15ଟି ମଜାଳିଆ ପ୍ରଶ୍ନ ଉତ୍ତର, ଉତ୍ତର ଦେଇକି ଦେଖାନ୍ତୁ

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସୁଛି କିଛି ଚତୁର ପ୍ରଶ୍ନ ଉତ୍ତର । ଯାହା ଆପଣଙ୍କୁ ନିଜ ଜ୍ଞାନ ବଢ଼ାଇବାରେ ସାହାଯ୍ୟ କରିବ । ଆପଣ ଏହି ପ୍ରଶ୍ନ ର ଉତ୍ତର ଦିଅନ୍ତୁ ଏବଂ ନିଜ ସାଙ୍ଗ ସାଥୀ, ପରିବାର ଲୋକଙ୍କ ସହ ଆଲୋଚନା କରି ଜ୍ଞାନ ବାଣ୍ଟନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧:- ତାହା କଣ ଯାହା ବାହାରେ ମାଗଣାରେ ମିଳେ କିନ୍ତୁ ହସ୍ପିଟାଲରେ ପଇସା ଦେବାକୁ ପଡେ?

ଉତ୍ତର:- ଅକ୍ସିଜେନ

୨:- ଏମିତି କେଉଁ ଜିନିଷ ଯାହା ଗରିବ ଲୋକଙ୍କ ପାଖରେ ଅଛି କିନ୍ତୁ ଧନୀ ଲୋକଙ୍କ ପାଖରେ ନାହିଁ ?

ଉତ୍ତର:- ଗରିବୀ

୩:- ଓଡ଼ିଶାର ବୃହତ୍ତମ ବନ୍ଦରର ନାମ କଣ ?

ଉତ୍ତର:- ପାରାଦୀପ

୪:- ଓଡ଼ିଶାର ବୃହତ୍ତମ ହ୍ରଦର ନାମ କଣ ?

ଉତ୍ତର:- ଚିଲିକା

୫:- ଓଡ଼ିଶାର ବୃହତ୍ତମ ବିଶ୍ଵବିଦ୍ୟାଳୟର ନାମ କଣ ?

ଉତ୍ତର:- ରେଭେନ୍ସା ବିଶ୍ଵବିଦ୍ୟାଳୟ

୬:- ଡୁଡୁମା ଜଳପ୍ରପାତ କେଉଁ ଜିଲ୍ଲା ରେ ଅବସ୍ଥିତ ?

ଉତ୍ତର:- କୋରାପୁଟ

୭:- ପାତାଳଗଙ୍ଗା ଜଳପ୍ରପାତ କେଉଁ ଜିଲ୍ଲା ରେ ଅବସ୍ଥିତ?

ଉତ୍ତର:- ନୂଆପଡ଼ା

୮:- ସାନଘାଗରା ଜଳପ୍ରପାତ କେଉଁ ଜିଲ୍ଲା ରେ ଅବସ୍ଥିତ?

ଉତ୍ତର:- କେଉଁଝର

୯:- ସ୍ମାରଣସକ୍ତିର ସ୍ଥାନ ମସ୍ତିଷ୍କର କେଉଁଠି ?

ଉତ୍ତର:- ସେରେବ୍ରେମ

୧୦:- ମନୁଷ୍ୟ ଶରୀରର ସାଧାରଣ ରକ୍ତଚାପ କେତେ ?

ଉତ୍ତର:- ୧୨୦/୮୦ ମି.ମି.

୧୧:- ବିଶ୍ଵ ସସ୍ଥ୍ୟ ଦିବସ କେବେ ପାଳନ କରାଯାଏ ?

ଉତ୍ତର:- ଏପ୍ରିଲ ୮ ତାରିଖ

୧୨:- ଜଣେ ବାପା ତା ଝିଅକୁ ଗୋଟେ ଉପହାର ଦେଲା ଏବଂ କହିଲା ଭୋକ ହେଲେ ଖାଇବୁ, ଶୋଷ ହେଲେ ପିଇବୁ ଏବଂ ଶୀତ ହେଲେ ଜାଲିବୁ । ତାହା କଣ ?

ଉତ୍ତର:- ନଡ଼ିଆ

୧୩:- ଭାରତର ଜାତୀୟ ପକ୍ଷୀର ନାମ କଣ ଅଟେ ?

ଉତ୍ତର:- ମୟୂର

୧୪:- ଭାରତର ଜାତୀୟ ଫଳ ର ନାମ କଣ ଅଟେ ?

ଉତ୍ତର:- ଆମ୍ବ

୧୫:- ଯେତେ ସଫା କଲେ ସେତେ କଳା ହୁଏ ତାହା କଣ ?

ଉତ୍ତର:- କଳାପଟା

ତେବେ ଆଶା କରୁଛୁ ଆପଣଙ୍କୁ ଆମ ପ୍ରଶ୍ନ ଉତ୍ତର ଭଲ ଲାଗିଥିବ ତେବେ ପ୍ରଶ୍ନ ଗୁଡିକର ଉତ୍ତର ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।