ସ୍ଵାମୀ ସ୍ତ୍ରୀଙ୍କ ଏହି ଭୁଲ ପାଇଁ ସନ୍ତାନ ଏହିଥାଏ ବିକଳାଙ୍ଗ, ଆପଣ ବି କରୁନାହାନ୍ତି ତ

ସନ୍ତାନ ମାନେ ଦୀର୍ଘୟୁ, ସୁସ୍ଥ, ସୁନ୍ଦର, ଧନ ଶାଳି, ଧାର୍ମିକ ହେବ ପାଇଁ ହେଲେ କଣ ସବୁ ନିୟମ ମାନି ବାକୁ ପଡିଥାଏ ଓ କାହିଁକି ସେମାନେ ବିକଳାଙ୍ଗ ହୋଇଥାନ୍ତି ଆସନ୍ତୁ ଜାଣିବା । ଜୋତିଶ ଶାସ୍ତ୍ର ଅନୁସାରେ ନାରୀମାନେ ଗର୍ଭ ଧାରଣ କରିଥିବା ସମୟରେ ଯଦି ଶିବ ମନ୍ଦିର କିମ୍ବା ଶିବ ଦର୍ଶନ କରନ୍ତି ତେବେ ସେହି ଗର୍ଭରେ ଥିବା ସନ୍ତାନ ବିକଳାଙ୍ଗ ବା ଅଳ୍ପ ଆୟୁଶ ହୋଇଥାନ୍ତି ।

ଜୋତିଶ ଶସ୍ତ୍ର ଅନୁସାରେ ସ୍ଵାମୀ ସ୍ତ୍ରୀ ମିଳନର ମଧ୍ୟ ଅନେକ ନିୟମ ଅଛି ସେହି ନିୟମକୁ ନମାନି ସ୍ଵାମୀ ସ୍ତ୍ରୀ ମିଳନ ହେଲେ ସନ୍ତାନ ମାନେ ବିକଳାଙ୍ଗ କିମ୍ବା ମୃତ ଭାବେ ଜନ୍ମ ନେଇଥାନ୍ତି ବା କିଛି କ୍ଷେତ୍ରରେ ଜନ୍ମ ର କିଛି ସମୟ ପରେ ମୃତ୍ୟୁ ବରଣ କରିଥାନ୍ତି ।

ସେହି ନିୟମ ଗୁଡିକ ହେଲା ପୁରନାମୀ ଓ ଅମାବାସ୍ୟା ତିଥିରେ ସ୍ଵାମୀ ସ୍ତ୍ରୀଙ୍କ ମିଳନରେ ଯେଉଁ ସନ୍ତାନ ଜନ୍ମ ହୋଇଥାଏ ସେହି ସନ୍ତାନ ନିଶ୍ଚିତ ଭାବେ ବିକଳାଙ୍ଗ ହୋଇଥାଏ ତଥା ଅକାଳରେ ମୃତ୍ୟୁବରଣ କରିଥାଏ । ନାରୀମାନଙ୍କର ଋତୁ ବତୀ ହେବାର ତିନି ଦିନ ଭିତରେ ସ୍ଵାମୀ ସ୍ତ୍ରୀଙ୍କର ମିଲନ ହେଲେ ସନ୍ତାନ ବିକଳାଙ୍ଗ ହୋଇଥାଏ, ରୋଗିଣା ନଚେତ ମୃତ୍ୟୁ ସନ୍ତାନ ଜନ୍ମ ନେଇଥାଏ । ଚାରି ଦିନରେ ମିଳନ ହେଲେ ସନ୍ତାନ ଅଳ୍ପ ଆୟୁଷ ହୋଇଠେ ।

