କୁ ବହୁତ ଚଳଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଲା ସେ ଅନେକ ଭଲ ଭଲ ଚଳଚିତ୍ର କରିଛନ୍ତି ଯଥା ବେଲକୋମ, ତ୍ରିରଙ୍ଗା, କ୍ରାନ୍ତିବୀର ।

ତା ସାହିତ ସେ ମରାଠୀ ଚଳଚିତ୍ରରେ ମଧ୍ୟ କରିଛନ୍ତି । ସେ ୨ଜଣ ଅଭିନେତ୍ରୀଙ୍କ ପଛରେ ମଧ୍ୟ ପଡିଥିଲେ ତାଙ୍କର ନାମ ହେଲା ଆଏସା ଝୁଲକା ଓ ତାଙ୍କ ସହ କିଛି ଚଳଚିତ୍ର ମଧ୍ୟ କରିଛନ୍ତି ସେଥିପାଇଁ ତାଙ୍କ କଥାକୁ ନେଇ ବହୁତ ଚର୍ଚା ହେବା ପରେ ସେ କିଛି ଖାତିର କରିନଥିଲେ କିନ୍ତୁ ତାଙ୍କ ସହ ବେସୀ ଦିନ ସଂଯୋଗରେ ରହିପାରିନଥିଲେ ଯାହା ଫଳରେ ସମ୍ପର୍କ ଭାଙ୍ଗିଯାଇଥିଲା ।

ଏହାପରେ ସେ ମନୀଷା କୋଇରାଲା ତାଙ୍କ ସହ କିଛି ଚଳଚିତ୍ର ମଧ୍ୟ କରିଛନ୍ତି କିନ୍ତୁ ତାଙ୍କ ସହ ମଧ୍ୟ ସମ୍ପର୍କ ଭାଙ୍ଗି ଯିବାପରେ ସେ ତାଙ୍କ ପ୍ରଥମ ସ୍ତ୍ରୀ ସହ ମିଶି ରହିଥିଲେ କିନ୍ତୁ ତାଙ୍କ ତଲାକ ହୋଇ ନଥିଲା ପରେ ମଧ୍ୟ ସେ ଅଲଗା ହୋଇ ରହିଥିଲେ । ତାଙ୍କର ୨ଟି ପୁଅ ଥିଲେ । ମଲହାର ପାଟେକର ଓ ପାଟେକର ପ୍ରଥମ ପୁଅ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ପୁଅ ଏବେ ଭଲ ଚଳଚିତ୍ର କରୁଛନ୍ତି ସେଇଟା ଆଉ କିଛି ଦିନ ଭିତରେ ମାରକେଟକୁ ଆସିଯିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।