ପାଞ୍ଚ ଦିନରେ ମିଳନ ହେଲେ ସନ୍ତାନଟି ସୁନ୍ଦର ହୋଇଥାଏ । ଚାରିଦିନରେ ମିଳନ ହେଲେ ସନ୍ତାନ ବଦଗୁଣର ହୋଇଥାଏ । ସାତ ଦିନରେ ମିଳନ ହୋଇଥିଲେ ସନ୍ତାନ ଅପୁତ୍ରିକ ହୋଇଥାଏ ଓ କନ୍ୟା ହେଲେ ପରପୁରୁଷ ଗାମୀ ହେବ । ଆଠ ଦିନରେ ମିଳନ ହେଲେ ଧନବାନ, ସୁଖି, ଧାର୍ମିକ ଓ ପୁତ୍ର ବାନ ହୋଇଥାଏ । ନଅ ଦିନରେ ହେଲେ ପୁତ୍ର ସୁନ୍ଦର ହୋଇଥାଏ ଓ କନ୍ୟା ହେଲେ ସୁନ୍ଦର, ପତୀବ୍ରତା, ସଦାଚାରୀ ହୋଇଥାଏ । ଦଶ ଦିନରେ ମିଳନ ହେଲେ ସନ୍ତାନ ବଳିଷ୍ଠ ଓ ସଦାଶୁଖି ହୋଇଥାଏ ।

 

ଏଗାର ର୍ଦିନ ରେହେଲେ ସନ୍ତାନ ଧର୍ମ ହୀନା ହୋଇଥାଏ । ବାର ଦିନରେ ମିଳନ ହେଲେ ସୁଶାନ୍ତାନ ହୋଇଥାଏ । ତେର ଦିନ ରେ ମିଲନ ହେଲେ ସନ୍ତାନ ମହାପାପୀ ହୋଇଥାଏ । ଚଉଦ ଦିନରେ ମିଲନ ହେଲେ ସୁନ୍ଦର, ସୁଶୀଲ, ଧର୍ମ ପରାୟଣ, ବିଚକ୍ଷଣ ହୋଇଥାଏ, ପନ୍ଦର ଦିନରେ ମିଳନ ହେଲେ ସନ୍ତାନ ଧାର୍ମିକ ଓ କନ୍ୟା ପତୀବ୍ରତା ହୋଇଥାଏ । ଷୋହଳ ଦିନରେ ମିଳନ ହେଲେ ସନ୍ତାନଟି ମାହତ୍ମା, ସୁଶୀଳ, ଭାଗ୍ୟ ଶୀଳ, ଧରମ ପରଆୟନା, ଶାନ୍ତ ଓ ଧନ ବାନ ହୋଇଥାଏ ।

ସ୍ଵାମୀ ସତରେ ଯଦି କାମାନ୍ଧ ହୋଇ ଏହି ପ୍ରହରର ନିୟମ ନ ମାନନ୍ତି ତେବେ ସନ୍ତାନ ବିକଳାଙ୍ଗ ହୋଇଥାଏ । ଓଡିଆ ସମୟ ଅନୁସାରେ ଦିନ ଚାରି ପ୍ରହାର ଓ ରାତି ଚାରି ପ୍ରହର ହୋଇଥାଏ । ପ୍ରଥମ ପ୍ରହରରେ ସ୍ଵାମୀ ସ୍ତ୍ରୀ ମିଲନ ହେଲେ ସନ୍ତାନ ମୃତ୍ୟୁ ମୁଖରେ ପଡିଥାଏ । ଦ୍ଵିତୀୟ ପ୍ରହରେ ମିଲନ ହେଲେ ସନ୍ତାନ ଦରିଦ୍ର, ତୃତୀୟ ପ୍ରହାରରେ ମିଳନ ହେଲେ ସନ୍ତାନଟି କାଙ୍ଗାଳ ।

ଚତୁର୍ଥ ପ୍ରହାରରେ ମିଲନ ହେଲେ ସନ୍ତାନ ସୁନ୍ଦର ଓ ଦୀର୍ଘାୟୁ ହୋଇଥାଏ ଓ କନ୍ୟା ପାତୀବ୍ରତା ହୋଇଥାଏ । ଦିନବେଳେ ମିଲନ ହେଲେ ସନ୍ତାନଟି ଅଳ୍ପ ଦିନ ଜୀବିତ ରୁହେ । ମାହେନ୍ଦ୍ର ବେଳାରେ ମିଲନ ହେଲେ ସନ୍ତାନ ମାନେ ଦୀର୍ଘଜୀବି ହୋଇଥାନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।